ନମସ୍କାର ବନ୍ଧୁଗଣ । ସମସ୍ତେ ଚାହିଁଥାଆନ୍ତି ସବୁବେଳେ ନିଜର ଶରୀରକୁ ସୁସ୍ଥ ଓ ସବଳ ରଖିବା ପାଇଁ, କିନ୍ତୁ ଆଜିକାଲି ର ବ୍ୟସ୍ତ ବହୁଳ ଜୀବନ ରେ ମନୁଷ୍ୟ ନିଜ ଶରୀର ର ବିଶେଷ ଯତ୍ନ ନେଇ ନଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଉପଚାର ନେଇ ଆସିଛୁ, ଯାହାକୁ ମାତ୍ର ୩ ଦିନ ଧରି ସେବନ କରିବା ମାତ୍ରେ ହିଁ ଆପଣଙ୍କ ଶରୀରରେ ୯୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ ର ଅଭାବ ରହିବ ନାହିଁ ।
ଶରୀରରେ କ୍ୟାଲସିୟମ ର ଅଭାବ ହେଲେ ଧୀରେ ଧୀରେ ମନୁଷ୍ୟ ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ହିଁ ବାର୍ଦ୍ଧକ୍ୟତା ର ଅନୁଭବ କରିବାକୁ ଲାଗିଥାଏ । ଯେପରିକି ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଦେଖା ଦେବା, ସିଢି ଚଢିବାରେ କଷ୍ଟ ଅନୁଭବ କରିବା, ଶରୀରରେ ଦୁର୍ବଳତା ର ଅନୁଭବ, କେଶ ଜନିତ ସମସ୍ତ ସମସ୍ଯା ମାନ ମଧ୍ୟ ଦେଖା ଦେଇଥାଏ । ଯେଉଁଥି ପାଇଁ ବେଳେ ବେଳେ ମଣିଷ ଶାରିରୀକ ପୀଡା ରୁ ମାନସିକ ପୀଡା ରେ ମଧ୍ୟ ଗ୍ରସ୍ତ ହୋଇ ଯାଇଥାଏ ।
ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହା କୁ ଆପଣ କେବଳ ୩ ଦିନ କରି ଖାଇଲେ ଆପଣଙ୍କ ଶରୀରରେ ୯୦ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାର ର ସମସ୍ଯା ଦେଖିବାକୁ ପାଇବେନି । ଆସନ୍ତୁ ଜାଣିବା, ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ଯାସ ରେ ଏକ ପାତ୍ର ବସାନ୍ତୁ, ଏବ॰ ଏକ ଚାମଚ ଦେଶୀ ଗାଈ ଘିଅ ପକାନ୍ତୁ ।
ସେଥିରେ ଏକ ଚାମଚ ପୋସ୍ତକ ପକାନ୍ତୁ , ଏହା ପରେ ପୋସ୍ତକ କୁ ଅଳ୍ପ ଭାଜି ଦେଲା ପରେ ସେଥିରେଏକ ଗ୍ଲାସ ପରିମାଣ ର କ୍ଷୀର ପକାନ୍ତୁ, ଯେତିକି କି ଆପଣ ଖାଇ ପାରିବେ । ଏହା ପରେ କ୍ଷୀର ଗରମ ହୋଇଗଲେ ଆପଣ ସେଥିରେ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ପଦ୍ନ ମଞ୍ଜି ଯାହାକୁ ହିନ୍ଦୀରେ ମଖନା ଏବ॰ ଇଂରାଜୀରେ ଫକ୍ସ ନର୍ସ କୁହାଯାଇ ଥାଏ ।
ପଦ୍ମ ମଞ୍ଜି ଶରୀର ପାଇଁ ବହୁତ ପରିମାଣ ର ଲାଭ ଦାୟକ ହୋଇଥାଏ । ଏହା ଦ୍ଵାରା ଶରୀରରେ ସମସ୍ତ ଗଣ୍ଠି ଜନିତ ସମସ୍ଯା ଦୂର ହୋଇ ଯାଇଥାଏ । ଶରୀରରେ ଦୁର୍ବଳତା ର ଅନୁଭବ ହୋଇ ନଥାଏ । ଏହା ପରେ ଆପଣ ଆବଶ୍ୟକ ମୁତବକ କିଛି ପରିମାଣ ରେ ମିଶ୍ରି ମିଶାନ୍ତୁ ଯାହା ଶରୀର ପକ୍ଷେ ଅତ୍ୟନ୍ତ ହିଁ ଲାଭ ଦାୟକ ହୋଇଥାଏ ।
ଯଦି ଆପଣ ଡାଇବେଟିସ ରୋଗ ରେ ଆକ୍ରାନ୍ତ ହୋଇଥାନ୍ତି, ତେବେ ଆପଣ ଏଥିରେ ମିଶ୍ରି ନ ଦେଇ ମଧ୍ୟ ଏହାର ସେବନ କରି ପାରିବେ । ଏହାକୁ ଭଲ ଭାବରେ କିଛି ସମୟ ପାଇଁ ଫୁଟାଇ ଏହାକୁ ଗ୍ଯାସ ରୁ କାଢି ଆଣିବା ଉଚିତ୍ । ଆସନ୍ତୁ ଜାଣିବା ଏହାର ସେବନ କରିବା ପ୍ରଣାଳୀ । ଏହାକୁ ଆପଣ ରାତିରେ ଶୋଇବା ଏକ ଘଣ୍ଟା ପୂର୍ବରୁ କିମ୍ବା ସକାଳେ ଖାଲି ପେଟରେ ଏହାର ସେବନ କରିପାରିବେ ।
ପ୍ରାରମ୍ଭିକ ସମୟରେ ଆପଣ ଏହାକୁ ସପ୍ତାହ ରେ ୨ ଦିନ ଖାଇ ପାରିବେ ଏବ॰ ପରେ ଏହାକୁ ଆପଣ ପ୍ରତି ଦିନ ସେବନ କରି ପାରିବେ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ