ସ୍ୱପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ?

ଆମ୍ଭେମାନେ ପ୍ରାୟତଃ ସ୍ୱପ୍ନ ଦେଖିଥାଉ । ସ୍ୱପ୍ନରେ ଆମେ ବହୁତ ଜିନିଷ ଦେଖିଥାଉ । ଶାସ୍ତ୍ର ଅନୁସାରେ ଆମେ ସ୍ୱପ୍ନରେ ଯାହା ଦେଖିଥାଉ ତାହା ଆଗକୁ ଭଲ ହେବ କି ଖରାପ ହେବ ତାହା ଆମକୁ ସୁଚେଇ ଦେଇଥାଏ । ସ୍ୱପ୍ନରେ ଦେଖାଯାଉଥିବା ସବୁଜିନିସର କିଛି ନା କିଛି ଅର୍ଥ ଥାଏ । ଏବେ ଆସନ୍ତୁ ଜାଣିବା ସ୍ୱପ୍ନରେ ସାପ ଦେଖିଲେ କଣ ହୋଇଥାଏ ।

ଯଦି ସ୍ୱପ୍ନରେ ସାପ ଧରିବାର କିମ୍ବା ମାରିବାର ଦେଖାଯାଏ ତେବେ ତାହା, ଆପଣଙ୍କ ଶତ୍ରୁର ନାଶ ହୋଇଥଏ ଏବଂ ଧନର ଲାଭ ମଧ୍ୟ ହୋଇପାରେ । କେତେକ ଲୋକ ସ୍ୱପ୍ନରେ ସାପକୁ ଦେଖି ଡ଼ରିଥାନ୍ତି, ଏହାର ଅର୍ଥ ଆପଣଙ୍କ କୌଣସି ମିତ୍ର ପକ୍ଷରୁ ବିଶ୍ୱାସ ଘାତ ହୋଇପାରେ ।

ଯଦି କୌଣସି ବ୍ୟକ୍ତିକୁ ସାପ କାମୁଡ଼ିବାର ଦେଖାଯାଏ, ତାହେଲେ ସେ ବ୍ୟକ୍ତି କୌଣସି ବଡ଼ ବିମାରିରେ ପୀଡିତ ହୋଇପାରେ । ଯଦି ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖାଯାଏ ତାହେଲେ ତାହା ଧନ ପ୍ରାପ୍ତିର ଯୋଗ ଦେଖାଇଥାଏ ।

ଯଦି କୌଣସି ନବ ବିବାହିତ ବ୍ୟକ୍ତିକୁ ସ୍ୱପ୍ନରେ କଳା ରଙ୍ଗର ସାପ ଦେଖାଯାଏ ତାହେଲେ ସେ ବ୍ୟକ୍ତିକୁ ବୁଝିଯିବାର ଅଛି କି ତାର ବୟିବାହିକ ଜୀବନ ଭଲରେ ଚାଲୁନି । ଯଦି ସ୍ୱପ୍ନରେ ସାପ କାଟିବାକୁ ଆସିଥାଏ କିନ୍ତୁ କଟିପାରେ ନାହିଁ ତାହା ଅତି ଶୁଭ ସଙ୍କେତ ଅଟେ ।

ଏହାର ଅର୍ଥ ଏହାଯେ ଆପଣଙ୍କୁ ବହୁତ ଶୀଘ୍ର ସଫଳତା ମିଳିବ । ଯଦି ସ୍ୱପ୍ନରେ ଆପଣଙ୍କୁ ବହୁତ ବଡ଼ ସାପ ଦେଖାଯାଏ ତାହେଲେ ଏହା ବହୁତ ଚିନ୍ତା ଜନକ ହୋଇଥାଏ । ଏହାଦ୍ବାର ସେହି ବ୍ୟକ୍ତିଙ୍କୁ ନିକଟ ଭବିଷ୍ୟତରେ ବହୁତ ବଡ଼ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ, ଓ ଅନ୍ଯମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *