ସ୍ତ୍ରୀ ମାଗିଲେ ବି ଏହି ଜିନିଷ ଦିଅନ୍ତୁ ନାହିଁ ନହେଲେ ବୈବାହିକ ଜୀବନରେ ଫାଟ ଆସିବ…

ସ୍ଵାମୀ ମାନେ ତାଙ୍କ ସ୍ତ୍ରୀକୁ ଖୁସି କରିବା ପାଇଁ ତାଙ୍କୁ ଅନେକ ସମୟରେ ଉପହାର ସ୍ୱରୂପ ଅନେକ କିଛି ଗିଫ୍ଟ ପ୍ରଦାନ କରିଥାନ୍ତି । ଯାହା ଦ୍ଵାରା ସ୍ତ୍ରୀ ଓ ସ୍ଵାମୀ ମଧ୍ୟରେ ଥିବା ସମ୍ପର୍କ ଅଧିକ ମଧୁର ହୋଇଥାଏ । ଏଥିସହ ସ୍ଵାମୀ ଓ ସ୍ତ୍ରୀ ପରସ୍ପରଙ୍କ ପ୍ରତି ଭଲ ପାଇବା ମଧ୍ୟ ବଢିଥାଏ । ହେଲେ କଣ ଆପଣ ମାନେ ଜାଣିଛନ୍ତି କି ! ସ୍ଵାମୀ ମାନେ ନିଜ ସ୍ତ୍ରୀ କୁ କେଉଁ କେଉଁ ଉପହାର ଦେବା ଅନୁଚିତ ଅଟେ । ନଚେତ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ବଦଳରେ ତିକ୍ତତା ବଢିବାରେ ଲାଗିଥାଏ । ଏଥିସହ ଯେଉଁ ସ୍ଵାମୀ ମାନେ ଏପରି କିଛି ଗିଫ୍ଟ ସ୍ତ୍ରୀ କୁ ଦେଇଥାନ୍ତି । ଯାହା ଫଳରେ ତାଙ୍କ ସ୍ତ୍ରୀଙ୍କର ଆୟୁଷ କମିୟାଇଥାଏ । 

1- ସ୍ଵାମୀ ମାନେ ନିଜ ସ୍ତ୍ରୀ କୁ ଖୁସି କରିବା ପାଇଁ ତାଜମହଲକୁ ଉପହାର ସ୍ୱରୂପ ସ୍ତ୍ରୀ କୁ ଦେବା ଉଚିତ ନୁହେଁ । ଯଦିଓ ତାଜମହଲକୁ ପ୍ରେମର ପ୍ରତୀକ ବୋଲି ବିବେଚନା କରାଯାଇଥାଏ । ହେଲେ ତାହାକୁ ସ୍ତ୍ରୀ କୁ ଗିଫ୍ଟ ଦେବା କି ଘରେ ରଖିବାକୁ ଶୁଭ କୁହାଯାଇନଥାଏ । ତେଣୁ ତାଜମହଲକୁ ଗିଫ୍ଟ ରୂପେ ଦିଅନ୍ତୁ ନାହିଁ । 

2- ସ୍ଵାମୀ ସ୍ତ୍ରୀ ଙ୍କୁ କିମ୍ବା ସ୍ତ୍ରୀ ସ୍ଵାମୀଙ୍କୁ ଉପହାର ସ୍ୱରୂପ ଧଳା ଗୋଲାପ ଦେବା ଉଚିତ ନୁହେଁ । ନଚେତ ସେହି ଦମ୍ପତ୍ତିଙ୍କ ମଧ୍ୟରେ ପ୍ରେମ ବଢିବା ବଦଳରେ କମିବାକୁ ଲାଗିଥାଏ । ତେଣୁ ଧଳା ଗୋଲାପ କି ଧଳା ରଙ୍ଗର କୌଣସି ଫୁଲ ସ୍ତ୍ରୀ ଙ୍କୁ ଦିଅନ୍ତୁ ନାହିଁ । ନଚେତ ସ୍ତ୍ରୀ ଙ୍କର ଆୟୁଷ କମିଯାଇଥାଏ । 

3- ସ୍ତ୍ରୀ ଙ୍କୁ ଜୋତା, ଚପଲ ଆଦି ଗିଫ୍ଟ ରୂପେ ଦେବା ବାସ୍ତୁ ଶାସ୍ତ୍ର ଅନୁଯାଇ ଉଚିତ ନୁହେଁ । ଯଦି ସ୍ଵାମୀ ଓ ସ୍ତ୍ରୀ ଉଭୟ ମାର୍କେଟ ଯାଇଥିବେ । ତେବେ ଏହାକୁ କିଣିକି ଆଣିପାରିବେ । 

4- ସ୍ଵାମୀ ମାନେ ଭୁଲରେ ମଧ୍ୟ ସଂପୂର୍ଣ୍ଣ ଧଳା ରଙ୍ଗର କୌଣସି ଡିଜାଇନ ଶାଢୀ କି ଚୁଡି ନିଜ ସ୍ତ୍ରୀ ଙ୍କୁ ଗିଫ୍ଟ ଦିଅନ୍ତୁ ନାହିଁ । 

5- ସ୍ଵାମୀ ସ୍ତ୍ରୀ ପରସ୍ପରଙ୍କୁ କୌଣସି ପ୍ରକାର ଧାରୁଆ ଅସ୍ତ୍ର ଗିଫ୍ଟ ରୂପେ ଦିଅନ୍ତୁ ନାହିଁ । ନଚେତ ଏହାର କୁ ପ୍ରଭାବ ସ୍ଵାମୀ ସ୍ତ୍ରୀ ର ମଧୁର ସମ୍ପର୍କ ଉପରେ ପ୍ରଭାବ ପକାଇବ । ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଅଶାନ୍ତି ଆସିଥାଏ ।  

ତେଣୁ ଉପୋରୋକ୍ତ ଏହି 5 ଟି ଜିନିଷକୁ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଗିଫ୍ଟ ରୂପେ ଦେବା ଉଚିତ ନୁହେଁ । ନଚେତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିପାରେ । ଆଶା କରୁଛୁ, ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।    

Leave a Reply

Your email address will not be published. Required fields are marked *