ସ୍ତ୍ରୀ ପୂର୍ବରୁ କାହିଁକି ସ୍ଵାମୀର ମୃତ୍ୟୁ ହୋଇଯାଏ ? ଯେଉଁ ସ୍ତ୍ରୀ ମାନେ ଏହି 3 ଟି ଭୁଲ କରନ୍ତି ସାବଧାନ !

ନମସ୍କାର ବନ୍ଧୁଗଣ, ଆପଣ ମାନେ ଯଦି ଅନୁମାନ କରୁଥିବେ ତେବେ ଦେଖୁଥିବେ କିମ୍ବା ଜାଣିବାକୁ ପାଉଥିବେ ମଧ୍ୟ କି ସ୍ତ୍ରୀ ମାନଙ୍କୁ ପୂର୍ବରୁ ପ୍ରାୟ ସ୍ଵାମୀ ସଂସାର ତ୍ୟାଗ କରୁଛନ୍ତି ବା ମୃତ୍ୟୁ ବରଣ କରୁଛନ୍ତି । ତେବେ କାହିଁକି ସ୍ତ୍ରୀ ସ୍ଵାମୀ ଠାରୁ ଅଧିକ ବଞ୍ଚୁଛି । ସ୍ତ୍ରୀ ଥାଉ ଥାଉ ସ୍ଵାମୀର ମରଣ ହେବା ପଛର କାରଣ ଭଗବାନ ଶ୍ରୀକୃଷ୍ଣ ବହୁତ ଭଲ ଭାବରେ ଜଣାଇଛନ୍ତି । ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା । ସଂସାରକୁ ଜନ୍ମ ନେଇ ଆସିବା ପରେ ଆମେ କରୁଥିବା କର୍ମ ପାଇଁ ଆମ ଆୟୁ କମ ମଧ୍ୟ ହୋଇଯାଇଥାଏ । ଜନ୍ମ ସମୟରେ ସାଙ୍ଗରେ ନେଇ ଆସିଥିବା ଆୟୁଷ ବଦଳିଯାଏ କରୁଥିବା କର୍ମ ଅନୁଯାୟୀ । ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀଙ୍କୁ ଉଭୟ ଉଭୟଙ୍କର ପୂରକ ମନାଯାଏ ।

ଗୋଟିଏ ବ୍ଯକ୍ତିର ଜୀବନ ସେବେ ପର୍ଯ୍ୟନ୍ତ ଅଧୁରା ରହିଥାଏ ଯେବେ ଯାଏ ତାଙ୍କୁ ଜୀବନସାଥୀ ମିଳିନଥାଏ । ଯଦି କୌଣସି ପତ୍ନୀ ନିଜ ସ୍ଵାମୀଙ୍କ ଲମ୍ବା ଆୟୁଷ ପାଇଁ ବ୍ରତ ରଖିଥାଏ, ତୀର୍ଥ ଭ୍ରମଣ କରିଥାଏ କିମ୍ବା କୌଣସି ପୂଜା କରିଥାଏ ତ ବିଶ୍ଵାସ କରନ୍ତୁ ଶାସ୍ତ୍ରା ଅନୁଯାୟୀ ଏହିସବୁ କରିବା ଦ୍ଵାରା ନିଶ୍ଚିନ୍ତ ଭାବରେ ସ୍ଵାମୀର ଆୟୁଷ ବୃଦ୍ଧି ହୋଇଥାଏ ।

ଯଦି ସ୍ତ୍ରୀ ନିଜ ସ୍ଵାମୀ ପାଇଁ କୌଣସି ପ୍ରକାର ବ୍ରତ ରଖିଥାଏ ଏବଂ ଉପବାସ ସମୟରେ ଯଦି ସେହି ମହିଳା ଖାଇବା ଖାଇ ଦେଇଥାଏ ଆଉ ଉପବାସକୁ ଲୁଚି ଭାଙ୍ଗି ଦେଇଥାଏ ତେବେ ଏହା ଏକ ବହୁତ ବଡ ପାପ ହୋଇଥାଏ । ଶାସ୍ତ୍ର ବିରୋଧୀ ମଧ୍ୟ ଏହି କାର୍ଯ୍ୟ ଅଟେ । ସ୍ତ୍ରୀ କରୁଥିବା ଏହି କାର୍ଯ୍ୟର ପ୍ରଭାବ ନିଶ୍ଚିନ୍ତ ଭାବରେ ତା ସ୍ଵାମୀ ଉପରେ ପଡିଥାଏ । ଏବଂ ସ୍ଵାମୀର ଆୟୁଷ କମିବା ସହ ଅକାଳରେ ମୃତ୍ୟୁ ହେବାର ଯୋଗ ବନିଥାଏ ।

ଯଦି କୌଣସି ସ୍ତ୍ରୀ କିଛି ଭୁଲ କାର୍ଯ୍ୟ କରି ହେଉ ବା ଛୋଟ ଛୋଟ କଥାରେ ବୀ ହେଉ ବାରମ୍ବାର ନିଜ ସ୍ଵାମୀ ନାଁ ନେଇ ଶପଥ ଖାଇବା ଅନୁଚିତ । ସବୁବେଳେ ସ୍ଵାମୀକୁ କଟୁକଥା କହିବା ସହ ସ୍ଵାମୀ ସହ ଝଗଡା କରିବା କରୁଥିବା ମହିଳାଙ୍କ ଏହି କାର୍ଯ୍ୟ ସ୍ଵାମୀଙ୍କ ଜୀବନ ଅକାଳରେ ଯିବାର କାରଣ ହୋଇଥାଏ । ମାଂସ ଖାଉଥିବା ସ୍ତ୍ରୀ ମଧ୍ୟ ଏକ ବଡ ପାପ କରିଥାଏ ମାଂସ ଖାଇ ତଥା ଆମିଷ ଗ୍ରହଣ କରି । ଗୁରୁବାର ଦିନ କୌଣସି ମହିଳା ନିଜ ମୁଣ୍ଡ ଧୋଇବା ଉଚିତ ନୁହେଁ ।

କାରଣ ଏହଦ୍ଵାରା ସ୍ଵାମୀଙ୍କ ଆୟୁଷ କ୍ଷୟ ହେବା ସହ ସ୍ତ୍ରୀ ଥାଉ ଥାଉ ସ୍ଵାମୀର ଅକାଳରେ ବିୟୋଗ ହୋଇଯାଏ । ସ୍ତ୍ରୀ ମାନଙ୍କର ଏହି କର୍ମର ଫଳ ଦ୍ଵାରା ସ୍ଵାମୀ ମାନଙ୍କର ବିୟୋଗ ସ୍ତ୍ରୀ ମାନଙ୍କ ପୂର୍ବରୁ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବୀ ଭୁଲିବେନି ।

Leave a Reply

Your email address will not be published. Required fields are marked *