ଗୁଡ ଫେସ ପ୍ଯାକ ଲଗେଇଦେଖନ୍ତୁ, ଫୁଟିକି ବାହାରିବ ସୁନ୍ଦରତା

ଯଦି ଆପଣ ଚେହେରା ଉପରେ ବଢୁଥିବା ବୟସର ପ୍ରଭାବ ପଡିବାକୁ ଦବାକୁ ଚାହୁଁ ନାହାଁନ୍ତି ଏବଂ ଆପଣଙ୍କର ଚେହେରାକୁ ସୁନ୍ଦର ରଖିବାକୁ ଚାହୁଁ ଛନ୍ତି ତାହେଲେ ଗୁଡର ପ୍ୟାକ ଆପଣଙ୍କ ପାଇଁ ସବୁଠାରୁ ଭଲ ବୋଲି ପ୍ରମାଣିତ ହେଇ ପାରିବ ।ଏଠି ପାଇଁ ଗୁଡ ପାଉଡର ଏବଂ ଅଙ୍ଗୁର ସମାନ ଭାବରେ ନିଅନ୍ତୁ ,ଏଥିରେ ଏକ ଚାମଚ ଥଣ୍ଡା କଳା ଚା ଏବଂ ଏକ ଚଉଥା ଚାମଚ ହଳଦୀ ମିଶାଇ ପେଷ୍ଟ ତିଆରି କରନ୍ତୁ ।

ପେଷ୍ଟ ତିଆରି କରିବା ପାଇଁ ପାଣି ଜାଗାରେ ଗୋଲାପ ଜଳ ମିଶାଇବା ବହୁତ ଲାଭ ଦାୟକ ହେବ ।ଏହି ପେଷ୍ଟ କୁ ୧୫ ମିନିଟ ପର୍ଯ୍ୟନ୍ତ ଚେହେରାରେ ଲଗାନ୍ତୁ ଏବଂ ତାକୁ ଶୁଖିବାକୁ ଦିଅନ୍ତୁ ,ଏହା ପରେ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ ।

ସୁନ୍ଦର ଚେହେରା ଚମକିବା କୁ ଲାଗିବ । ଥରେ ନିଶ୍ଚୟ କରିକି ଦେଖନ୍ତୁ ମୁହଁ ଏତେ ସୁନ୍ଦର ଦେଖା ଯିବ କି ଆପଣ ବିଶ୍ଵାସ କରିପାରିବେନି ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *