ଏହି ଗୋଟେ ପତ୍ରର ସେବନ ଦ୍ବାରା ଜୀବନରେ କେବେବି ରୋଗ ହେବ ନାହିଁ… 100% ସତ

ବନ୍ଧୁଗଣ ଭୃଷଙ୍ଗ ପତ୍ରକୁ ଆପଣ ମାନେ ନିହାତି ଭାବେ ଦେଖିଥିବେ । ଏଥିସହ ତାହାର ବ୍ୟବହାର ସମ୍ପର୍କରେ ମଧ୍ୟ ଜାଣିଥିବେ । ଏହାର ଭଲ ବାସ୍ନା ପାଇଁ ଏହାକୁ ଅନେକ ଖାଇବାରେ ପ୍ରୟୋଗ କରାଯାଇଥାଏ । ହେଲେ ଏହି ଭୃଷଙ୍ଗ ପତ୍ରକୁ କେବଳ ବାସ୍ନା ପାଇଁ ନୁହେଁ, ବଂର ଏହାର ଅନେକ ଉପକାରୀତା ଆମ ଶରୀର ପାଇଁ ମଧ୍ୟ ରହିଅଛି । ତେବେ ଭୃଷଙ୍ଗ ପତ୍ରର ଉପକାରୀତା ସମ୍ପର୍କରେ ଚାଲନ୍ତୁ ଜାଣିବା ।

1- ଯେଉଁ ମାନଙ୍କର ଚୁଟିକୁ ନେଇ ବହୁତ ପ୍ରକାର ସମସ୍ଯା ରହୁଥାଏ । ଚୁଟି ଝଡିବା, ଛିଡିବା ଓ ନବଢିବା ଭଳି ପ୍ରୋବ୍ଲେମ ରହୁଥାଏ । ସେମାନେ ଏହି ଭୃଷଙ୍ଗ ପତ୍ରର ବ୍ୟବହାର କରି ଚୁଟି ସମସ୍ଯାରୁ ମୁକ୍ତି ପାଇପାରିବେ । ଏହି ପତ୍ରର ପେଷ୍ଟ କରି ଆପଣ ଚୁଟିରେ ଲଗାଇ 1 ଘଣ୍ଟା ପରେ ଚୁଟିକୁ କୌଣସି ଆୟୁରଭେଦିକ ସାମ୍ପୁ ସହାୟତାରେ ସଫା କରି ଦିଅନ୍ତୁ । ଏହାକୁ ନିୟମିତ ରୂପେ ସପ୍ତାହରେ 1 ରୁ 2 ଥର କିଛି ସପ୍ତାହ ପାଇଁ କରି ଦେଖନ୍ତୁ । ଚୁଟି ସହ ଜଡିତ ଅନେକ ପ୍ରୋବ୍ଲେମ ଗାୟବ ହୋଇଯିବ ।

2- ପେଟ କାଟିବା, ଡାଏରିଆ ହେବା ବା ପେଟକୁ ନେଇ କିଛି ବି ପ୍ରୋବ୍ଲେମ ରହୁଛି । ତେବେ ନିଜ ଖାଦ୍ୟରେ ଭୃଷଙ୍ଗ ପତ୍ରର ଆଡ୍ କରି ନିହାତି ଏହାକୁ ଖାଆନ୍ତୁ ।

3- ଯେଉଁ ମାନେ ନିଜର ଅତ୍ୟଧିକ ମୋଟାପଣକୁ ନେଇ ଚିନ୍ତିତ ରାହୁଥାନ୍ତି । ତେବେ ସେମାନେ ନିୟମିତ ରୂପେ ଏକସରସାଇଜ କରିବା ଅସହ ନିଜ ଖାଦ୍ୟରେ ଭୃଷଙ୍ଗ ପତ୍ରର ଆଡ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଏହା ମୋଟାପଣ କମାଇବାରେ ବହୁତ ହେଲ୍ପ କରିଥାଏ ।

4- ସ୍କିନ ତଥା ତ୍ଵଚାକୁ ସୁନ୍ଦର କରିବାରେ ମଧ୍ୟ ଭୃଷଙ୍ଗ ପତ୍ରର ଭୂମିକା ରହିଛି । ଭୃଷଙ୍ଗ ପତ୍ରକୁ ଖରାରେ ଶୁଖାଇ ତାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତାପରେ ସେହି ଗୁଣ୍ଡରେ ଗୋଲାପ ଜଳ, ମୂଲତାନୀ ମିଟି ଓ ନଡିଆ ତେଲ ମିଶାଇ ଏକ ବହୁତ ଭଲ ଫେସପ୍ୟାକ ପ୍ରସ୍ତୁତ କରନ୍ତୁ । ଏହି ଫେସପ୍ୟାକକୁ ମୁହଁରେ ଲଗାଇ କିଛି ସମୟ ରଖି ଶୁଖିଗଲା ପରେ ମୁହଁକୁ ସାଧାରଣ ପାଣିରେ ୱାଶ କରିଦିଅନ୍ତୁ । ଏହାକୁ କିଛି ଥର କରିବା ପରେ ମୁହଁର ପିମ୍ପଲ, କଳା ଦାଗ ଭଳି ଚିନ୍ତା ଆପଣଙ୍କ ଦୂର ହୋଇଯିବ ।

5- ଭୃଷଙ୍ଗ ପତ୍ର ଶରୀରର କୋଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରି ରଖିଥାଏ । ଏଥିସହ ଶରୀରରେ ଜମିଥିବା ଖରାପ କୋଲେଷ୍ଟ୍ରଲକୁ ଏହା ଶରୀରରୁ କାଢିବାରେ ମଧ୍ୟ ସାହାଜ୍ଯ କରିଥାଏ ।

ତେବେ ବନ୍ଧୁଗଣ ଭୃଷଙ୍ଗ ପତ୍ରର ଅନେକ ସାରା ଏହିଭଳି ଉପକାରୀତା ରହିଛି । ତେଣୁ ଆପଣ ଏହାର ପ୍ରୟୋଗ କରି ତାହାର ଫାଇଦା ନିହାତି ଭାବରେ ଉଠାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *