ବନ୍ଧୁଗଣ, ନବରାତ୍ରି ର ପାବନ ଦିନରେ ସମସ୍ତେ ମାତାରାଣୀ ଙ୍କ ଭକ୍ତି ରେ ଡୁବି ରହିଥାନ୍ତି । ନବରାତ୍ରି ରେ ମାତା ଙ୍କ ଆରାଧନା କରି ସମସ୍ତ ପ୍ରକାରର ସମସ୍ୟା ରୁ ଆରାମ ମିଳିପାରିବ । ନବରାତ୍ରି ରେ ମାତାରାଣୀ ଙ୍କୁ ଯଦି ଆପଣ ପ୍ରସନ୍ନ କରି ନିଅନ୍ତି ତେବେ ସ୍ଥାୟୀ ରୂପରେ ମାତାରାଣୀ ଙ୍କ ବାସ ହେବା ସହିତ ଅନ୍ୟ ଦେବୀ ଦେବତା ମଧ୍ୟ ନିବାସ କରିବେ । ଏହା ସହିତ ନିଜର କୃପା ବର୍ଷାଇଥାନ୍ତି ।
ଏହା ଦ୍ଵାରା ଆପଣଙ୍କ ସମସ୍ତ ବାଧାରୁ ଛୁଟକାରା ମିଳିଥାଏ । ଆପଣଙ୍କ ଆଖପାଖ ରେ ମଧ୍ୟ ସମସ୍ୟା ଦେଖାଯାଇନଥାଏ । ଆଜିଭଳି ଦିନରେ ସମସ୍ତେ ଏହି ମହଙ୍ଗା ଦିନରେ ଧନ ସମ୍ବନ୍ଧିତ ସମସ୍ୟା କୁ ନେଇ ବହୁତ ଚିନ୍ତିତ ରହୁଛନ୍ତି । ଏହି ଚିନ୍ତା ଆପଣ ମାନଙ୍କୁ ମାନସିକ ରୋଗ ଆଡକୁ ନେଇଯାଇଥାଏ । ଘରର ଖର୍ଚ୍ଚ ଏବଂ ଘରର ଆବଶ୍ୟକତା ପୂରଣ କରୁ କରୁ ହିଁ ସବୁ ପଇସା ସମାପ୍ତ ହୋଇଯାଇଥାଏ ।
ଏହି ଭଳି ପରିସ୍ଥିତି ରେ ଆୟ କୁ ବଞ୍ଚାଇ ରଖିବାର ପ୍ରଶ୍ନ ଉଠୁନାହିଁ । ଏହା ସମସ୍ତେ ଜାଣିଛନ୍ତି ଯେ ଚିନ୍ତା ଚିତା ସମାନ ର ଅଟେ । ଶରୀରରେ ଶହେ ବିମାରୀ ଲାଗିବାର ଗୋଟିଏ କାରଣ ରହିଥାଏ । ତାହା ପରିବାର ସମ୍ବନ୍ଧିତ ହେଉ, କ୍ୟାରିୟର ସମ୍ବନ୍ଧିତ ହେଉ ଅଥବା ବ୍ୟାପାର କୁ ନେଇ ହେଉ, ପିଲା ମାନଙ୍କ ପାଠ ପଢା କୁ ନେଇ ହେଉ । ଚିନ୍ତା ବିମାରୀ ପାଇଁ ନିମନ୍ତ୍ରଣ ର କାର୍ଯ୍ୟ କରିଥାଏ ।
ଯଦି ଆପଣ ନିଜ ଜୀବନରେ ଧନର ସମସ୍ୟା ରୁ ଚିନ୍ତିତ ଅଛନ୍ତି, ଆପଣ ଯଦି ଏହି ସମସ୍ୟା କୁ ଦୂର କରିବାକୁ ଯାଉଅଛନ୍ତି ତେବେ ଆପଣ ଏହା ନିଶ୍ଚିତ ଜାଣି ରଖନ୍ତୁ । ଆପଣଙ୍କୁ ଏହି ନବରାତ୍ରି ଅବସରରେ ଦେବୀ ମା ଙ୍କୁ ଖୁସି କରିବାକୁ ହେବ । ଏହାପରେ ଆପଣ ଦେଖନ୍ତୁ ମାତାରାଣୀ ଙ୍କ ଚମତ୍କାର । ସମସ୍ତେ ଜାଣିଛନ୍ତି ଯେ ଦେବୀ ମା ଯାହା ଉପରେ ପ୍ରସନ୍ନ ହୋଇଯାନ୍ତି ତାଙ୍କର କୌଣସି ସମସ୍ୟା ରୁହେ ନାହିଁ । ଆସନ୍ତୁ ଜାଣିବା ନବରାତ୍ରି ରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସ୍ଵଛ ମନରେ ପୂଜାର୍ଚ୍ଚନା କରିଲେ ମାତାରାଣୀ ସନ୍ତୁଷ୍ଟ ହୋଇଯାଇଥାନ୍ତି ।
ନବରାତ୍ରି ରେ ମାତା ଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ୭ ଟି ଗୁଜୁରାତି ଏବଂ ମିଶ୍ରି ର ଭୋଗ ଲଗାଇ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ର ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା କ୍ଷୟ କରିବେ । ଏହା ଅତ୍ୟନ୍ତ ସହଜ ଉପାୟ ହେବା ସହିତ ସେତେ କାର୍ଯ୍ୟକାରୀ ମଧ୍ୟ ଅଟେ । ଏହି ଉପାୟ ଆପଣ ଏହି ଶୁଭ ଅବସରରେ ନିଶ୍ଚିତ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କୁ ନିଶ୍ଚିତ ଲାଭ ମିଳିବ । ଆଉ ଏକ ଉପାୟ ହେଉଛି,- ଏହି ଶୁଭ ଅବସରରେ ଆପ ଏକ ମାଟି ଦୀପରେ ସୋରିଷ ତେଲ ପକାଇ ଜଳାନ୍ତୁ ।
ଏହାପରେ ଏହାକୁ ଆଉ ଏକ ମାଟି ପାତ୍ରରେ ଢାଙ୍କି କୌଣସି ନଦୀ କୂଳରେ ରଖି ଆସନ୍ତୁ । ଆପଣ ଦେଖିବେ ଆପଣଙ୍କ ସମସ୍ତ ପ୍ରକାରର ସମସ୍ୟା ଦୂର ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।