ବନ୍ଧୁଗଣ, ସାଧାରଣତ ଶୁଖିଲା କାଶ ହୋଇଥାଉ ଅଥବା କଫ ବାଲା କାଶ ହୋଇଥାଉ, ଯଦି ଆପଣଙ୍କ କାଶ ବନ୍ଧ ହେଉ ନାହିଁ ଏବଂ ଏଭଳି ଲାଗୁଛି ଯେମିତି ଆପଣଙ୍କ ଗଳା କାଶି କାଶି ଛେଲି ହୋଇ ଗଲାଣି । ଅଥବା ଗଳା ଫୁଲି ଗଲାଣି, ଯଦି ଆପଣ ଥକି ଗଲେଣି ଅଥବା ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଗଳା ଭଲ ହୋଇ ପାରୁନାହିଁ । ତେବେ ପ୍ରଥମ ଉପଚାର ଟି ନିହାତି ଭାବରେ ଟ୍ରାଏ କରନ୍ତୁ । ଦ୍ଵିତୀୟରେ ଯଦି ଆପଣଙ୍କୁ କଫବାଲା କାଶ ହେଉଅଛି ଏବଂ ଛାତି ଜାକି ଧରିଛି । ଏବଂ ଛାତିରେ କଫ ଭାରି ରହିଛି ।
ନାକ ବୋହୁଛି, କାଶ କାରଣରୁ ଯଦି ଆପଣଙ୍କ ର ଗଳା ବସି ଗଲାଣି ଅଥବା କାଶି କାଶି ଜ୍ଵର ଆସି ଯାଉଅଛି ତେବେ ଦ୍ଵିତୀୟ ଉପଚାର ଟି ନିହାତି ଭାବରେ ଟ୍ରାଏ କରନ୍ତୁ । ଏହି ଉପଚାର ର ପ୍ରଥମ ପ୍ରୟୋଗ ଦ୍ଵାରା ଆପଣଙ୍କୁ ଫରକ ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଘରୋଇ ଉପଚାର ଟି ଆପଣ ମାନେ କିଭଳି ବନାଇବେ ?
ଯଦି ଆପଣଙ୍କୁ ଶୁଖିଲା କାଶ ହେଉଅଛି ତେବେ ଆପଣ ଚିମୁଟାଏ ହଳଦୀଗୁଣ୍ଡା ନିଅନ୍ତୁ । ଏହାକୁ ଆପଣ ନିଜ କଳରେ ଜାକି ଧରନ୍ତୁ । ଏହାକୁ ଧୀରେ ଧୀରେ ଚୁସନ୍ତୁ । ଯେତେ ସମୟ ପର୍ଯ୍ୟନ୍ତ ଆପଣ ପାରିବେ ସେତେ ପର୍ଯ୍ୟନ୍ତ ଆପଣ ଏହାକୁ କଳରେ ରଖି ଚୁସନ୍ତୁ । ଧୀରେ ଧୀରେ ଏହାକୁ ଚୁସନ୍ତୁ । ଏହାର ଲାଳ ଯେତେବେଳେ ଧୀରେ ଧୀରେ ଆପଣଙ୍କ ଗଳାକୁ ଯିବ ତାହା ଆପଣଙ୍କ ଗଳାକୁ ଧୀରେ ଧୀରେ ଠିକ କରିବାରେ ଲାଗିବ ।
ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲସ ପ୍ରୋପୋଟିସ ମିଳିଥାଏ ଯାହା ଗଳାକୁ ଠିକ କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଏହାର ପ୍ରୟୋଗ ରେ ଶୀଘ୍ର ଆପଣଙ୍କ ଗଳା ଖୋଲିଯିବ ଏବଂ ଆପଣଙ୍କ ଗଳାକୁ ଆରାମ ମିଳିବ । ଆପଣଙ୍କ କାଶ ବନ୍ଧ ହେବା ପର୍ଯ୍ୟନ୍ତ ଆପଣ ଏହାକୁ ଟ୍ରାଏ କରି ଚାଲନ୍ତୁ । ଆପଣ ଦିନକୁ ୪ ରୁ ୫ ଥର ଏହି ଉପାୟ କୁ ଟ୍ରାଏ କରି ପାରିବେ ।
ଏହାପରେ କଫବାଲା କାଶ ପାଇଁ ଆପଣଙ୍କୁ ଏକ ଚାମଚ ଅଦା ରସ ର ଆବଶ୍ୟକ ହେବ ଏହାପରେ ଆପଣ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ, ଏହାପରେ ଉଭୟ ଙ୍କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଏହାକୁ ସେବନ କରନ୍ତୁ । ଆପଣ ଯେମିତି ଏହାକୁ ସେବନ କରିବାକୁ ଲାଗିବେ ନିଜେ ଅନୁଭବ କରିବେ ଯେ ଆପଣଙ୍କୁ ଗଳାକୁ କିଭଳି ଭାବରେ ଆରାମ ମିଳିବ । ଆପଣଙ୍କ ଛାତିରେ ଯେଉଁ କଫ ଲାଗି ରହିଅଛି ତାହା ତରଳି ପେଟ କୁ ଚାଲିଯିବ ।
ତାହା ସକାଳେ ମଳ ଦ୍ଵାରା ବାହାରକୁ ବାହାରିଯିବ । ଏହା ସହିତ ଆପଣଙ୍କୁ ଆରାମ ମିଳିବାକୁ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ