Jyotish Shastra- ଏହି 3 ଟି ନାମର ଝିଅଙ୍କୁ ମିଳିଥାଏ ସବୁଠୁ ହ୍ୟାଣ୍ଡସମ ସ୍ବାମୀ

ମଣିଷ ଜୀବନରେ ସବୁ ପ୍ରକାରର ପରିବର୍ତ୍ତନ ହୋଇଥାଏ। ତେବେ ବିବାହ ଅନ୍ୟତମ । ବିବାହ ଏକ ଏପରି ଏକ ପବିତ୍ର ବନ୍ଧନ ଯାହା ଦୁଇ ଟି ମଣିଷ ଓ ପରିବାରକୁ ଏକତ୍ର କରିଥାଏ । ବିବାହ ଦିନ ସବୁ ଦେବା ଦେବୀ ଆସିଥାନ୍ତି ଓ ବର କନ୍ୟା ଙ୍କୁ ଆର୍ଶୀବାଦ ଦେଇଥାନ୍ତି ।

ବିବାହ କୁ ନେଇ ସବୁ ମଣିଷଙ୍କର ସେମାନଙ୍କ ଜୀବନସାଥୀ କୁ କିଛି ନା କିଛି ଆଶା ରହିଥାଏ । ତେବେ ଏକ ଝିଅର ଯେତେବେଳେ ବିବାହ କଥା ପଡେ ତେବେ ସେ ବହୁତ କିଛି ସ୍ୱପ୍ନ ଆଶା ଦେଖିଥାଏ ଓ କରିଥାଏ। ସାଧାରଣତଃ ସବୁ ଝିଅଙ୍କ ର ଆଶା ଏହା ଥାଏ କି ତାଙ୍କୁ ଏକ ସୁନ୍ଦର ପତି ମିଳୁ। ଯିଏ ସେମାନଙ୍କ ଯତ୍ନ ନେବ, ଯିଏ ତାଙ୍କୁ ପ୍ରେମ ଦେବ, ଯିଏ ତାଙ୍କ ଦରକାରୀ କଥା ବୁଝିବ, ଯିଏ ସେମାନଙ୍କ କଥା ଶୁଣିବ, କାରଣ ସେମାନେ ଯେହେତୁ ନିଜ ଘର ନିଜ ବାପା ମା ଙ୍କୁ ଛାଡି ଅନ୍ୟ ଏକ ଘରକୁ ଯାଆନ୍ତି ସେଇଠି ତାଙ୍କ ପାଇଁ ତାଙ୍କ ସ୍ୱାମୀ ହିଁ ସବୁ କିଛି ରହିଥାଏ ।

ତେବେ ସବୁ ଝିଅଙ୍କ ଭାଗ୍ୟ ସମାନ ନ ଥାଏ । କିଛି ଝିଅଙ୍କୁ ତାଙ୍କ ମନ ଚାହୁଁଥିବା ସ୍ୱାମୀ ମିଳେ ତ ଅନ୍ୟପଟେ କେତେ ଝିଅଙ୍କୁ ଖରାପ ସ୍ୱାମୀ ମିଳି ଥାଏ । ତେବେ ଏହା ଭାଗ୍ୟ ଓ ରାଶି ଉପରେ ନିର୍ଭର କରିଥାଏ । ରାଶି ଗୁଡିକ ଅପେକ୍ଷା କେତେକ ଝିଅ ଙ୍କ ନାମ ଉପରେ ମଧ୍ୟ ନିର୍ଭର କରେ । ତେବେ ଏପରି ତିନୋଟି ଅକ୍ଷର ଝିଅ ମାନେ ସବୁଠୁ ବେଶି ଭାଗ୍ୟବତୀ ଅଟନ୍ତି । ଏମାନଙ୍କୁ ବହୁତ ସୁନ୍ଦର ଓ ଯତ୍ନବାନ ସ୍ୱାମୀ ମିଳିଥାଏ ।

ତେବେ ଜାଣନ୍ତୁ ଏହି ତିନୋଟି ଅକ୍ଷର ଗୁଡିକ ହେଲା P, M, S । ପ୍ରଥମେ ଜାଣନ୍ତୁ “P”  ଅକ୍ଷର ଝିଅ ମାନଙ୍କ ସ୍ୱାମୀ ଙ୍କ ସମ୍ଭନ୍ଧ ରେ ଏମାନଙ୍କୁ ସୁନ୍ଦର ସ୍ୱାମୀ  ମିଳିଥାଏ। ଏମାନଙ୍କ ର ଯତ୍ନ ନେଇଥାଏ । ଏମାନଙ୍କ ସବୁ କଥା ଶୁଣିଥାଏ । ଏମାନଙ୍କୁ କୌଣସି କଥା ରେ କେବେବି ଦୁଃଖ ବା କଷ୍ଟ ଦିଏ ନାହିଁ । ଏମାନଙ୍କ ର ବହୁତ ଭଲ ଭାବେ ଯତ୍ନ ନେଇଥାଏ । ଏମାନଙ୍କ ସବୁ ଦରକାରୀ ଜିନିଷ ର ଯତ୍ନ ମଧ୍ୟ ନିଏ ।

ଅର୍ଥାତ ଏମାନଙ୍କୁ ସୁନ୍ଦର ଓ ଯତ୍ନବାନ ସ୍ୱାମୀ ମିଳି ଥାଏ । ଏବେ ଜାଣନ୍ତୁ “M” ନାମ ର ଝିଅ ମାନଙ୍କ ସ୍ୱାମୀ ମାନଙ୍କ ବିଶୟ ରେ ଏମାନଙ୍କ ସ୍ୱାମୀ ମାନେ ସୁନ୍ଦର ଓ ବୁଦ୍ଧିମାନ ମଧ୍ୟ। ଏମାନଙ୍କ ସ୍ୱାମୀ ମାନେ ବହୁତ ଚତୁର ସ୍ଵଭାଵ ର ଥାଆନ୍ତି । ଏମାନଙ୍କ ସ୍ୱାମୀ ମାନେ ଏମାନଙ୍କ କଥା ମଧ୍ୟ ଶୁଣନ୍ତି ଓ ନିଜ ସ୍ତ୍ରୀ କୁ ଖୁସି ରଖିବାକୁ ଚେଷ୍ଟା ମଧ୍ୟ କରନ୍ତି । ପ୍ରାୟତଃ ସରକାରୀ ଚାକିରିଆ ସ୍ୱାମୀ ଏମାନଙ୍କୁ ମିଳିଥାନ୍ତି ।

ପରବର୍ତ୍ତୀ ନାମ “S” ନାମ ର ଝିଅ ମାନଙ୍କ ସ୍ୱାମୀ ଙ୍କ ସମ୍ପର୍କରେ ଜାଣନ୍ତୁ । ଏମାନଙ୍କୁ ବହୁତ ଗୁଡ଼ ଲୁକ ର ସ୍ୱାମୀ ମିଳିଥାନ୍ତି ସବୁଠୁ ବଡ଼ କଥା ହେଉଛି ଏମାନଙ୍କ ସ୍ୱାମୀ ମାନେ ଏମାନଙ୍କ ସବୁ କଥା ଶୁଣନ୍ତି ଏମାନଙ୍କ ସବୁ କଥା ବୁଝନ୍ତି । ଏମାନଙ୍କ ମନ କୁ ଏମାନଙ୍କ ସ୍ୱାମୀ ମାନେ ନ କହି ମଧ୍ୟ ବୁଝିଯାଆନ୍ତି । ଅର୍ଥାତ କହିବାକୁ ଗଲେ ଏମାନଙ୍କୁ ସୁନ୍ଦର ସ୍ୱାମୀ ସହିତ ମନର କଥା ନ କହି ମଧ୍ୟ ଜାଣିପାରୁଥିବା ଜୀବନସାଥୀ ଟି ମିଳିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *