ନମସ୍କାର ବନ୍ଧୁଗଣ ତେବେ ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇ-ଲେ-ଣ୍ଟ କି-ଲ-ର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆ-ଟା-କ୍ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔ-ଷ-ଧ-ର ଆବଶ୍ୟକତାକୁ ଏଡ଼ାଇ ପାରିବେ ।
ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତ ଚାପ କୁ ସା-ଇ-ଲେ-ଣ୍ଟ କି-ଲ-ର ମଧ୍ୟ କୁହାଯାଏ । ତେବେ ର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆ-ଟା-କ୍-ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔ-ଷ-ଧ-ର ଆବଶ୍ୟକତାକୁ ଏଡ଼ାଇ ପାରିବେ ।
ତେଣୁ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ନିତ୍ୟଦିନ ଜୀବନରେ ବିଭିନ୍ନ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା କିପରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବା । ତେବେ ଏହି ରକ୍ତଚାପ କୁ ଦୁର କରିବା ପାଇଁ ଏହି ଜିନିଷ ଖାଆନ୍ତୁ ନାହିଁ ।
୧- ପ୍ରଥମ ରେ ହେଉଛି ଉଚ୍ଚ ରକ୍ତଚାପ ରୋଗୀ ମାନେ ମ-ଦ୍ୟ-ପା-ନ କରିବା ଉଚିତ୍ ନୁହେଁ । ମ-ଦ୍ୟ-ପା-ନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ମ-ଦ୍ୟ-ପା-ନ ଠାରୁ ଦୂରେଇ ରହିବା ଆବଶ୍ୟ । ତେବେ କୋ-ଲ-ଡ଼ ଡ୍ରି-ଙ୍କ ମଧ୍ୟ ପିଇ ପାରିବେ ନାହିଁ । ତା ସହ ଆପଣ ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁ-ମ୍ର-ପା-ନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ । ଧି-ମ୍ର-ପା-ନ ଅସ୍ଥାୟୀ ଭାବରେ ରକ୍ତଚାପକୁ ବୃଦ୍ଧି କରିଥାଏ ।
୨- ଦ୍ଵିତୀୟ ରେ ହେଉଛି ସ୍ନାକସ ଖାଆନ୍ତୁ ନାହିଁ କିମ୍ବା ବଜାରରେ ମିଳୁଥିବା ପ୍ୟାକେଟ ଜିନିଷ ତଥା ଖାଦ୍ୟରେ ଲୁଣର ମାତ୍ରା ଅଧିକ ରଖନ୍ତୁ ନାହିଁ । ଲୁଣ କମ୍ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି ହେବ । ତେବେ ବଜାରରେ ମିଳୁଥିବା ଫାଷ୍ଟ ଫୁଡ଼ ମଧ୍ୟ ଖାଆନ୍ତୁ ନାହିଁ ।
୩- ତୃତୀୟ ରେ ହେଉଛି ସସ୍ ଏବଂ ଜାମ ଠାରୁ ମଧ୍ୟ ଦୁରେଇ ରହିବା ଉଚିତ । ଏହାର ସେଵନ ଦ୍ୱାରା ମଧ୍ୟ ଉଚ୍ଚ ରକ୍ତଚାପ ବଢ଼ିବାର ସମ୍ଭାବନା ରହିଥାଏ । ତେବେ ଯଦି ଆପଣଙ୍କ ଖାଦ୍ୟରେ ଭିଟାମିନ୍ ଡି ଅଭାବ ଅଛି, ତେବେ ରକ୍ତଚାପ ବୃଦ୍ଧି ହୋଇପାରେ । ଭିଟାମିନ୍ ଡି ଅଭାବ ବୃକକ ଦ୍ବାରା ଉତ୍ପାଦିତ ଏନଜାଇମକୁ ପ୍ରଭାବିତ କରିବ, ଯାହା ରକ୍ତଚାପ ବୃଦ୍ଧି ହେବାର ଆଶଙ୍କା ବଢାଇଥାଏ ।
୪- ଚତୁର୍ଥ ରେ ହେଉଛି ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି ମାନେ କଫି ପିଇବା ଉଚିତ ନୁହେଁ । କାରଣ ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତି ଙ୍କୁ କଫିନ ଖାଇବା ମନା ତେବେ କଫିରେ ଏହା ଅଧିକ ଥାଏ ତେଣୁ ଆପଣ କଫି ଠାରୁ ଦୂରେଇ ରହିବା ଉଚିତ ।
୫- ପଞ୍ଚମ ରେ ହେଉଛି ଆଚାର । ଆଚାର ସମସ୍ତ ଙ୍କ ର ପସନ୍ଦ ହୋଇଥାଏ କିନ୍ତୁ ଯେଉଁମାନଙ୍କୁ ଉଚ୍ଚ ରକ୍ତ ଥାଏ ସେମାନେ ଏହା ଖାଇବା ଉଚିତ ନୁହେଁ । ତେବେ ଏହା ସହ ଅତ୍ୟାଧିକ ମା-ନ-ସି-କ ଚାପ ସ୍ଥାୟୀ ରକ୍ତଚାପ ସୃଷ୍ଟି କରେ । ଅତ୍ୟଧିକ ତ-ମା-ଖୁ ଏବଂ ମ-ଦ୍ୟ-ପା-ନ କରନ୍ତୁ ନାହିଁ ଏହା ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟାକୁ ବଢ଼ାଇଥାଏ । ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ