Swapna Shastra- ଜୀବନରେ ଥରେ ମଧ୍ୟ ସ୍ୱପ୍ନ ରେ ଭଗବାନଙ୍କୁ ଦେଖିଥିଲେ ଏହାକୁ ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ସାଧାରଣତଃ ଏହି ଦୁନିଆର ସମସ୍ତ ମଣିଷ ଶୋଇବା ପରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଦେଖିଥାନ୍ତି । କୁହାଯାଏ ଆମେ ଯାହା ଇଛା କରିଥାଉ ଆମେ ଆମର ସ୍ଵପ୍ନରେ ତାହା ଦେଖିଥାଉ ।

ହେଲେ ସ୍ଵପ୍ନରେ ଦେଖା ଯାଉଥିବା ସମସ୍ତ ଦୃଶ୍ୟ ଆମ ହାତରେ ନଥାଏ । ଆମର ପ୍ରାଚୀନ ଗ୍ରନ୍ଥ ଏବଂ ପୁରାଣ ଆଦିରେ ସ୍ଵପ୍ନର ବହୁତ ମହତ୍ଵ ରହିଛି ।

ସ୍ଵପ୍ନରେ ଅଲଗା ଅଲଗା ଦ୍ରୁଶ୍ଯ ପାଇଁ ଅଲଗା ଅଲଗା ମହତ୍ଵ ରହିଛି । ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାଏ । ହେଲେ ଅନ୍ୟ ପକ୍ଷରେ ସମସ୍ତଙ୍କର ଇଛା ଥାଏ ନିଜ ସ୍ଵପ୍ନ ମଧ୍ୟମରେ ଭଗବାନଙ୍କୁ ଦର୍ଶକ କରିବା ପାଇଁ । ବନ୍ଧୁଗଣ ସ୍ଵପ୍ନରେ ଭଗବାନ ଆସିବା ବହୁତ କଷ୍ଟକର ହୋଇଥାଏ ।

ସାଧାରଣତଃ ସ୍ଵପ୍ନରେ ଘର, ଗଛ, ଝରଣା ଓ କିଛି ଜୀବ ଜନ୍ତୁ ଆସିଥାନ୍ତି । ହେଲେ ଆମ ସ୍ଵପ୍ନରେ ବହୁତ କମ ଥର ମନ୍ଦିର ଓ ଭଗବାନଙ୍କ ଦର୍ଶନ ହୋଇଥାଏ । ବନ୍ଧୁଗଣ ସ୍ଵପ୍ନରେ ଇଶ୍ଵରଙ୍କୁ ଦେଖିବା ବହୁତ କାଶୀକାର କାରଣ ଏଥିପାଇଁ ଶ୍ରଦ୍ଧା ଓ ଭକ୍ତି ଦରକାର । ଯଦି ଇଶ୍ଵର କୌଣସି ମଣିଷ ଉପରେ ପ୍ରସନ୍ନ ହେବେ ତା ହେଲେ ସେହି ମଣିଷକୁ ଇଶ୍ଵର ନିଶ୍ଚୟ ଦର୍ଶନ ଦେବେ । ଏହି ଦୁନିଆରେ ପ୍ରାଚୀନ କାଳରୁ ଭଗବାନଙ୍କ ଦର୍ଶନ ପାଇଁ ମଣିଷ ଜପ, ତପ ଏବଂ ଉପବାସ କରିଛନ୍ତି ।

ଅମର କେତେକ ପୌରାଣିକ ଗ୍ରନ୍ଥରେ ମଧ୍ୟ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି । ହେଲେ ବର୍ତ୍ତମାନର ଏହି କଳିଯୁଗରେ ସମସ୍ତ ମଣିଷ ନିଜ ସ୍ଵପ୍ନରେ ଭଗବାନଙ୍କ ଦର୍ଶନ କରିବା ପାଇଁ ଇଛା କରୁଛନ୍ତି । ତେଣୁ ଯଦି ଆପଣ ଭଗବାନଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କୁ ଭଗବାନଙ୍କୁ ପୂର୍ଣ୍ଣ ଶ୍ରଦ୍ଧାର ସହ ଆରାଧନା କରିବା ନିହାତି ଆବଶ୍ୟକ ।

ଯଦି ବନ୍ଧୁଗଣ ଆପଣଙ୍କୁ ନିଜ ସ୍ଵପ୍ନରେ ଭଗବାନଙ୍କ ଦର୍ଶନ ହୋଇଛି ତା ହେଲେ ଏହା ବହୁତ ବଡ ପୂଣ୍ୟର କଥା । ଭଗବାନଙ୍କ ଦର୍ଶନ କରିବା ଦ୍ଵାରା ଆପଣଙ୍କ ସମସ୍ତ ଜନ୍ମର ଥିବା ପାପ ନଷ୍ଟ ହୋଇଯାଇଥାଏ । ଯେଉଁ ମାନେ ନିଜ ସ୍ଵପ୍ନରେ ଭଗବାନଙ୍କ ଦର୍ଶନ କରିଥାନ୍ତି ସେମାନେ ଇଶ୍ଵରଙ୍କୁ ପ୍ରାପ୍ତ କରିଥାନ୍ତି । ଏହି ମଣିଷ ମାନଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଯାଇଥାଏ । ଏହି ମଣିଷ ମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଭଗବାନ ଲକ୍ଷ୍ମୀ ଓ ବିଷ୍ଣୁଙ୍କର ଦର୍ଶନ ମିଳିବ ତା ହେଲେ ଆପଣଙ୍କୁ ପ୍ରଚୁର ଧନର ପ୍ରାପ୍ତି ହେବ । ଏହା ସହିତ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।

ଯଦି ଆପଣ ମାତା ସରସ୍ଵତୀଙ୍କୁ ନିଜ ସ୍ଵପ୍ନରେ ଦେଖନ୍ତି ତା ହେଲେ ଆପଣ ସମସ୍ତ ପରୀକ୍ଷାରେ ସଫଳତା ପାଇବେ । ଯଦି ଆପଣଙ୍କୁ ସ୍ଵପ୍ନରେ ଭଗବାନ ଶ୍ରୀ କୃଷ୍ଣଙ୍କର ଦର୍ଶନ ମିଳିବ ତା ହେଲେ ଆପଣ ନିଜ ଜୀବନରେ ବହୁତ ଉନ୍ନତି କରିବେ । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଭଗବାନ ଶିବଙ୍କର ଦର୍ଶନ ହୁଏ ତା ହେଲେ ଆପଣଙ୍କର ସମସ୍ତ ଇଛା ନିଶ୍ଚୟ ପୂରଣ ହେବ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *