Gk Questions & Answers- ତାହା କଣ ଅଟେ ଯାହା ପୁରୁଷଙ୍କର 3 ଟି ଓ ସ୍ତ୍ରୀଙ୍କର 1 ଟି ଅଛି ? ଦିମାଗ ଲଗାଇ ଉତ୍ତର ଦିଅନ୍ତୁ …

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ . ଏ . ଏସ ଏବଂ ଆଇ . ପି . ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା ।

୧ . ନୀତି ଦର୍ରା ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର – ଉତ୍ତରାଖଣ୍ଡ ।

୨ . ସପ୍ତ ପାହାଡ଼ ର ଦେଶ କାହାକୁ କୁହାଯାଏ ?

ଉତ୍ତର – ରୋମ ।

୩ . ବିଶ୍ୱ ର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?

ଉତ୍ତର – ହମିଙ୍ଗ ବାର୍ଡ ।

୪ . ଦାସ କ୍ୟାପିଟାଲ କାହାର ରଚନା ଅଟେ ?

ଉତ୍ତର – କାର୍ଲ ମାକ୍ସ ।

୫ . ଅଶୋକ ରାମ ବିହାର କେଉଁଠାରେ ଅବସ୍ଥିତ ?

ଉତ୍ତର – ପାଟଳି ପୁତ୍ର ।

୬ . ଆଲାଇ ଦରବାଜା ର ନିର୍ମାଣ କିଏ କରିଥିଲେ ?

ଉତ୍ତର – ଆଲ୍ଲା ଉଦ୍ଦୀନ ଖିଲଜି ।

୭ . ମୋଢେରାର ସୂର୍ଯ୍ୟ ମନ୍ଦିର କେଉଁଠାରେ ଅବସ୍ଥିତ ?

ଉତ୍ତର – ଗୁଜରାଟ ରେ ।

୮ . କର୍ଣ୍ଣାଟକ ର ରତ୍ନ କାହାକୁ କୁହାଯାଏ ?

ଉତ୍ତର – ମୈସୂର୍ ।

୯ . ଲ୍ୟାଣ୍ଡ ଅଫ କେକ୍ସ କାହାକୁ କୁହାଯାଏ ?

ଉତ୍ତର – ସ୍କଟଲାଣ୍ଡ ।

୧୦ . ଦୁନିଆ ର ଦ୍ଵିତୀୟ ତାଜ ମହଲ କେଉଁ ଦେଶରେ ଅବସ୍ଥିତ ?

ଉତ୍ତର – ବାଂଲାଦେଶ ।

୧୧ . ଲାଖ୍ୟାଦ୍ବୀପ କେଉଁ ସାଗର ରେ ଅବସ୍ଥିତ ?

ଉତ୍ତର – ଆରବ ସାଗର ।

୧୨ . କେଉଁ ଗ୍ରହ କୁ ଲାଲ ଗ୍ରହ ବୋଲି କୁହାଯାଏ ?

ଉତ୍ତର – ମଙ୍ଗଳ ଗ୍ରହ ।

୧୩ . ଛୁରୀ ର ନଗରୀ କାହାକୁ କୁହାଯାଏ ?

ଉତ୍ତର – ରାମ ପୁର ।

୧୪ . କେଉଁ ଜୀବ ର ରକ୍ତ ଧଳା ହୋଇଥାଏ ?

ଉତ୍ତର – ଅସରପା ।

୧୫ . ଗୌତମ ବୁଦ୍ଧ ଙ୍କର ଜନ୍ମ କେଉଁ ଠାରେ ହୋଇଥିଲା ?

ଉତ୍ତର – ଲୁମ୍ବିନୀ ।

୧୬ . ମୁଦ୍ରା ରାକ୍ଷସ କାହାର ରଚନା ଅଟେ ?

ଉତ୍ତର – ବିଶାଖ ଦତ୍ତ ।

୧୭ . ଭାରତ ର ତଟ ରେଖା କୁ ଲାଗିକରି କେତୋଟି ରାଜ୍ୟ ରହିଛି ?

ଉତ୍ତର – ୯ ଟି ରାଜ୍ୟ ।

୧୮ . ବିଶ୍ୱର ସବୁଠାରୁ ଅଧିକ ଧନୀ ଦେଶ କିଏ ?

ଉତ୍ତର – କତ୍ତର ।

୧୯ . ଭାରତର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?

ଉତ୍ତର – କଟକ (ବିଦ୍ୟାଧର ପୁର) ।

୨୦ . କେଉଁ ଜୀବ ର ତିନୋଟି ପଲକ ରହିଥାଏ ?

ଉତ୍ତର – ଓଟ ।

୨୧ . ଇସ୍ରୋ ର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ବେଙ୍ଗାଲୁରୁ ।

୨୨ . ବିଶ୍ୱର ସବୁଠାରୁ ବଡ଼ ମାଙ୍କଡ ଘର କେଉଁଠାରେ ଅଛି ?

ଉତ୍ତର – ନ୍ୟୁୟର୍କ ରେ ।

୨୩ . ସତୀ ବୁର୍ଜ କେଉଁଠାରେ ଅବସ୍ଥିତ ?

ଉତ୍ତର – ମଥୁରା ।

୨୪ . ଶୋଷିଲା ଭୂମିର ଦେଶ କାହାକୁ କୁହାଯାଏ ?

ଉତ୍ତର – ଅଷ୍ଟ୍ରେଲିଆ ।

୨୫ . ପୃଥିବୀ ର ଛାତ କାହାକୁ କୁହାଯାଏ ?

ଉତ୍ତର – ପାମିର ମାଳଭୂମି ।

୨୬ . ଭାରତୀୟ ନୋଟ ରେ ମୋଟ କେତେ ଗୋଟି ଭାଷା ରହିଥାଏ ?

ଉତ୍ତର – ୧୭ ଟି ।

୨୭ . କେଉଁ ରାଜ୍ୟର ଅର୍ଥ ବାଦଲ ର ଘର ଅଟେ ?

ଉତ୍ତର – ମେଘାଳୟ ।

୨୮ . ତାହା କଣ ଅଟେ ଯାହା ସ୍ତ୍ରୀ ଙ୍କର ଗୋଟିଏ ଓ ପୁରୁଷ ଙ୍କର 3 ଟି ଅଛି ?

ଉତ୍ତର – ଅକ୍ଷର

ପୁରୁଷ-3

ସ୍ତ୍ରୀ-1

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *