Vastu Shastra- ସକାଳୁ ଉଠିବା ପରେ ରୋଷେଇ ଘରର ଏହି 1 ଜିନିଷ କେବେ ବି ଦେଖିବେ ନାହିଁ, ମାଡି ଆସେ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ରୋଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ ବୋଲି କୁହାଯାଇଥାଏ । ଯଦି ଘର ଶରୀର ଅଟେ ତା ହେଲେ ରୋଷେଇ ଘରକୁ ସେହି ଘରର ଆତ୍ମା ମାନା ଯାଇଥାଏ ।

ଯଦି ରୋଷେଇ ଘରେ କୌଣସି ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ତା ହେଲେ ସଂପୂର୍ଣ୍ଣ ପରିବାର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ରୋଷେଇ ଘରକୁ ବାସ୍ତୁଶାସ୍ତ୍ରରେ ବହୁତ ମହତ୍ଵ ଦିଆଯାଇଛି ।

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ସଖାଳେ ଉଠିବା ପରେ ରୋଷେଇ ଘରେ ଥିବା କିଛି ଜିନିଷକୁ ଦେଖିବା ଉଚିତ ନୁହେଁ । ଏହା ସହିତ ଏମିତି ମଧ୍ୟ କିଛି କାମ ଅଛି ଯାହା ସଖାଳ ଉଠିବା ପରେ ରୋଷେଇ ଘରେ କରିବା ଉଚିତ ନୁହେଁ । ଯଦି ଆପଣ ଏହି ସବୁ ଭୁଲ କରିବେ ତା ହେଲେ ମା ଅର୍ନପୂର୍ଣ୍ଣା ଆପଣଙ୍କ ଉପରେ ରାଗିଯିବେ ଯାହାର କୁପ୍ରଭାବ ଆପଣଙ୍କ ପରିବାର ଓ ଆପଣଙ୍କ ଉପରେ ପଡିବ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସଖାଳ ଉଠିବା ପରେ ଭୁଲ ସେ ମଧ୍ୟ ନିଜ ରୋଷେଇ ଘରେ ଦେଖନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ରୋଷେଇ ଘରେ ଥିବା ଛୁରୀ କିମ୍ବା କୌଣସି ଧାରୁଆ ଜିନିଷକୁ ଦେଖିବା ଉଚିତ ନୁହେଁ । ଏହା ବହୁତ ଅଶୁଭ ହୋଇଥାଏ । କାରଣ ଏହି ସବୁ ଜିନିଷ ନକରାତ୍ମକ ଶକ୍ତିକୁ ବଢାଇଥାଏ ତେଣୁ ଯଦି ବ୍ୟକ୍ତି ସଖାଳ ସମୟରେ ଉଠି ଏହି ସବୁ ଜିନିଷ ଦେଖିବ ତା ହେଲେ ସେହି ବ୍ୟକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିବ ।

୨. ଯଦି ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଆପଣଙ୍କ ରୋଷେଇ ଘରେ କୌଣସି ଦୁର୍ଘଟଣା ତଥା ଗରମ ତେଲ ହାତରେ ପଡିଯିବା, କାଚ ଭାଙ୍ଗିଯିବା କିମ୍ବା କ୍ଷୀର ଉତୁରିବା ଆଦି ଆପଣ ଦେଖିବେ ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ରୋଷେଇ ଘରେ କୌଣସି ବାସ୍ତୁଦୋଷ ଅଛି । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଏଥିପାଇଁ କୌଣସି ଉପାୟ କରିବା ନିହାତି ଆବଶ୍ୟକ ।

୩. ବନ୍ଧୁଗଣ ସଖାଳ ସମୟରେ ରୋଷେଇ ଘରକୁ ଅପରିଷ୍କାର ଦେଖିବା ଉଚିତ ନୁହେଁ । ଏହାଦ୍ବାରା ମା ଅର୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି । ଯାହାଫଳରେ ଆପଣଙ୍କ ଘରେ କଳହ ବା ବିଶୃଙ୍ଖଳା ଲାଗି ରହିପାରେ । ତେଣୁ ବନ୍ଧୁଗଣ ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ନିଜ ରୋଷେଇ ଘରକୁ ଭଲ ଭାବରେ ସଫା କରି ରଖନ୍ତୁ ।

୪. ବନ୍ଧୁଗଣ ସଖାଳ ସମୟରେ ସ୍ନାନ ନକରି ରୋଷେଇ ଘରକୁ ଯିବା ଉଚିତ ନୁହେଁ । ଖାସ କରି ଯଦି ମହିଳା ମାନେ ସଖାଳ ସମୟରେ ସ୍ନାନ ନକରି ରୋଷେଇ ଘରକୁ ଯିବେ ତା ହେଲେ ସେମାନଙ୍କ ପରିବାରରେ ଦରିଦ୍ରତା ଆସିବ । ଏହି ଘର ଗୁଡିକର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସବୁ ଭୁଲ ଗୁଡିକୁ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *