Jyotish Shastra- ଦରିଦ୍ରତାର ହେଲା ଅନ୍ତ, ଏବେ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା କରିବେ ଶନିଦେବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଯେତେବେଳେ ଭଗବାନ ଶନିଦେବ ଯେଉଁ ରାଶି ଉପରେ ପ୍ରସନ୍ନ ହୋଇଥାନ୍ତି ସେହି ରାଶିକୁ ତାଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ସେମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ।

ହିନ୍ଦୁ ଶାସ୍ତ୍ର ରେ ଏପରି କିଛି ରୋଚକ ତଥ୍ୟ ଉଲ୍ଲେଖନୀୟ ରହିଛି ଯାହା ସତ୍ୟ ପ୍ରମାଣିତ ହୋଇଛି । ବନ୍ଧୁଗଣ କୌଣସି ବ୍ୟକ୍ତି ର ରାଶି ହିଁ ତାର ଜୀବନ ରେ ପ୍ରଭାବ ପକାଇଥାଏ ।

ମନୁଷ୍ୟ ଜନ୍ମ ହେବାର ମାସ, ତିଥି ଏବଂ ସମୟ ଅନୁସାରେ ହିଁ ସେହି ମନୁଷ୍ୟ ର ରାଶି ନିର୍ଧାରଣ କରାଯାଇଥାଏ । ମନୁଷ୍ୟ ନିଜ ରାଶି ମାଧ୍ୟମରେ ହିଁ ନିଜର ଅତୀତ ଏବଂ ଭବିଷ୍ୟତ ସମ୍ବନ୍ଧରେ ଥିବା ତଥ୍ୟ ଜାଣିପାରିଥାଏ । ତେବେ ବନ୍ଧୁଗଣ ରାଶିଚକ୍ର ରେ ଏଭଳି କିଛି ରାଶି ରହିଛନ୍ତି ଯେଉଁ ମାନଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି ଏବଂ ସେମାନଙ୍କ ଜୀବନ ଭବିଷ୍ୟତରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେବାକୁ ଯାଉଛି । ଆସନ୍ତା ୩୩ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଙ୍କ ଉପରେ ଭଗବାନ ଶନିଦେବ ନିଜର କୃପାଦୃଷ୍ଟି ବଜାୟ ରଖିବେ । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ରାଶିର ସମସ୍ତ ବ୍ୟକ୍ତିଙ୍କ ସମସ୍ତ ଖରାପ ସମୟ ର ଅନ୍ତ ଘଟିଛି । ବର୍ତ୍ତମାନ ସେମାନଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି । ଏହି ରାଶି ଉପରେ ଭଗବାନ ଶନିଦେବ ବହୁତ ସନ୍ତୁଷ୍ଟ ହୋଇଛନ୍ତି । ଶନିଦେବ ଙ୍କ କୃପା ରୁ ଜୀବନ ରେ ଥିବା ସମସ୍ତ କୁପ୍ରଭାବ ର ବର୍ତ୍ତମାନ ଅନ୍ତ ଘଟିବ ଏବଂ ଏହି ରାଶି ଗୁଡିକୁ ବହୁତ ଖୁସି ଓ ଧନ ମିଳିବ । ଏହି ରାଶିର ବ୍ୟକ୍ତି ମାନେ କୌଣସି କାରଣ କୁ ନେଇ ଦ୍ଵନ୍ଦ ରେ ପଡି ପାରନ୍ତି । କିନ୍ତୁ ନିଜର ଉପଯୁକ୍ତ ବୁଦ୍ଧି ବଳ ରେ ସେ ସେଥିରୁ ମଧ୍ୟ ମୁକ୍ତ ହୋଇପାରିବେ । ବାସ୍ତବ ରେ ଏମାନଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି ।

୨. ଏହି ରାଶି ଉପରେ ବିଗତ ବହୁତ ଦିନ ହେବ ଭଗବାନ ଶନି ଦେବ ଙ୍କ ର କୁପ୍ରଭାବ ପଡି ଆସୁଥିଲା । କିନ୍ତୁ ବର୍ତ୍ତମାନ ଏହି ରାଶି ର ଶୁଭ ସମୟ ଆରମ୍ଭ ହେବକୁ ଯାଉଛି । ଏମାନଙ୍କ ଉପରେ ଶନି ଦେବ ଙ୍କ ର ଅପାର କୃପା ବର୍ଷିବା କୁ ଯାଉଛି । ଯାହା ଦ୍ୱାରା ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୁର ହେବ । ଏହି ନୂତନ ସମୟରେ ଆପଣ ବହୁତ ଉନ୍ନତି କରିବେ । ଆପଣ କୌଣସି ପ୍ରକାର ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ । ଆପଣଙ୍କ ପାରିବାରିକ ଜୀବନ ବହୁତ ହସ ଖୁସି ରେ କଟିବ ଏବଂ ସମସ୍ତ ଚିନ୍ତା ରୁ ମୁକ୍ତି ମିଳିବ ।

୩. ଶନିଦେବ ଙ୍କ କୃପା ରୁ ଏହି ରାଶି ଉପରେ ପ୍ରଚୁର ଖୁସି ଓ ଧନ ବର୍ଷା ହେବାକୁ ଯାଉଛି । ଏହି ନୂତନ ସମୟ ରେ ଆପଣ ଙ୍କ ଆର୍ଥିକ ଉନ୍ନତି ହେବ । ଆପଣ କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରିବେ । ଛାତ୍ର ଛାତ୍ରୀ ମାନଙ୍କ ର ବିଦ୍ୟା ରେ ଉନ୍ନତି ହେବ । ସମସ୍ତ ପରୀକ୍ଷା ରେ ସଫଳ ହେବେ । ପାରିବାରିକ ଜୀବନ ବହୁତ ଖୁସି ରେ ଅତିବାହିତ କରିବେ । ଶୀଘ୍ରତା ରେ କୌଣସି କାର୍ଯ୍ୟ କରିବେ ନାହିଁ । ଏପରି କରିବା ଦ୍ୱାରା ଆପଣ ଅନେକ ଅସୁବିଧା ର ସମ୍ମୁଖୀନ ହେବେ । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରିବେ । ବାସ୍ତବରେ ଆପଣଙ୍କ ଜୀବନ ରେ ବହୁତ ଖୁସି ମିଳିବାକୁ ଯାଉଛି ।

୪. ଶନିଦେବ ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ ଏବଂ ସଫଳତା ଲାଭ କରିବେ ଏବଂ ଏହା ସହିତ ଆପଣଙ୍କ କାର୍ଯ୍ୟ ରେ ଗତି ମନ୍ଥର ହୋଇପାରେ କିନ୍ତୁ ଏଥିରେ ନିରନ୍ତରତା ବଜାୟ ରହିବ । ଏହି ରାଶି ଉପରେ ବିଭିନ୍ନ ପ୍ରକାର ଦାୟିତ୍ବ ଆସିବାର ସମ୍ଭାବନା ରହିଛି ଏବଂ ସମସ୍ତ ଦାୟିତ୍ୱ କୁ ସଠିକ ଭାବରେ ତୁଲାଇବାକୁ ପଡ଼ିବ ।

୫. ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କୁ ଧନ ଲାଭ ହେବ । ଯେଉଁ ବ୍ୟକ୍ତି ଚାକିରୀ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେମାନଙ୍କୁ ଅବଶ୍ୟ ପ୍ରମୋସନ ମିଳିବ । ଏମାନେ ପ୍ରଶଂସନୀୟ କାର୍ଯ୍ୟ କରିବେ ଏବଂ ସମସ୍ତଙ୍କ ପ୍ରଶଂସା ର ପାତ୍ର ସାଜିବେ । ଏହି ରାଶି ଥିବା ବ୍ୟକ୍ତି ସମାଜ ରେ ମାନ ସମ୍ମାନ ର ଅଧିକାରୀ ହେବେ । ଲୋକମାନେ ଏମାନଙ୍କ ମାର୍ଗ ଦର୍ଶନ ପାଇବାକୁ ଇଚ୍ଛୁକ ହେବେ । ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କ ବୌଦ୍ଧିକତା ଏବଂ ଆତ୍ମବିଶ୍ବାସ ର ବୃଦ୍ଧି ହେବ । ଭଗବାନ ଶନିଦେବ ଏହି ରାଶି ଥିବା ବ୍ୟକ୍ତି ଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ଏମାନଙ୍କ ଉପରେ ସଦା ସର୍ବଦା ନିଜର ଆଶୀର୍ବାଦ ଓ କୃପାଦୃଷ୍ଟି ପକାଇ ରଖିବେ ।

ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି, ‘ମେଷ ରାଶି’, ‘ସିଂହ ରାଶି’, ‘କନ୍ୟା ରାଶି’, ‘ତୁଳା ରାଶି’ ଏବଂ ‘କୁମ୍ଭ ରାଶି’ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *