ସୋରିଷ ତେଲରେ ବାସ୍ ମିଶାଇ ଲଗାନ୍ତୁ ଏହି ଗୋଟିଏ ଜିନିଷ ! ଚୁଟି ଝଡିବାରୁ ସବୁଦିନ ପାଆନ୍ତୁ ମୁକ୍ତି ! Hair Care Tips  

ନମସ୍କାର ବନ୍ଧୁଗଣ ,  ଏହି ତେଲ କୁ ଲଗେଇଲା ପରେ ଚୁଟି ଏମିତି ବଢିବ କି ଦେଖି ଆଶ୍ଚର୍ଯ୍ୟ ହେଇଯିବେ । ଆଜି କାଲି ଝିଅ ଏବଂ ସ୍ତ୍ରୀ ଲୋକମାନଙ୍କ ଅଧିକ ପରିମାଣରେ ଚୁଟି ଝଡିଥାଏ । ଏହି ବିଷୟକୁ ନେଇ ସେମାନେ ଅଧିକ ଚିନ୍ତା କରନ୍ତି । ଆପଣମାନେ ମଧ୍ୟ ଏହି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି , ତେବେ  ଏହି ଉପାୟ କୁ ଘରେ ପ୍ରସ୍ତୁତ କରି ଲଗାନ୍ତୁ । ଆମ ର ଚୁଟି କଣ ପାଇଁ ଝଡିଥାଏ ।  ଯଦି ଆମର ଚୁଟି ରୁ ଅଧିକ ଝାଳ ବାହାରେ ତେବେ ତାହା ଶୁଖି ନ ଥାଏ ।

ଚୁଟି ରେ ଝାଳ ରହିଯିବା ଦ୍ଵାରା ଚୁଟି ଦୁର୍ବଳ ହୋଇଯାଇଥାଏ ଏବଂ ଚୁଟି ଝଡିଥାଏ । ଏହା ଛଡା ଯଦି ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନ କୁ ଯାଇଥାନ୍ତି । ଏହା ଦ୍ଵାରା ମଧ୍ୟ ଚୁଟି ଝଡିଥାଏ । ପାଣି , ସାମ୍ପୁ ପରିବର୍ତ୍ତନ କରିବା ଦ୍ଵାରା ମଧ୍ୟ ଚୁଟି ଉପରେ ଏହାର ପ୍ରଭାବ ପଡିଥାଏ , ଯାହା ଫଳରେ ଚୁଟି ଝଡିଥାଏ । ଏହି ଘରୋଇ ଉପକରଣ କୁ କରିବା ଦ୍ଵାରା ଆପଣଙ୍କ ଚୁଟି ବଢିବା ସହିତ ମୋଟା , ମଜବୁତ , ଚମତ୍କିତ ହୋଇଥାଏ ।

ଚୁଟି ବଢିବାରେ ତେଲ ର ଭୂମିକା ଅଧିକ ରହିଛି , କିନ୍ତୁ ତାହା ମାନେ ଏହା ନୁହେ କି ଆପଣ ବହୁତ ଦିନ ଯାଏ ତେଲ ଲଗେଇକି ରଖିବା ଦ୍ଵାରା ଏକ ଆମ ଚୁଟି କୁ ଦୁର୍ବଳ କରିଦେଇଥାଏ । ତେଣୁ ତଳ କୁ ଅଧିକ ବ୍ୟବହାର କରିବା ବା ଅଧିକ ଦିନ ଯାଏ ଲଗେଇକି ରଖିବା ଠିକ ହୋଇନଥାଏ । ଏହା ସହିତ ଚୁଟି କୁ ସଫା କରିବା ଦରକାର ସପ୍ତାହ କୁ ଦୁଇ ଥର ଚୁଟି କୁ ସଫା କରିବା  ଉଚିତ୍ ।

ଏହି ଉପାୟ କୁ କରିବା ପାଇଁ ଆମକୁ ଆବଶ୍ୟକ ହୋଇଥାଏ ସୋରିଷ ତେଲ ଏବଂ ମେଥି ଦାନା ଏହି ଦୁଇଟି ଜିନିଷ ଆମେ ଘରେ ସହଜରେ ପାଇଥାଉ । ସୋରିଷ ତେଲ କୁ ଚୁଟି ରେ ଲଗେଇବା ଦ୍ଵାରା ଏହା ଚୁଟି ନଷ୍ଟ ହେବାରୁ ରକ୍ଷା କରିଥାଏ ଏବଂ ଚୁଟି କୁ ବଢିବା ରେ ସାହାଯ୍ୟ କରିଥାଏ । ସୋରିଷ ତେଲ ଚୁଟି ସମନ୍ଧୀୟ ସମସ୍ତ ସମସ୍ୟା କୁ ମୂଳ ରୁ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ ।

ପ୍ରଥମେ ଏକ ପାତ୍ର କି ଗ୍ୟାସ ଉପରେ ବସେଇବେ ଏବେ ଏଥିରେ ଏକ କଫ ସୋରିଷ ତେଲ ପକେଇ କିଛି ସମୟ ପାଇଁ ଗରମ ହେବାକୁ ଦେବେ । ତା ପରେ ଗ୍ୟାସ ର ବେଗ କୁ କମ୍ କରି ମେଥି କୁ ପକେଇ କମ ଉତ୍ତାପ ରେ ଏହାକୁ ଫୁଟାଇବେ । ଦଶ ମିନିଟ୍ ପରେ ବନ୍ଦ କରି ଦେଇ ଥଣ୍ଡା ହେଲା ପରେ ଏହାକୁ ଛାଣି , ଏହି ତେଲ କୁ ଚୁଟି ରେ ଲଗେଇବେ  ଏବଂ ଏହା ପରେ ଚୁଟି କୁ ସଫା କରିନେବେ । ଏହି ଉପାୟ କୁ ସପ୍ତାହ କରିବା ଦ୍ଵାରା ଆପଣଙ୍କ ଚୁଟି ବଢିଥାଏ । ଏଭଳି

ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *