ସ୍ବାମୀର ଖରାପ ସମୟ ଆସିବା ପୂର୍ବରୁ ସ୍ତ୍ରୀ ମାନେ କରିଥାନ୍ତି ଏହି 5 ଟି ଖରାପ କାମ, କଟୁ ଅଟେ କିନ୍ତୁ ସତ୍ୟ- Chanakya Niti

ବନ୍ଧୁଗଣ ହିନ୍ଦୁଧର୍ମରେ ବିବାହ ଏକ ପବିତ୍ର ସମ୍ପର୍କ ଅଟେ । ଯେଉଁଠି ଉଭୟ ସ୍ଵାମୀ ଓ ସ୍ତ୍ରୀ ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି । ବିବାହ ପରେ ସ୍ଵାମୀର ଭାଗ୍ୟ ସ୍ତ୍ରୀ ଉପରେ ନିର୍ଭର କରିଥାଏ ।

ତେଣୁ ବନ୍ଧୁଗଣ ବିବାହ ପରେ କିଛି ଲୋକଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିଯାଇଥାଏ ଓ ଅନ୍ୟ ପକ୍ଷରେ କିଛି ଲୋକଙ୍କ ଭାଗ୍ୟ ସଂପୂର୍ଣ୍ଣ ଖରାପ ହୋଇଯାଇଥାଏ । ଯାହାଫଳରେ ମଣିଷ ବରବାଦ ହୋଇଯାଇଥାଏ ।

ଏହି ବରବାଦିର କାରଣ ସ୍ତ୍ରୀ ମାନେ ମଧ୍ୟ ହୋଇପାରନ୍ତି । ବନ୍ଧୁଗଣ ଭବିଷ୍ୟ ପୂରଣରେ ସ୍ଵାମୀ ସ୍ତ୍ରୀଙ୍କ ସହ ଜଡିତ କିଛି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି ଯେଉଁଠି ସ୍ତ୍ରୀ ମାନଙ୍କର କିଛି ଭୁଲ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି ।

ବନ୍ଧୁଗଣ ସ୍ତ୍ରୀ ମାନଙ୍କର ଏହି ଭୁଲ ପରେ ସ୍ଵାମୀଙ୍କର ଖରପ ସମୟ ଆସିବା ଆରମ୍ଭ ହୋଇଯାଇଥାଏ । ସ୍ତ୍ରୀ ମାନଙ୍କର ଏହି ଭୁଲ ପାଇଁ ସ୍ବାମୀ ବରବାଦ ହୋଇଯାଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ କୌଣସି ବିବାହିତ ସ୍ତ୍ରୀ କରିବା ଉଚିତ ନୁହେଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ କାମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ବିବାହ ପରେ ସମସ୍ତ ସ୍ତ୍ରୀ ମାନଙ୍କୁ ମାନ ମାରିଆଦାରେ ରହିବା ଉଚିତ । ହେଲେ ଯଦି ବିବାହ ପରେ କୌଣସି ସ୍ତ୍ରୀ ଅନ୍ୟ ପୁରୁଷ ମାନଙ୍କ ସହ ସ-ମ୍ବ-ନ୍ଧ ରଖିଥାଏ ତା ହେଲେ ସେହି ଘରର ବିନାଶ ହୋଇଯାଇଥାଏ । ସ୍ତ୍ରୀ ମାନଙ୍କର ଏହି ଭୁଲ ପାଇଁ ଘର ମଧ୍ୟରେ କଳହ ଆଦି ଲାଗିରହିଥାଏ ଓ ସ୍ଵାମୀର ଜୀବନ ଦରିଦ୍ରତାରେ ଚାଲିରାହେ । ତେଣୁ ବନ୍ଧୁଗଣ କୌଣସି ମହିଳାଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ ।

 

୨. ବନ୍ଧୁଗଣ ହିନ୍ଦୁଧର୍ମରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀର ସ୍ୱରୂପ ଦିଆଯାଇଛି । ତେଣୁ ଯଦି କୌଣସି ବିବାହିତ ମହିଳା ନିଜ ପୂଜା ଘରକୁ ଅସନା ରଖିବ ତା ହେଲେ ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି ଓ ସେହି ଘରେ ସବୁବେଳେ ଧନର ଅଭାବ ଲାଗି ରହିଥାଏ । ଏହା ସହିତ ସେହି ପରିବାର ଆଜୀବନ ଦରିଦ୍ରତା ଭୋଗ କରିଥାଏ ।


୩. ବନ୍ଧୁଗଣ ଯେଉଁ ବିବାହିତ ମହିଳା ବହୁତ ସମୟ ପର୍ଯ୍ୟନ୍ତ ଶୋଇଥାଏ ଓ ଘରର ନିୟମକୁ ମାନି ଚଳି ନଥାଏ ସେହି ଘରେ କେବେହେଲେ ମା ଲକ୍ଷ୍ମୀ ରହିନଥାନ୍ତି । ସ୍ତ୍ରୀର ଏହି ଭୁଲର ଦଣ୍ଡ ତାର ପରିବାର ଲୋକ ଓ ତାର ସ୍ଵାମୀକୁ ସହିବାକୁ ପଡିଥାଏ । ତେଣୁ ବନ୍ଧୁଗଣ ସ୍ତ୍ରୀ ମାନଙ୍କୁ ଏହି ସବୁ ଭୁଲ କରିବା ଉଚିତ ନୁହେଁ ।

୪. ଯେଉଁ ସ୍ତ୍ରୀ ବୃହସ୍ପତି ବାରରେ ମାଂସ ଓ ମ-ଦ ଆଦିର ସେବନ କରିଥାଏ ସେହି ମହିଳା ନିଜ ପରିବାରକୁ ଦରିଦ୍ର କରିଥାଏ । ମହିଳା ମାନଙ୍କୁ ମାଂସ ମ-ଦି-ରା ଆଦିର ସେବନ କରିବା ଉଚିତ ନୁହେଁ । ଖାସ କରି ବୃହସ୍ପତି ବାର ଦିନ ଏହି ସବୁ ଭୁଲର ପରିଣାମ ବହୁତ ଖରାପ ଅଟେ । ମହିଳା ମାନଙ୍କର ଏହି ଭୁଲ ପାଇଁ ତାର ସ୍ଵାମୀ ଓ ପରିବାରକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ମହିଳା ମାନଙ୍କୁ ଏହି ସମସ୍ତ ଭୁଲ ଗୁଡିକ ଠାରୁ ଦୂରେଇ ରହିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *