ବନ୍ଧୁଗଣ ଏହି ଦୁନିଆ ସହ ଜଡିତ ଏମିତି ବହୁତ କିଛି ପ୍ରସନ୍ନ ଓ ଉତ୍ତର ରହିଛି ଯାହା ବିଷୟରେ ସମସ୍ତ ମଣିଷ ଜାଣିବା ନିହାତି ଆବଶ୍ୟକ । ଏହି ସାଧାରଣ ଜ୍ଞାନ ଆମକୁ କେତେକ ପରୀକ୍ଷା ଓ କେତେକ ସ୍ଥାନରେ ବହୁତ ଉପକାର କରିଥାଏ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଏହି ଦୁନିଆରେ ସବୁଠାରୁ ସୁନ୍ଦର ଦେଶର ନାମ କଣ ?
ଉତ୍ତର- ସିଙ୍ଗାପୁର
୨. ସବୁଠାରୁ ମାରାତ୍ମକ ଓ ମହଙ୍ଗା ବୀଜା କେଉଁ ଦେଶରେ ଅଛି ?
ଉତ୍ତର- ସଉଦୀ ଆରବ ପାଖରେ ଅଛି ।
୩. କେଉଁ ଦେଶର ଲୋକମାନେ ସବୁ ପ୍ରକାରର ଜୀବ ଜନ୍ତୁଙ୍କ ମାଂସର ସେବନ କରିଥାନ୍ତି ?
ଉତ୍ତର- ଚାଇନା ଦେଶର ଲୋକମାନେ ।
୪. କେଉଁ ଦେଶର ଲୋକମାନେ ସବୁଠାରୁ ଅଧିକ ଏସିର ବ୍ୟବହାର କରିଥାନ୍ତି ?
ଉତ୍ତର- ଆମେରିକା ଦେଶର ଲୋକମାନେ ।
୫. ଘରର ଭଙ୍ଗାରୁଜା ଜିନିଷ ଗୁଡିକୁ ନେଉଥିବା ମଣିଷଙ୍କୁ କଣ କୁହାଯାଏ ?
ଉତ୍ତର- କବାଡି
୬. କେଉଁ ଫଳର ବୀଜ ବାହାରେ ରହିଥାଏ ?
ଉତ୍ତର- ଷ୍ଟ୍ରବେରି ଫଳର ବୀଜ ବାହାରେ ରହିଥାଏ ।
୭. ଭାରତକୁ ସର୍ବ ପ୍ରଥମେ ଇଣ୍ଡିଆ କିଏ କହିଥିଲେ ?
ଉତ୍ତର- ଭାରତକୁ ସର୍ବ ପ୍ରଥମେ ୟୁନାନୀ ଇଣ୍ଡିଆ କହିଥିଲେ ।
୮. ଏହି ଦୁନିଆର ସବୁଠାରୁ ମହଙ୍ଗା ଜିନିଷର ନାମ କଣ ?
ଉତ୍ତର- ୟୂରେନୀୟମ ହେଉଛି ସବୁଠାରୁ ମହଙ୍ଗା ଜିନିଷ
୯. କେଉଁ ଦେଶର ଏଟିଏମରେ ମୁଦ୍ରା ବାହାର କରିହେବ ?
ଉତ୍ତର- ଆମେରିକା ଦେଶର ଏଟିଏମରେ ମୁଦ୍ରା ବାହାର କରିହେବ ।
୧୦. ଆମେରିକାର ରାଷ୍ଟ୍ରୀୟ ଖେଳ କଣ ଅଟେ ?
ଉତ୍ତର- ବେସ ବଲ
୧୧. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ତାପମାନ ରହିଥାଏ ?
ଉତ୍ତର- ରାଜସ୍ଥାନ ରାଜ୍ୟରେ ସବୁଠାରୁ ଅଧିକ ତାପମାନ ରହିଥାଏ ।
୧୨. ଘଣ୍ଟାର ଓଲଟା ସମୟ ଚାଲିବାର ଅର୍ଥ କଣ ଅଟେ ?
ଉତ୍ତର- ଖରାପ ସମୟର ଆରମ୍ଭ
୧୩. କଇଦି ମାନଙ୍କୁ ଫା-ଶୀ ଦ-ଣ୍ଡ କେଉଁ ସମୟରେ ଦିଆଯାଇଥାଏ ?
ଉତ୍ତର- ସଖାଳ ୪.୦୦ ଟାରେ
୧୪. କେଉଁ ଦେଶରେ ସବୁଠାରୁ ଅଧିକ ଜୁଡୁବା ଛୁଆ ଜନ୍ମ ହୋଇଥାଏ ?
ଉତ୍ତର- ନାଇଜେରିଆରେ ଅଧିକ ଜୁଡୁବା ଛୁଆ ଜନ୍ମ ହୋଇଥାନ୍ତି ।
୧୫. କେଉଁ ଦେଶରେ ଗାଳି ଦେଲେ ୫ ବର୍ଷର କାରାଦଣ୍ଡ ହୋଇଥାଏ ?
ଉତ୍ତର- କ୍ୟୁବା ଦେଶରେ
୧୬. କେଉଁ ଦେଶରେ ୧ ଟଙ୍କାରେ ୧ ଲିଟର ପେଟ୍ରୋଲ ମିଳିଥାଏ ?
ଉତ୍ତର- ଘନା ଦେଶରେ
୧୭. ଭାରତର କେଉଁ ରାଜ୍ୟରେ ୨୦୦୦ ଟଙ୍କାର ନୋଟ ଚଳେ ନାହିଁ ?
ଉତ୍ତର- ବିହାରୀ ଦେଶରେ
୧୮. କେଉଁ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ଅଛି ?
ଉତ୍ତର- ଇରାନ ଦେଶରେ
୧୯. କେଉଁ ଗଛକୁ ଓପାଡି ଦେଲେ ତାହା ଛୁଆ ଙ୍କ ପରି କାନ୍ଦିଥାଏ ?
ଉତ୍ତର – ମେଣ୍ଡୁକ ଗଛ
ବନ୍ଧୁଗଣ ଏହି ପ୍ରଶ୍ନଟି ଆପଣଙ୍କ ପାଇଁ- ଏମିତି କେଉଁ ଶବ୍ଦ ଅଛି ଯାହାକୁ ଆମେ ଲେଖି ପାରିବା ହେଲେ ଆମେ ସେହି ଶବ୍ଦକୁ ପଢି ପାରିବା ନାହିଁ ? ଆପଣ ମାନେ ଏହି ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।