ରାତାରାତି ଉଚ୍ଚତା (Height) ବଢେଇବାର ରାମବାଣ ଘରୋଇ ଉପାୟ ! Tips for increase Height

ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ ସମସ୍ତେ ଚାହାନ୍ତି ଯେ ସେମାନଙ୍କ ଶରୀର ଲମ୍ବା ଓ ମଜବୁତ ହେଉ କିନ୍ତୁ ଯେଉଁ ଲୋକମାନଙ୍କର ଉଚ୍ଚତା କମ ହୋଇଥାଏ, ସେମାନେ ନିଜର ଶରୀରରେ କିଛି କମି ଥିବାର ଅନୁଭବ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ୩ ମାସ ନିୟମିତ ସେବନ କରିବା ଦ୍ଵାରା ଆପଣ ନିଜ ଉଚ୍ଚତା କୁ ବଢାଇ ପାରିବେ । ଆଜିର ଯୁଗରେ କିଏ ବା ଲମ୍ବା ଶରୀର ନ ଚାହେଁ ?

କିନ୍ତୁ ବହୁତ ଲୋକ ଏହା ଭାବିଥାନ୍ତି କି ସେମାନଙ୍କ ଉଚ୍ଚତା କେବଳ ୧୮  ବର୍ଷ ଯାଏ ହିଁ ବଢ଼ି ପାରିବ କିନ୍ତୁ ଏହା ସତ୍ୟ ନୁହେଁ । ୧୮ ବର୍ଷ ପରେ ଆପଣଙ୍କ ଉଚ୍ଚତା ବଢି ପାରିବ କିନ୍ତୁ ଆପଣଙ୍କୁ ଏହାପାଇଁ ନିୟମିତ ରୂପରେ  ୩ ମାସ ବ୍ୟାୟାମ ଓ ପୌଷ୍ଟିକ ଖାଦ୍ୟ ଖାଇବା ସହ ଆମର ଘରୋଇ ଉପଚାର କରିବା ନିହାତି ଦରକାର ଏହା କରିଲେ ଆପଣ ନିଜ ଉଚ୍ଚତା କୁ ବଢାଇ ପାରିବେ ।

କେତେ ଲୋକ ନିଜ ଉଚ୍ଚତା କୁ ବଢ଼ାଇବା ପାଇଁ ବଜାରରେ ମିଳୁଥିବା ବହୁତ ପ୍ରକାର ଔଷଧ ର ସେବନ କରନ୍ତି ଯାହା ଦ୍ଵାରା ସେମାନଙ୍କୁ କିଛି ଫଳ ମିଳି ନ ଥାଏ ଓ ସମୟ ସବୁ ନଷ୍ଟ ହୋଇଥାଏ । ଏବଂ ଟଙ୍କା ମଧ୍ୟ ନଷ୍ଟ ହୋଇଥାଏ । ଏହି ସବୁ ଔଷଧ ଖାଇବା ଦ୍ଵାରା ଆମ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ଯଦି ଆପଣ ଘରୋଇ ଉପଚାର କରୁଛନ୍ତି ତେବେ ଏହାର କୌଣସି କୁପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିବନି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ଆପଣଙ୍କୁ ନିୟମିତ ବ୍ୟାୟାମ କରିବାକୁ ହେବ । ବ୍ୟାୟାମ ଭିତରେ ଆପଣଙ୍କୁ ପହଁରିବାକୁ ହେବ ଯଦି ଆପଣଙ୍କୁ ପହଁରିବା ଆସେ ନାହିଁ, ତେବେ ଆପଣ ଦୌଡ଼ି ପାରିବେ, ଯୋଗ କରିପାରିବେ, ସୂର୍ଯ୍ୟ ନମସ୍କାର କରିବେ, କପାଳଭାତୀ ଓ ଅନୁଲୋମ ବିଲୋମ କରିପାରିବେ । ଗୋଟେ ମୁଠା ଗହମ କୁ ପେଶିକରି ସେଥିରେ ଦହି ମିଶେଇ ପାଣି ସହ ନିୟମିତ ସେବନ କରନ୍ତୁ । ତିନି ମାସରେ ହିଁ ଆପଣଙ୍କ ଉଚ୍ଚତା ବଢ଼ିବାକୁ ଲାଗିବ । ଏହାକୁ ଖାଇଲା ପରେ ଆପଣ ବେଶୀ ପାଣିର ସେବନ କରିବେ ନାହିଁ ।

ଶୋଇବା ଠିକ ରହିଲେ ଆପଣଙ୍କ ଶରୀର ମଧ୍ୟ ଭଲ ରହିବ । ରାତିରେ ସଠିକ ସମୟର ଶୁଅନ୍ତୁ ଓ ମ-ଦ୍ୟପାନ, ଧୁ-ମ୍ରପାନ, ନି-ଶା ସେବନ ରୁ ଦୂରେଇ ରୁହନ୍ତୁ  । ଏହି ନି-ଶା ଜିନିଷରେ ଜ-ହ-ର ଥାଏ । ଯାହାକୁ ପିଇବା କି ଖାଇବା ଦ୍ଵାରା ଆପଣଙ୍କ ଶରୀରର ବୃଦ୍ଧିକାରୀ ହରୋମନ ଯାହା ଦ୍ଵାରା ଉଚ୍ଚତା ବଢ଼ିଥାଏ । ସେହି ହରୋମନ କୁ ନଷ୍ଟ କରିଦିଏ ଏବଂ ଆପଣଙ୍କ ଉଚ୍ଚତା ବଢ଼ି ନ ଥାଏ ।

ଦିନକୁ ତିନିଥର ଖାଦ୍ୟ ଖାଇବା ବଦଳ ରେ ଆପଣ ଛଅ ଥର ଅଳ୍ପ ଅଳ୍ପ କରି ଖାଆନ୍ତୁ । ଏହାଦ୍ଵାରା ଆପଣଙ୍କ ହରମୋନ ବଢ଼ିଥାଏ । ଆପଣଙ୍କୁ ଖାଦ୍ୟ ସହିତ ପ୍ରଚୁର ମାତ୍ରାରେ ପାଣି ପିଇବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *