3 ଦିନ ଲଗାତାର ଖାଲି ପେଟରେ ଗିଲୋୟ 2 ଥର ଖାଇ ନିଅନ୍ତୁ, ମୂଳରୁ ଶେଷ ହେଇଯିବ ଏହି 7 ଟି ରୋଗ, ଏତେ ଫାଇଦା କି ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Health Tips

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।

ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । କରୋନା କୁ ରୋକିବାର କେବଳ ଗୋଟିଏ ଉପାୟ ଅଛି ତାହା ହେଉଛି ନିଜ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ।

ତେବେ ଆଜି ଆମେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିବା ପାଇଁ ଏକ ପ୍ରକାର ସହଜ ଉପାୟ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ସେ କି କି ପ୍ରକାରର ଲାଭ ପ୍ରଦାନ କରି ପାରିବ । ସେହି ଵସ୍ତୁ ଟି ହେଉଛି ଗିଲହ । ଆପଣ ଗିଲହ ର ଗଛ ଲଗାଇବା ଏବଂ ତାର କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ଆପଣ ଙ୍କ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସହ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ମଧ୍ୟ ବୃଦ୍ଧି କରିଥାଏ ।

ତେବେ ଗିଲହ ର କାଢା ପ୍ରସ୍ତୁତ କରିବା ପାଇଁ ଗିଲହ ର ଜଡ କୁ ନେବେ ଏବଂ ତାର ଡାଳ କୁ ନେଇ ହେମ ଦସ୍ତା ରେ କୁଟି ଦେବେ ତାପରେ ଏକ ଗିଲାସ ପାଣିରେ ଲଗଭଗ ୨୦ ରୁ ୩୦ ଗ୍ରାମ ଏହି ଗୁଣ୍ଡ କୁ ପକାଇ ଦେବେ । ତାପରେ ତାକୁ ଫୁଟାଇବେ ବହୁତ ଭଲ ଭାବରେ ଫୁଟାଇ ତାକୁ ଛାଣି ସକାଳେ କିଛି ନ ଖାଇ ଏହି କାଢା ର ସେବନ କରିବା ଉଚିତ । ଏହାକୁ ସେବନ କରିବା ଦ୍ୱାରା ଆଜି କାଲି ବ୍ୟାପୁଥିବା କରୋନା ସଂକ୍ରମଣ ରୁ ବଞ୍ଚିବା ପାଇଁ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରାଇ ଥାଏ ।

ଆପଣ ଏହି କାଢା ଛଡା ଆପଣ କିଛି ଗିଲହ ର ଦଣ୍ଡି କୁ ନେବେ ତାକୁ ହେମଦସ୍ତା ରେ କୁଟି ଦେବେ ଏବଂ ସେଥିରେ ୫ ରୁ ୬ ଟି ଭଲ ତୁଳସୀ ପତ୍ର ପକାଇଦେବେ ଏବଂ ଅଦା ମଧ୍ୟ ନେଇ ପାରିବେ ତା ସହିତ ଛୋଟ ହଳଦୀ ଖଣ୍ଡ ମଧ୍ୟ ନେଇ ପାରିବେ ଏହା ସହିତ ଅଳ୍ପ ଗୋଲମରିଚ ପକାଇ ଭଲ ଭାବରେ ଚଟଣି କରି ସେଥିରେ ଅଳ୍ପ ମହୁ ପକାଇ ତାକୁ ଦିନକୁ ତିନିଥର ଖାଦ୍ୟ ଖାଇବା ପୂର୍ବରୁ ଚାଟି ଦେବେ ଏହି ପ୍ରକ୍ରିୟା ଦ୍ୱାରା ଆପଣ ଙ୍କ ଶରୀର ରେ ବହୁତ ଅଧିକ ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଏବଂ ଶରୀର ସୁସ୍ଥ ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *