ସ୍ତ୍ରୀ ର ଏହି ଭୁଲ ସ୍ଵାମୀ ଜୀବନରେ ଆଣିଥାଏ ମହାବାତ୍ୟା, କାଙ୍ଗାଳ ହେଇଯାଏ ସ୍ଵାମୀ

ବନ୍ଧୁଗଣ, ହିନ୍ଦୁ ଧର୍ମ ରେ ନାରୀ ଙ୍କୁ ମାତା ଲକ୍ଷ୍ମୀ ଙ୍କ ପ୍ରତିରୂପ ମାନାଯାଏ । ଏଥିପାଇଁ ନାରୀ ମାନେ ଯଦି କିଛି ଭୁଲ କରନ୍ତି ତେବେ ଘରେ ସବୁବେଳେ ଧନର ଅଭାବ ଦେଖାଯାଇଥାଏ । ଏହା ଦ୍ଵାରା ସ୍ଵାମୀଙ୍କର ଧନର ଅଭାବ ମଧ୍ୟ ସବୁବେଳେ ଦେଖାଯାଇଥାଏ । ଆଜି ଆମ୍ଭେ ଜାଣିବା ନାରୀ ମାନଙ୍କର ଏହି କେତୋଟି ଭୁଲ ସମ୍ବନ୍ଧରେ । ଆପଣ ମାନେ ସାଧାରଣତ ଜାଣିଛନ୍ତି ଯେ ନାରୀ ମାନେ ସର୍ବଦା ମଝି ସିନ୍ଥି ରେ ସିନ୍ଦୁର ପିନ୍ଧିବା ଆବଶ୍ୟକ । କିନ୍ତୁ ବହୁତ ନାରୀ ମଝି ସିନ୍ଥି ରେ ସିନ୍ଦୁର ନଲଗାଇ ସାଇଡ ରେ ଲଗାଇଥାନ୍ତି ।

ଏହାଦ୍ଵାରା ବହୁତ ଖ୍ଯାତି ହୋଇଥାଏ । ଫଳରେ ଏହି ସ୍ତ୍ରୀ ଲୋକମାନଙ୍କର ଭଲ ହେବା ଜାଗାରେ ବରବାଦି ହୋଇଥାଏ । ଏହା ବହୁତ ଅମଙ୍ଗଳ ମଧ୍ୟ ହୋଇଥାଏ । ଏଣୁ ଚେଷ୍ଟା କରନ୍ତୁ ନାରୀ ମାନେ ସର୍ବଦା ଯେପରି ମଝି ସିନ୍ଥି ରେ ସିନ୍ଦୁର ପିନ୍ଧିବେ । ଆପଣ ଯଦି ହାତ ଆଙ୍ଗୁଳି ରେ ସିନ୍ଦୁର ଲଗାଉଛନ୍ତି ତେବେ ଏହା ବହୁତ ବଡ ଭୁଲ ଅଟେ । ମାନେ ରଖନ୍ତୁ ଆପଣ ସିନ୍ଦୁର ଆଦୌ ହାତ ଦ୍ଵାରା ସିନ୍ଥି ରେ ଲଗାଇବେ ନାହିଁ । ଆପଣ ରୂପା କଣ୍ଟା ଅଥବା ଝିଙ୍କ କଣ୍ଟା ରେ ସିନ୍ଦୁର ପିନ୍ଧନ୍ତୁ । ଏହାଦ୍ଵାରା ସ୍ଵାମୀର ମଙ୍ଗଳ ହେବ ।

ଯଦି ଆପଣ ଲୁହା କଣ୍ଟା ଦ୍ଵାରା ସିନ୍ଦୁର ପିନ୍ଧୁଛନ୍ତି ତେବେ ଏହା ବହୁତ ବଡ ବିପତ୍ତି ଙ୍କୁ ଡାକି ଆଣିବା ସାଦୃଶ୍ୟ । ଏହାଦ୍ଵାରା ଶନିଙ୍କର କୁ ଦୃଷ୍ଟି ଆପଣଙ୍କ ସ୍ଵାମୀ ଙ୍କ ଉପରେ ରହିଥାଏ । କାରଣ ଶନିଙ୍କର ଜିନିଷ ହେଉଛି ଲୁହାକଣ୍ଟା । ବହୁତ ଜଣ ପୂଜାର୍ଚ୍ଚନା କରିବା ସମୟରେ ଠାକୁର ଘର ତଳେ ବସି ପୂଜାର୍ଚ୍ଚନା କରିଥାନ୍ତି । ଏହା ବହୁତ ଭୁଲ ଅଟେ । ଏହା ଦ୍ଵାରା ଆପଣଙ୍କର ଭଲ ଜାଗାରେ ଖରାପ ହୋଇଥାଏ ।

ପୂଜାର୍ଚ୍ଚନା କରିବା ସମୟରେ ସର୍ବଦା କାଠ ପିଢାରେ ବସି ପୂଜା କରନ୍ତୁ । ଏହାଦ୍ଵାରା ଆପଣଙ୍କ ଘରର ଉନ୍ନତି ହୋଇଥାଏ । ଆପଣ ସୌଭାଗ୍ୟ ପ୍ରାପ୍ତି କରିଥାନ୍ତି । ଏବଂ ଯଦି ପାରନ୍ତି ତେବେ କୁଶ କପଡା ର ଆସନ ରେ ବସି ପୂଜାର୍ଚ୍ଚନା କରିପାରନ୍ତି । ବହୁତ ମହିଳା ଗାଧୋଇଲ ବେଳେ ନିଜ ଦେହରେ କପଡା ରଖିନଥାନ୍ତି । ଏହା ବହୁତ ବଡ ଭୁଲ ହୋଇଥାଏ । ଏହା ଦ୍ଵାରା ଦୁର୍ଭାଗ୍ୟ ବହୁତ ଶୀଘ୍ର ଆପଣଙ୍କ ଘରକୁ ମାଡି ଆସିଥାଏ । ଏଥିପାଇଁ ଗାଧୋଇଲା ବେଳେ ନିଜ ଦେହରେ କପଡା ରଖନ୍ତୁ । ଫଳରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ ।

ଏହା ସହିତ ଆପଣଙ୍କ ସ୍ଵାମୀ ଙ୍କ ମଙ୍ଗଳ ହେବା ସହିତ ଆପଣଙ୍କ ଘରର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ । ଯଦି ଆପଣ ଗୁରୁବାର ଦିନ ନିଜ ଘରର କାନ୍ଥ ରେ ଝିଟିପିଟି ଦେଖୁଛନ୍ତି ତେବେ ଆପଣ କିଛି ଅରୁଆ ଚାଉଳ ଆଣି ମାନସିକ କରି ନିଜ ଘର କାନ୍ଥରେ ଥିବା ଝିଟିପିଟି ଉପରକୁ ପକାନ୍ତୁ ଆପଣଙ୍କ ମାନସିକ ନିଶ୍ଚିତ ରୂପେ ପୂରଣ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *