ବନ୍ଧୁଗଣ, ଶାସ୍ତ୍ର ଅନୁଯାୟୀ ଶୋଇବା ସମୟରେ କରନ୍ତୁ ନାହିଁ ଏହି ୪ ଟି ଭୁଲ ନଚେତ ଦରିଦ୍ରତା ଆପଣଙ୍କ ପିଛା କେବେ ମଧ୍ୟ ଛାଡିବ ନାହିଁ । କେତେକ ସମୟରେ ମନୁଷ୍ୟ ଏଭଳି ଅନେକ ଭୁଲ କରିଥାଏ, ଯାହାଦ୍ୱାରା ଆଗକୁ ଯାଇ ସେମାନଙ୍କୁ ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଶାସ୍ତ୍ର ଅନୁଯାୟୀ ସମସ୍ତ କାର୍ଯ୍ୟ କୁ କରିବାକୁ ଏକ ସଠିକ ଉପାୟ ରହିଅଛି । ରାତିରେ ଶୋଇବା ସମୟରେ କିଛି ଲୋକେ ଏଭଳି ଭୁଲ କରିଥାନ୍ତି ଯାହା ତାଙ୍କୁ କରିବା ଅନୁଚିତ ।
ଆଜି ଆମ୍ଭେ ଆପଣଙ୍କୁ ସେହି ଭୁଲ ସମ୍ବନ୍ଧୀୟ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଯାହାକୁ ରାତିରେ ଶୋଇବା ସମୟରେ କରିବା ଦ୍ଵାରା ଧନର ହାନି ହୋଇଥାଏ । ଏବଂ ଆପଣଙ୍କୁ ଦରିଦ୍ରତାର ସାମ୍ନା କହିବାକୁ ହୋଇଥାଏ । ୧- ରାତିରେ ଶୋଇବା ସମୟରେ ବ୍ୟକ୍ତି ବିଶେଷ କୁ ନିଜ ମୁଣ୍ଡ ପାଖରେ ମନିପ୍ରସ ରଖି ଶୋଇବା କଥା ନୁହେଁ । ଯଦି ଏଭଳି କରନ୍ତି ତେବେ ଘରର ଖର୍ଚ୍ଚ ବଢିଥାଏ ।
୨- ବାସ୍ତୁ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ଙ୍କୁ ଶୋଇବା ସମୟରେ କେବେ ମଧ୍ୟ ଜୋତା ଅଥବା ଚପଲ ନିଜ ମୁଣ୍ଡ ଉପରେ ରଖି ଶୋଇବା କଥା ନୁହେଁ । ଏହା ବହୁତ ବଡ ଭୁଲ ଅଟେ । ଏହି କାରଣରୁ ଘରେ ସମାସ୍ୟା ଆସିବା ଆରମ୍ଭ ହୋଇଥାଏ । ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଛାଡି ଚାଲିଯାଇଥାନ୍ତି ।
୩- ବ୍ୟକ୍ତି କୁ ରାତିରେ ଶୋଇବା ସମୟରେ କେବେ ମଧ୍ୟ ସୁନା ଅଥବା ଚାନ୍ଦି ର ଜିନିଷ କୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା କଥା ନୁହେଁ । ଏପରି କରିବା ଦ୍ଵାରା ସୌଭାଗ୍ୟ ମଧ୍ୟ ଦୁର୍ଭାଗ୍ୟ ରେ ପରିଣତ ହୋଇଥାଏ ।
୪- ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଅଛି ଯେ, ବ୍ୟକ୍ତି କୁ ନିଜ ମୁଣ୍ଡ ପାଖରେ କୌଣସି ଧାତୁ ରେ ତିଆରି ଚାବି ରଖି ଶୋଇବା କଥା ନୁହେଁ । ଲୁହା ବ୍ୟତୀତ ଯଦି ଅନ୍ୟ କୌଣସି ଧାତୁ ନିର୍ମିତ ଚାବି କୁ ଯଦି ମୁଣ୍ଡ ପାଖରେ ରଖି ଶୁଅନ୍ତି ତେବେ ଏହା ଆପଣଙ୍କ ଜୀବନରେ ଅଭାବ ଆଣିଦେଇଥାଏ । ଏଣୁ ଆପଣ ମାନେ ଅନ୍ୟ କୌଣସି ଧାତୁ ରେ ନିର୍ମିତ ଚାବି ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ । ଆପଣ ମାନେ ନିଜ ମୁଣ୍ଡ ପାଖରେ କେବେ ମଧ୍ୟ ଏହି ୪ ଗୋଟି ଜିନିଷ ରଖି ଶୁଅନ୍ତୁ ନାହିଁ । କାରଣ ଆମ ବାସ୍ତୁ ଶାସ୍ତ୍ର ତଥା ପୁରାଣ ମାନଙ୍କରେ ଏଭଳି ଅନେକ ନିୟମ ସମ୍ବନ୍ଧରେ କୁହା ଯାଇଅଛି ।
ଯେଉଁମାନେ ଏହାକୁ ଉତ୍ତମ ରୂପେ ଗ୍ରହଣ କରୁଛନ୍ତି ସେମାନେ ନିଜ ଜୀବନରେ ବହୁତ ଉନ୍ନତି କରୁଛନ୍ତି । ମାତ୍ର ଯେଉଁ ମାନେ ଏହିସବୁ କ୍ଷେତ୍ରରେ ନିଜ ଇଛା ଅନୁଯାୟୀ କାର୍ଯ୍ୟ କରୁଛନ୍ତି ସେମାନେ ନାନା ପ୍ରକାରର ପରିସ୍ଥିତି ର ସମୁଖୀନ ହେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ