ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ, ଯିଏ କି ନିଜ ନୀତିଶିକ୍ଷା ବଳରେ ଚନ୍ଦ୍ରଗୁପ୍ତ ମୋରୟ ଙ୍କୁ ରାଜ ଗାଦୀରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ଙ୍କ କିଛି ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କ ଜୀବନରେ କୌଣସି ନା କୌଣସି ମୋଡ ରେ ଆପଣଙ୍କ କାମରେ ଆସି ପାରିବ । ମାତ୍ର ୧୦ ଦିନରେ ଆପଣ କରଜ ରୁ ମୁକ୍ତି ପାଇପାରିବେ କିନ୍ତୁ କରିବାକୁ ହେବ ଆପଣଙ୍କୁ ଏହି ୫ ଟି ଉପାୟ । ଆସନ୍ତୁ ଜାଣିବା ତାହା କଣ ଅଟେ ?
୧- ପକ୍ଷୀ ଙ୍କୁ ଦାନା ଦିଅନ୍ତୁ;- ଏହା ଦ୍ଵାରା ଆପଣଙ୍କୁ ଆପଣଙ୍କ ଜୀବନର ସମସ୍ତ ଖୁସି ମିଳିଥାଏ, ଯାହାର କଳ୍ପନା ଆପଣ କରି ପାରିବେ ନାହିଁ । ପକ୍ଷୀ ମାନଙ୍କୁ ପ୍ରତ୍ୟକ ଶନିବାର ଅଥବା ମଙ୍ଗଳବାର ଦିନ ଦାନା ଦେବା ଦ୍ଵାରା ଅତିଶୀଘ୍ର କରଜ ରୁ ମୁକ୍ତି ମିଳିବାକୁ ଲାଗିଥାଏ । ଏହାର ଫଳ ଆପଣଙ୍କୁ ୨ ରୁ ୩ ଦିନ ମଧ୍ୟରେ ଦେଖିବାକୁ ମିଳିବ ।
୨- ପିମ୍ପୁଡି;- ଆପଣ ଯଦି ପିମ୍ପୁଡି ମାନଙ୍କୁ ତାଙ୍କ ମନ ପସନ୍ଦର ଖାଦ୍ୟ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କୁ ଆପଣଙ୍କ ଜୀବନର ସମସ୍ତ ସୁଖ ମିଳିଥାଏ । ଏହା ସହିତ ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ଶୀଘ୍ର କରଜ ରୁ ମୁକ୍ତି ମିଳିଥାଏ ।
୩- ମାଙ୍କଡ;- ମାଙ୍କଡ ଙ୍କୁ ପ୍ରତ୍ୟକ ମଙ୍ଗଳବାର ଚଣା ଏବଂ ମିଠା ଦିଆଯାଏ ତେବେ ଆପଣଙ୍କ ଜୀବନରେ ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଥାଏ । ମାଙ୍କଡଙ୍କୁ ଖୁଆଇବା ଦ୍ଵାରା ପ୍ରଭୁ ହନୁମାନ ସନ୍ତୁଷ୍ଠ ହୋଇଥାନ୍ତି । ଏପରି କରିବା ଦ୍ଵାରା ପ୍ରତ୍ୟକ ବ୍ୟକ୍ତିଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ ।
୪- କୁକୁର;- ଯଦି ଆପଣ କୁକୁର ଙ୍କୁ ବିସ୍କୁଟ ଖୁଆନ୍ତି ତେବେ ଆପଣଙ୍କୁ କରଜ ରୁ ମୁକ୍ତି ତ ମିଳେ, ଏହା ସହିତ ଆପଣଙ୍କ ଘରେ ଯଦି ଲଢେଇ ଝଗଡା ଲାଗୁଥାଏ ତେବେ ତାହା ମଧ୍ୟ ସ୍ୱଳ୍ପ ସମୟରେ ନଷ୍ଟ ହୋଇଯାଏ । ଏଥି ନିମନ୍ତେ ଆପଣ ଏହି ଉପାୟ ମଧ୍ୟ ନିଶ୍ଚିତ ରୂପେ କରନ୍ତୁ ।
୫- ଗୋ-ମାତା;- ବନ୍ଧୁଗଣ ଗାଈ ଶରୀରରେ ସମସ୍ତ ଦେବୀ ଦେବତାଙ୍କ ନିବାସ ରହିଥାଏ । ଏହି କାରଣରୁ ଗୋ-ମାତା ବୋଲି ମାନ୍ୟତା ଦିଆଯାଏ । ଯଦି ଆମ୍ଭେ ଗୋମାତା ଙ୍କୁ ପ୍ରଥମ ରୋଟି ଖାଇବାକୁ ଦେବା ତେବେ ଆପଣଙ୍କୁ ଏହାର ଫଳ ନିଶ୍ଚିତ ରୂପେ ଦେଖିବାକୁ ମିଳିଥାଏ । ଏହା ସହିତ ଆପଣଙ୍କ କରଜ ତଥା ସମସ୍ତ ସମସ୍ୟା ଗୁଡିକ ଧୀରେ ଧୀରେ ସମାପ୍ତ ହୋଇଯାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।