ଆପଣଙ୍କର Thyroid ଅଛି କି ନାହିଁ ଘରେ ବସି ଏମିତି କରନ୍ତୁ ଚେକ (Health Tips)

ବନ୍ଧୁଗଣ, ଥାଇରଏଡ ଟେଷ୍ଟ ଘରେ ଆପଣ କିଭଳି କରିବେ ? ଆଜି ଏହି ବିଷୟରେ ଆମ୍ଭେ କଥା ହେବାକୁ ଜାଉଅଛୁ । ଆଜିଭଳି ଦିନରେ ବହୁତ ବ୍ୟକ୍ତି ଙ୍କୁ ଥାଇରଏଡ ଭଳି ସମସ୍ୟା ହେବାରେ ଲାଗିଛି । ବହୁତ ଲୋକଙ୍କ ମଧ୍ୟରେ ଥାଇରଏଡ ର ବିକାର ହେବାକୁ ଲାଗିଅଛି । ମାତ୍ର ଏହାର ଲକ୍ଷଣ ଜଲ୍ଦି ପ୍ରକଟ ହୋଇ ନଥାଏ, ଅଥବା ଏହାର ଲକ୍ଷଣ ମାନଙ୍କୁ ସାମାନ୍ୟ ମାନି ନଜର ଅନ୍ଦାଜ କରି ନିଅନ୍ତି ।

ହାଇପୋଥାଇରଏଡ ଏଭଳି ମେଡିକାଲ କଣ୍ଡିସନ ଅଟେ ଯାହା କି ଥାଇରଏଡ ଗ୍ରନ୍ଥି ରେ ଥାଇରଏଡ ହରମୋନ କମ ମାତ୍ରାରେ ବନିବାକୁ ଲାଗିଥାଏ । ଏଥିରେ କରୋଡ ଲୋକ ହାଇପୋଥାଇରଏଡ ରେ ଗ୍ରସ୍ତ ଅଛନ୍ତି । ଏହା ଆମ୍ଭ ଶରୀରରେ ସଠିକ ଭାବରେ କାମ କରିବା ପାଇଁ ନିଶ୍ଚିତ ମାତ୍ରାରେ ଥାଇରଏଡ ଗ୍ରନ୍ଥି ର ଆବଶ୍ୟକତା ରହିଥାଏ । ଏହାର ଲକ୍ଷଣ କ’ଣ କ’ଣ ଅଟେ ଆସନ୍ତୁ ଜାଣିନେବା ।

ସାଧାରଣତ ପୁରୁଷ ଏବଂ ମହିଳା ମାନଙ୍କ ଠାରେ ଏହାର ଲକ୍ଷଣ ଅଲଗା ଅଲଗା ରହିଥାଏ, ହାଇପୋଥାଇରଏଡ ର ପ୍ରମୁଖ ଲକ୍ଷଣ ଥକାପଣ, ଥଣ୍ଡା ଲାଗିବା, ଓଜନ ବଢିବା, କବଜ, ଡିପ୍ରେସନ, ଚିନ୍ତାଧାରା ରେ ସୁସ୍ଥି ଆସିବା, ମାଂସପେଶୀ ରେ ଦରଦ ଏବଂ କମଜୋରୀ ଲାଗିବା, କେଶ ଅଥବା ନଖ ଝଡିବା ଅଥବା ଭାଙ୍ଗିଯିବା, କାମାକ୍ଷା ର ଅଭାବ, ଆଙ୍ଗୁଠି ଗୁଡିକ ଝିମ ଝିମ ହେବା, ଏବଂ ମାସିକଚକ୍ର ରେ ଅନିୟମତା ଦେଖାଯିବା, ବହୁତ ସ୍ୱଳ୍ପ ଭବାରେ ହୃଦୟ ଆଘାତ ଅଥବା କୋମା ମଧ୍ୟ ହୋଇପାରେ । ଏହାକୁ ଜାଣିବା ସବୁଠାରୁ ପ୍ରମୁଖ ଉପାୟ ହେଉଛି ର-କ୍ତ ପରୀକ୍ଷା ।

ଏଥିରେ ଥାଇରଏଡ ହରମୋନ ର ଲେବଲ ଜଣାପଡିଥାଏ । ସାଧାରଣ ଥର୍ମୋମିଟର ଦ୍ଵାରା ଆପଣ ନିଜ ଶରୀରରେ ଥାଇରଏଡ ସମ୍ବନ୍ଧିତ ଗଡବଡ ର ଅନୁସନ୍ଧାନ କରି ପାରିବେ । ତେବେ ଆସନ୍ତୁ ଥାଇରଏଡ ଟେଷ୍ଟ କରିବାର ଉପାୟ ଜାଣିବା । ଏହାକୁ କରିବା ନିମନ୍ତେ ସର୍ବ ପ୍ରଥମେ ଆପଣ ଥର୍ମାମିଟର କୁ ଛିଞ୍ଚାଡି ପାରା 35 C ଅଥବା 95 F ର ତଳକୁ ଖସାଇ ରାତିରେ ଶୋଇବା ପୂର୍ବରୁ ରଖି ନିଅନ୍ତୁ ।

ଏହାପରେ ସକାଳେ ଉଠିବା ମାତ୍ରେ ସର୍ବ ପ୍ରଥମେ ବିଛଣାରୁ ନ ଉଠି ନିଜର ଉପରି କପଡା ଉଠାଇ ଥର୍ମୋମିଟର କୁ ନିଜ କାଖ ରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ଲାଗି ରହିବାକୁ ଦିଅନ୍ତୁ । ଏହାପରେ ଏହାର ରିଡିଂ ନିଅନ୍ତୁ ଯଦି ଟେମ୍ପରେଚର 5 C ଅଥବା 97.7 F ଠାରୁ କମ ଅଛି ତେବେ ଥାଇରଏଡ ସାମାନ୍ୟ ଠାରୁ ଧୀରେ କାମ କରୁଅଛି । ଏହିସମୟରେ ଡିପ୍ରେସନ, ଥକାପଣ, ଇନଫେକସନ, ଲମ୍ବା ଅବଧିରେ ମୁଣ୍ଡ ବିନ୍ଧା, ଧ୍ୟାନ ଭଟକିବା, ମେମୋରୀ ଲସ ଏବଂ କେଶ ଝଡିବାର ଅଭାବ ଦେଖା ଯାଇଥାଏ ।

ଯଦି ଟେମ୍ପରେଚର 8 C ଅଥବା 98.2 F ରୁ ଅଧିକ ହୋଇଥାଏ ତେବେ ଥାଇରଏଡ ଦୃତ ଗତିରେ କାମ କରିଥାଏ, ଅଥବା ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ଇନଫେକସନ ରହିଅଛି ତେବେ ଆପଣ ଏହି ଟେଷ୍ଟ କୁ ୪ ରୁ ୫ ଦିନ ଲଗାତାର କରି ସୁନିଶ୍ଚିତ ହୁଅନ୍ତୁ ଏବଂ ବେଳ ଥାଉ ଥାଊ ସାବଧାନ ରୁହନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *