Vastu Shastra- ତୁଳସୀ ଗଛ ମୂଳରେ ଯଦି ଉଠିଯାଏ ଏହି ଗଛ ତ ତାହାକୁ ଚୁପଚାପ ଘରର ଏହି ଜାଗାରେ ରଖି ଦିଅନ୍ତୁ, ବଢିଥାଏ ଧନ

ବନ୍ଧୁଗଣ, ତୁଳସୀ ର ଚମତ୍କାରୀତା ସମ୍ବନ୍ଧରେ ଆମ୍ଭେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ତୁଳସୀ ଗଛ ଅତ୍ୟନ୍ତ ଚମତ୍କାରୀ ଗଛ ଅଟେ । ଆମ୍ଭେ ଯେତେବେଳେ ନିଶ୍ଚଳ ହୃଦୟରୁ ମାତା ତୁଳସୀ ଙ୍କ ପ୍ରାର୍ଥନା କରିଥାଉ ତେବେ ଆମ୍ଭ ଜୀବନରେ ଶୁଭତା ର ଆଗମନ ହୋଇଥାଏ ।ସୌଭାଗ୍ୟର ବୃଦ୍ଧି ମଧ୍ୟ ହୋଇଥାଏ । ଶ୍ରୀ ହଋ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ମିଳିଥାଏ ଯଦି ଆମ୍ଭେ ସଂପୂର୍ଣ୍ଣ ବିଧିବିଧାନ ଅନୁଯାୟୀ ତୁଳସୀ ଗଛର ପୂଜା କରିଥାଉ ।

ତୁଳସୀ ଗଛ ମୂଳରେ ପ୍ରାତ କାଳ ଜଳ ଅର୍ପଣ କରିବା ଏବଂ ସନ୍ଧ୍ୟା ସମୟରେ ଘିଅ ଦୀପ ଜାଳିବା ବହୁତ ଶୁଭ ମାନାଯାଇଥାଏ । ଯଦି ଆପଣ ଏହିଭଳି ଭାବରେ ପୂଜା କରିଥାନ୍ତି ତେବେ ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯାଇଥାଏ । ଅନେକ ସମୟରେ ତୁଳସୀ ଗଛ ଝଡି ସେହି ଜାଗାରେ ନୂତନ ତୁଳସୀ ଗଛ ଉଠିଥାଏ ।

ଯଦି ଏଭଳି ହୋଇଥାଏ ତେବେ ତାହା ଅତି ଉତ୍ତମ ହୋଇଥାଏ । ମାତ୍ର ଯଦି ଏପରି ହୋଇ ନଥାଏ ତେବେ ଅନ୍ୟ କୌଣସି ଘାସ ଅଥବା ଗଛ ଯଦି ଉଠିଥାଏ ତେବେ ଆପଣ ସେହି ଘାସ କୁ ନେଇ ନିଜ ଗୃହରେ ଧନ ରଖିବା ଜାଗାରେ ରଖନ୍ତୁ । ଯଦି ତୁଳସୀ ଗଛ ମୂଳରେ କୌଣସି ଘାସ ଉଠିଛି ତେବେ ଆପଣ ଗୁରୁବାର ଦିନ ପ୍ରଥମେ ଉଠି ସ୍ନାନ ସାରି ସେହି ଘାସ କୁ ନିଜ ଘର ମନ୍ଦିର କୁ ନେଇ ଯାଆନ୍ତୁ ।

ଏହା ପୂର୍ବରୁ ତୁଳସୀ ମାତାଙ୍କ ପୂଜା କରି ନିଅନ୍ତୁ । ଯଦି ଆପଣ ତୁଳସୀ ଗଛରେ ଜଳ ଅର୍ପଣ କରୁଛନ୍ତି ଏହା ସହିତ ଗାଈ ର କଞ୍ଚା ଦୁଗ୍ଧ ଯଦି ଆପଣ ତୁଳସୀ ଗଛ ମୂଳରେ ଢାଳନ୍ତି ତେବେ ତାହା ମଧ୍ୟ ଉତ୍ତମ ଅଟେ । ଏହାପରେ ଆପଣ ତୁଳସୀ ଙ୍କ ପୂଜା ଙ୍କ ପରେ ସେହି ଗଛଟିକୁ ନେଇ ନିଜ ଘରକୁ ଚାଲି ଆସନ୍ତୁ । ଆପଣ ସେହି ଘାସ କୁ ଅଥବା ଗଛକୁ ଆଣି ତାକୁ ସଫା କରି ଗଙ୍ଗା ଜଳରେ ଧୋଇ ଗୋଟିଏ ହଳଦିଆ କପଡା ରେ ଘୂରାଇ ତାହାକୁ ପୂଜା କରନ୍ତୁ ।

ଧୂପ ଦୀପ ଦେଇ ପଞ୍ଚଉପଚାର ପୂଜା କରନ୍ତୁ । ଏବଂ ଏହି ଘାସ ଅଥବା ଗଛକୁ ଲକ୍ଷ୍ମୀ ସ୍ୱରୂପ ମାନି ନିଜ ଗୃହରେ ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ । ବିଶ୍ଵାସ କରନ୍ତୁ ଏହା ଏକ ଏଭଳି ଉପାୟ ଯାହାକୁ ପ୍ରୟୋଗ କରି ଆପଣଙ୍କ ଘରେ ଥିବା ସମସ୍ତ ଧନ ସମ୍ବନ୍ଧୀୟ ସମସ୍ୟା ର ସମାଧାନ ହୋଇପାରିବ । ଆପଣ ଏହି ଘାସ କୁ ମାତା ଲକ୍ଷ୍ମୀ ଙ୍କ ରୂପାସ୍ଵରୂପା ବୋଲି ମାନ୍ୟତା ଦେଇ ଆପଣଙ୍କ ଘରେ ଧନ ରଖିଥିବା ସ୍ଥାନରେ ରଖନ୍ତୁ ।

ଏହା ତୁଳସୀ ଗଛ ମୂଳରେ ଉଠିଥିବାରୁ ଯେତେ ଶ୍ରେଷ୍ଠ ତୁଳସୀ ଗଛ ଅଟେ ସେତେ ଏହି ଘାସ ମଧ୍ୟ ଅଟେ । ବନ୍ଧୁଗଣ ଏହିଭଳି କରିଲେ ଆପଣଙ୍କ ଘରେ ଧନ ର ଅଭାବ ରହିବ ନାହିଁ । ଏହା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଶ୍ଚିତ ଆଗମନ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *