ତୁଳା ରାଶିର ଝିଅମାନଙ୍କ ରାଜ ଜାଣନ୍ତୁ, ହୋଇଥାନ୍ତି ଏମିତି

ସବୁ ବ୍ୟକ୍ତି ନିଜର ସ୍ଵଭାବରୁ ଜଣା ଯାଆନ୍ତି । କେତେକ ଲୋକମାନେ ତ ନିଜର ଜ୍ଞାନ ଦ୍ଵାରା କୌଣସି ବି ବ୍ୟକ୍ତିକୁ ଇମ୍ପ୍ରେସ କରି ଦେଇ ଥାନ୍ତି । କିନ୍ତୁ ଅନ୍ୟ କିଛି ଲୋକମାନେ ଏମିତି ଅଛନ୍ତି ନିଜର କେବଳ ହସ ଦ୍ଵାରା ହିଁ କିଛି ସମୟ ମଧ୍ୟରେ କୌଣସି ବି ଲୋକର ମନ ମୋହୀ ନିଅନ୍ତି । ଏହିଭଳି କିଛି ତାଙ୍କର ରାଶି ଉପରେ ପଡୁଥିବା ପ୍ରଭାବ କାରଣରୁ ବି ହୋଇଥାଏ । ତେବେ ଆସନ୍ତୁ ଆଜି ମୁଁ ଆପଣଙ୍କୁ ତୁଳା ରାଶିର ସ୍ଵଭାବ ସହ ଜଡିତ କିଛି ଖା କଥା ବିଷୟରେ କହି ଦେଉଛୁ ।

ଅନ୍ୟ ଲୋକଙ୍କର ଭଲ ଚିନ୍ତା କରିବା, ହୃଦୟର କୋମଳ ହେବା ଦ୍ଵାରା ତୁଳା ରାଶିର ଝିଅମାନେ କାହା ସହିତ ଅନ୍ୟାୟ ହେଉଥିବାର ଦେଖି ପାରନ୍ତି ନାହିଁ ।ଏମାନେ ସମସ୍ତଙ୍କ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଏହା ସହିତ ଏମାନଙ୍କ ଉପରେ କିଏ ଯଦି ରାଗିଯାଏ ତେବେ ଏମାନେ ତାକୁ ବି ନିଜର ଭଲ କଥା ଦ୍ଵାରା ବୁଝାଇ ସେହି ଲୋକକୁ ବି ନିଜର ବନ୍ଧୁ କରିବାରେ ମାହିର ହୋଇଥାନ୍ତି । ଆସନ୍ତୁ ଜାଣିବା ତୁଳା ରାଶିର ଝିଅ ମାନଙ୍କ ସ୍ଵଭାବ ସହ ଜଡିତ କିଛି ଖାସ କଥା ।

 

1. ଏହି ଲୋକମାନଙ୍କୁ ବୀନା କାରଣରେ କାହା ସହିତ ଝଗଡା କରିବାକୁ ଇଚ୍ଛା କରନ୍ତି ନାହିଁ । କିନ୍ତୁ କେତେବେଳେ ବି ଯଦି କାହା ସହ ଝଗଡା ହୋଇ ବି ଯାଏ ତେବେ ଏମାନେ ନିଜର ଜ୍ଞାନ ଓ ବୁଦ୍ଧି ବଳରେ ସ୍ଥିତିକୁ ସମ୍ଭାଳି ନିଅନ୍ତି ।

2. ତୁଳା ରାଶିର ଝିଅମାନେ ଦେଖିବାରେ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏହା ସହିତ ସେମାନେ କିଛି ସମୟ ମଧ୍ୟରେ ହିଁ କାହାକୁ ବି ନିଜର ଦିବାନା କରି ଦିଅନ୍ତି । କିନ୍ତୁ ଏମାନଙ୍କୁ ନିଜର ସୁନ୍ଦରତାକୁ ନେଇ ମନରେ ଅଳ୍ପ ଗର୍ବ ବି ଥାଏ ।

 

3. ଏମାନେ ଫ୍ୟାସନ ସହ ଓ ସଜବାଜ ହୋଇ ରହିବାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ଏମାନେ ଦାମୀ କପଡା, ଜୋତା, ମେକଅପ ଉପରେ ଟଙ୍କା ଖର୍ଚ କରିବାକୁ ବିଲକୁଲ ବି ଚିନ୍ତା କରନ୍ତି ନାହିଁ । ଏଥିପାଇଁ ଆମେ ଏମାନଙ୍କୁ ବହୁତ ଖର୍ଚି ଲୋକ ବି କହି ପାରିବା ।

4. ଏହି ରାଶିର ଝିଅମାନେ ଭଲ ପାଇବାକୁ ବହୁତ ଗୁରୁତ୍ୟ ଦେଇଥାନ୍ତି । ଏମାନେ ନିଜର ପାର୍ଟନର ସହ ପୁରା ବିଶ୍ଵାସୀ ରହିଥାନ୍ତି । ଏମାନେ କଷ୍ଟ ସମୟରେ ବି ପାର୍ଟନରର ସାଥ ଦେଇଥାନ୍ତି । ଅର୍ଥାତ ସମସ୍ତ ପରିସ୍ଥିତିରେ ଏମାନେ ନିଜ ପାର୍ଟନର ସହ ଛିଡା ରୁହନ୍ତି । ଏହିଭଳି ଭାବରେ ଏମାନଙ୍କ ବୈବାହିକ ଜୀବନ ବହୁତ ଖୁସିରେ କଟିଥାଏ ।

5. ସ୍ଵଭାବରେ କ୍ୟାୟରିଙ୍ଗ ଓ ଶାନ୍ତ ହୋଇଥିବାରୁ ଏମାନେ ଘର ପରିବାରର ସବୁ ଛୋଟ ବଡ ଖୁସିର ବହୁତ ଭଲ ଭାବରେ ଧ୍ୟାନ ରଖିଥାନ୍ତି । ନିଜର ପାର୍ଟନର ଖୁସି ପାଇଁ ଏମାନେ କିଛି ବି କରିବା ପାଇଁ ସର୍ବଦା ତତ୍ପରତା ରହିଥାନ୍ତି । ଏମିତିରେ ଏହି ଝିମାନେ ନିଜର ଜୀବନସାଥିଙ୍କ ବହୁତ ପ୍ରିୟ ହୋଇ ରହିଥାନ୍ତି ।

6. ଏହି ରାଶିର ବ୍ୟକ୍ତିମାନଙ୍କୁ ସମସ୍ତଙ୍କ ସହ ତାଳମେଳ ରଖି ପାରନ୍ତି । ଏମାନେ ନିଜର ଘର ପରିବାରକୁ ବି ଭଲ ଭାବରେ ସମ୍ଭାଳି ଥାନ୍ତି । ଏହା ଛଡା ଏମାନେ ଏହିଭଳି ଜଣେ ଜୀବନସାଥି ଚାହାନ୍ତି ଯିଏ ଏମାନଙ୍କ ପ୍ରତି ପୁରା ସମର୍ପିତ ଥିବ ।

7. ଏହି ରାଶିର ଝିଅ ମାନଙ୍କ ବହୁତ ଚତୁର ହୋଇଥାନ୍ତି । ସେଥିପାଇଁ ଏମାନେ ସମସ୍ତ କାମକୁ ବହୁତ ଜଲ୍ଦି ସାରି ଦିଅନ୍ତି । ବିଚାରରେ ଧନୀ ହୋଇଥିବାରୁ ଓ ବହୁତ ଶାନ୍ତ ସ୍ଵଭାବର ହୋଇଥିବାରୁ ଏହି ଝିଅମାନେ ସବୁ କଥାର ଗଭୀରତାକୁ ବୁଝି ଓ ଚିନ୍ତା କରି ସଠିକ ନିଷ୍ପତି ନେଇଥାନ୍ତି ।

8. ଏହି ରାଶିର ଝିଅମାନେ ସବୁବେଳେ କିଛି ନା କିଛି ନୂଆ ନୂଆ ଖାଦ୍ୟ କରି ନିଜର ଜୀବନସାଥିଙ୍କୁ ଦେଇଥାନ୍ତି ।

9. ତୁଳା ରାଶିର ଝିଅମାନେ ଅତ୍ୟଧିକ ଯତ୍ନବାନ ଓ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଏମାନେ କେବଳ ନିଜର ଜୀବନସାଥିକୁ ନୁହେଁ ବରଂ ନିଜର ଶାଶୁଘର ଲୋକଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି ଓ ତାଙ୍କର ଯତ୍ନ ମଧ୍ୟ ନିଅନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *