ତେନ୍ତୁଳୀ ଖାଇବା ଦ୍ଵାରା କେଉଁ ରୋଗ ଭଲ ହୋଇଯାଇଥାଏ ? ଏହା ସହ ଆହୁରି 15+ GK Question with Answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ । ଚାଲନ୍ତୁ ସମୟ ବିଳମ୍ବ ନକରି ସେହିସବୁ ଉପରେ ଆଲୋଚନା କରିନେବା ।

1; – କେଉଁ ପଶୁର ସଂଖ୍ୟା ଭାରତରେ ସବୁଠାରୁ ଅଧିକ ରହିଛି ?

ଉତ୍ତର;- ମାଛର ସଂଖ୍ୟା ସବୁଠାରୁ ଅଧିକ ରହିଛି ।

2; – କେଉଁ ପକ୍ଷୀ ରାତିରେ ଜମାରୁ ନଜର ଆସନ୍ତି ନାହିଁ ?

ଉତ୍ତର;- କୁକୁଡା ରାତିରେ ଜମାରୁ ନଜର ଆସନ୍ତି ନାହିଁ ।

3; – ଭାରତର ସବୁଠାରୁ ଚଉଡା ନଦୀର ନାମ କ’ ଣ ଅଟେ ?

ଉତ୍ତର;- ଭାରତର ସବୁଠାରୁ ଚଉଡା ନଦୀର ନାମ ହେଉଛି ବ୍ରହ୍ମପୁତ୍ର ।

4; – କେଉଁ ଜୀବଙ୍କୁ କାରୋନା ଭାଇରସ ହୁଏ ନାହିଁ ?

ଉତ୍ତର;- ମୂଷାଙ୍କୁ କାରୋନା ଭାଇରାନ ହୁଏ ନାହିଁ ।

5; – କେଉଁ ଦେଶରେ ମୋବାଇଲକୁ ଦୂରକୁ ଫୋପାଡିବାର ଖେଳ ଖେଳିବାରର ପ୍ରଥା ରହିଛି ?

ଉତ୍ତର;- ଫିନଲ୍ୟାଣ୍ଡ ଦେଶରେ ମୋବାଇଲକୁ ଦୂର ଫିଙ୍ଗିବାର ଖେଳର ନିୟମ ରହିଛି ।

6; – କେଉଁ ବୃକ୍ଷ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ ?

ଉତ୍ତର;- ଓସ୍ତ ଗଛ ସବୁଠାରୁ ଅଧିକ ଅମ୍ଳଜାନ ଦେଇଥାଏ ।

7; – ସୌରମଣ୍ଡଲରେ କେଉଁ ଗ୍ରହକୁ ନୀଳ ଗ୍ରହ କୁହାଯାଏ ?

ଉତ୍ତର;- ସୌରମଣ୍ଡଲରେ ପୃଥିବୀକୁ ନୀଳ ଗ୍ରହ କୁହାଯାଏ ।

8; – କେଉଁ ଫୁଲ 36 ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର;- ନାଗପୁଷ୍ପ 36 ବର୍ଷରେ ଥରେ ଫୁଟିଥାଏ ।

9; – କେଉଁ ଭାରତୀୟ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ବ୍ଯାଙ୍କ ରହିଛି ?

ଉତ୍ତର;- ଭାରତୀୟ ରିଜର୍ଭ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ବ୍ଯାଙ୍କ ରହିଛି ।

10; – କେଉଁ ଜିନିଷ ଗରମ କରିବା ଦ୍ଵାରା ଜମିଯାଇଥାଏ ?

ଉତ୍ତର;- ଅଣ୍ଡାକୁ ଗରମ କରିବା ଦ୍ଵାରା ଜମି ଯାଇଥାଏ ।

11; – କେଉଁ ଦେଶରେ ମୋଟାପଣ ଅଧିକ ବଢିବାକୁ ଅପରାଧ କୁହାଯାଇଥାଏ ?
ଉତ୍ତର;- ଜାପାନ ଦେଶରେ ମୋଟାପଣ ଅଧିକ ବଢିବାକୁ ଅପରାଧ କୁହାଯାଇଥାଏ ।

12; – ଧଳା ସାପ କେଉଁ ଦେଶରେ ଦେଖିବାକୁ ମିଳିଥାନ୍ତି ?

ଉତ୍ତର;- ଅଷ୍ଟ୍ରେଲିଆ ଦେଶରେ ଅଧିକ ଧଳା ସାପ ଦେଖିବାକୁ ମିଳନ୍ତି ।

13; – କେଉଁ ଦେଶରେ ଲୋକ ପଇସା ଦେଇକି ନିଜ ବଦଳରେ ଅନ୍ୟଙ୍କୁ ଜେଲ୍ ପଠାଇ ପାରନ୍ତି ?

ଉତ୍ତର;- ଚୀନ ଦେଶର ଲୋକ ପଇସା ଦେଇକି ନିଜ ବଦଳରେ ଅନ୍ୟଙ୍କୁ ଜେଲ୍ ପଠାଇ ପାରନ୍ତି ।

14; – ମଣିଷର କେତେ ବର୍ଷ ପରେ ମସ୍ତିଷ୍କ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗେ ?

ଉତ୍ତର;- ମଣିଷର 40 ବର୍ଷ ପରେ ମସ୍ତିଷ୍କ ଦୁର୍ବଳ ହେବାକୁ ଲାଗେ ।

15; -ତେନ୍ତୁଳୀ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଯାଇଥାଏ ?

ଉତ୍ତର;- ହାର୍ଟ ରୋଗ ତେନ୍ତୁଳୀ ଖାଇବା ଦ୍ଵାରା ଭଲ ହୋଇଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *