ବନ୍ଧୁଗଣ ଅନେକ ଲୋକ ମାନଙ୍କ ମନରେ ପାଣି ଦିନକୁ କେତେ ଲିଟର ସେନା କରିଲେ ଭଲ ହେବ ତାହାକୁ ଭୁଲ ଧାରଣା ରହିଛି । କିଛି ଲୋକଙ୍କ ମତରେ ବହୁତ ପଣି ସେବନ କରିଲେ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଅଧିକ ପାଣି ସେବନ କରିବା ଚକର ରେ ଲୋକ ମାନେ ପାଣିର କ୍ଵାନ୍ଟିଟି କେତେ ରହିବା ଦରକାର ତାହା ଜାଣି ପାରନ୍ତି ନାହି । ଅନେକ ଲୋକ ଏମିତି ଅଛନ୍ତି ଯେଉଁ ମାନେ ଦିନକୁ ୧୦ରୁ ୧୨ ଲିଟର ପଣି ସେବନ କରିଥାନ୍ତି ।
ଏଗୁଡ଼ିକୁ ଅଣଦେଖା କରିବା ଉଚିତ । ଜଣେ ସାଧାରଣ ବ୍ୟକ୍ତି ଦିନକୁ ୮ରୁ ୧୦ ଗ୍ଳାସ ପାଣି ସେବନ କରିବା ଦରକାର । ତେଣୁ ପ୍ରତେକ ୨ରୁ ଅଢେଇ ଲିଟର ପାଣି ସେବନ କରିବା ଦରକାର । କାରଣ ନରମାଲ ଗ୍ଳାସ ର ପାଣି ରେ ରେଞ୍ଜ ହେଉଛି ୨୫୦ ଲିଟର । ଆପଣ କେତେ ପାଣି ପିଇବେ ତାହା ଆପଣଙ୍କ କାମ ଉପରେ ନିର୍ଭର କରିଥାଏ । ଯେମିତି ଯଦି ଆପଣ ଅଫିସରେ କାମ କରୁଛନ୍ତି ବା ଅନ୍ୟ କେହି କ୍ଷେତ ରେ କାମ କରୁଛନ୍ତି ସେମାନଙ୍କର ଦେହରୁ ଅଧିକ ଝାଳ ବାହାରୁଛି ।
ଯେଉଁ ଲୋକ ମାନେ ଜିମ ଯାଉଛନ୍ତି ସେମାନଙ୍କର ଅଧିକ ଝାଳ ବାହାରୁଛି । ଯଦି ଆପଣଙ୍କର ସ୍ଵେଟିଙ୍ଗ ହେଉଛି ବା ଶରୀରରୁ ଜଳିଆ ଅଂସ ଅଧିକ ଯାଉଛି ତେବେ ଆପଣ ପ୍ରତି ଦିନ ୩ରୁ ସାଢେ ୩ ଲିଟର ପାଣି ସେବନ କରି ପାରିବେ । କିନ୍ତୁ ଯଦି ଆପଣ ବେଶୀ ସମୟ ବାହାରୁ ଯାଉ ନାହାନ୍ତି ବା ଅଫିସରେ ବା ଘରେ ରହି କାମ କରୁଛନ୍ତି ତେବେ ପ୍ରତେକ ଦିନ ୨ରୁ ଅଢେଇ ଲିଟର ପାଣି ପିଇବା ଆଉଚିତ ।
ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଭାବନ୍ତି ଖାଦ୍ୟ ଖାଇବାର ତୁରନ୍ତ ହିଁ ପାଣି ପିଇବା ଦ୍ଵାରା ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ । କିନ୍ତୁ ଏହା ସପୂର୍ଣ୍ଣ ଭୁଲ ଧାରଣା ହୋଇଥାଏ । ଖାଦ୍ୟ ହଜମ ପାଇଁ ଆମକୁ ଏସଡି ଦରକାର । ତେଣୁ ଯଦି ଆପଣ ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଉଛନ୍ତି ତେବେ ଖାଦ୍ୟ ହଜମ ହେବାରେ ତାହା ବ୍ୟାଘାତ ସୃଷ୍ଟି କରିଥାଏ ।
ତେଣୁ ଖାଦ୍ୟ ଖାଇବାର ଅଧ ଘଣ୍ଟା ବା ୪୫ ମିନିଟ ପରେ ପାଣି ପିଇବା ଉଚିତ । ଏହା ଛଡା ସନ୍ଧ୍ୟାରେ ବା ରାତି ସମୟରେ ପାଣି ଅଧିକ ପିଇବା ଉଚିତ ନୁହେଁ । ରାତି ଅଧରେ ଉଠି ମଧ୍ୟ ବହୁତ ଅଧିକ ପାଣି ପିଇବା ଉଚିତ ନୁହେଁ । ନରମାଲ ପଣି ପ୍ରତେକ ଦିନ ପିଇବା ଉଚିତ । ବେଶୀ ଥଣ୍ଡା ବା ବେଶୀ ଗରମ ପାଣି ପିଇବା ଦରକାର ନାହି ।
କାରଣ ଡାକ୍ତର ଙ୍କ କହିବା ଅନୁଯାୟୀ ବେଶୀ ଥଣ୍ଡା ବା ଗରମ ପାଣି ପିଇଲେ ଏହା କିଡନି ଉପରେ କିଛି ପ୍ରଭାବ ପକାଏ ନାହି । ତେଣୁ ପ୍ରତେକ ଦିନ ନରମାଲ ପାଣି ପିଇବା ଉଚିତ ଯାହା ଆମ ସ୍ଵସ୍ଥ ପାଇଁ ଭଲ ହୋଇଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ