ଭଗବାନ ହନୁମାନଙ୍କୁ ଭକ୍ତି ମନରେ ଚଢାଇ ଦିଅନ୍ତୁ ଏହି 1 ଗୁପ୍ତ ଜିନିଷ ! ତାପରେ ଦେଖନ୍ତୁ ଏହାର ଅଦ୍ଭୁତପୂର୍ବ ଚମତ୍କାରୀତା ! 

ନମସ୍କାର ବନ୍ଧୁଗଣ, କରଜ ମୁକ୍ତ ଜୀବନ ଅଟିଏ ମଣିଷ ପାଇଁ ସୁଖୀ ଜୀବନ ହୋଇଥାଏ । ଯେଉଁ ମଣିଷ କରଜରେ ଡୁବି ରହିଥାଏ ତାଙ୍କ ଜୀବନରେ କେବଳ ଚିନ୍ତା ହିଁ ରହିଥାଏ । କରଜ ନେବା ଯେତେ ସହଜ ହୋଇଥାଏ ତାଠାରୁ ବହୁ ଗୁଣରେ ଅଧିକ ବେଳେବେଳେ ସେଥିରୁ ମୁକ୍ତି ପାଇବା ପାଇଁ କଷ୍ଟସାଧ୍ୟ ହୋଇପଡେ । ଯଦି ଆପଣ କରଜରେ ଡୁବି ରହିଛନ୍ତି ତେବେ ଭଗବାନଙ୍କ ଉପରେ ଭରସା ରଖି କରନ୍ତୁ ଏହି ଉପାୟ ଆଉ ପାଆନ୍ତୁ ମୁକ୍ତି କରଜରୁ । ତେବେ ଆଉ  ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ବୁଧ ଗ୍ରହ ସହ ପାନ ପତ୍ରର ଏକ ଗଭୀର ସଂଯୋଗ ରହିଛି । ଏହା ଧନ ଜନିତ ସମସ୍ୟାକୁ ଦୂର କରିଦେଇଥାଏ । ଯଦି ଆପଣ କରଜରେ ପଡି ବହୁତ ଅଧିକ ଚିନ୍ତାରେ ଅଛନ୍ତି ତେବେ ଆପଣ ପାନ ପତ୍ରରେ ଏକ ଉପାୟ କରନ୍ତୁ । ଆପଣଙ୍କୁ ଏହି ଉପାୟ କରିବା ନିମନ୍ତେ ଏକ ଭଲ ସ୍ଵଚ୍ଛ ଏବଂ ଫାଟି ନଥିବା କିମ୍ବା କଣା ନ ହୋଇଥିବା ପାନ ପତ୍ର ଆବଶ୍ୟକ ।

ସେହି ପାନପତ୍ରର ଡେମ୍ଫକୁ ପ୍ରଥମେ ଛିଡାଇ ଦିଅନ୍ତୁ । ଏହା ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଗୁଜୁରାତି ରଖନ୍ତୁ। ଏବଂ ଏହିପତ୍ରକୁ ମୋଡି ପାନ ଖିଲ ପ୍ରସ୍ତୁତ କରନ୍ତୁ । ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ସ୍ନାନ କରନ୍ତୁ । ସ୍ଵଚ୍ଛ ଏବଂ ପବିତ୍ର ବସ୍ତ୍ର ପରିଧାନ କରନ୍ତୁ । ଏବଂ ହନୁମାନଙ୍କ ମନ୍ଦିର ଯାଆନ୍ତୁ । ମନ୍ଦିର ଯାଇ ବଜରଙ୍ଗବଲୀ ହନୁମାନଙ୍କୁ ଏହି ପାନର ବିଡା ଅର୍ପଣ କରିଦିଅନ୍ତୁ ।

ତିନିମାସ ପର୍ଯ୍ୟନ୍ତ ଆପଣ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ଉପାୟ କରନ୍ତୁ ତଥା ହନୁମାନଙ୍କ ମନ୍ଦିରକୁ ଯାଇ ଏହି ଉପାୟର ପ୍ରୟୋଗ କରନ୍ତୁ । ଯଦି ଆପଣ କୌଣସି କାରଣ କିମ୍ବା ଅସୁବିଧା ମନ୍ଦିର ଯାଇ ପାରୁନାହାନ୍ତି । ତେବେ ଆପଣଙ୍କ ବଦଳରେ ଏହି ଉପାୟକୁ ଅନ୍ୟ କେହି ମଧ୍ୟ କରିପାରିବେ । କିନ୍ତୁ ଏହି ଉପାୟକୁ ବନ୍ଦ କରିବା ଅନୁଚିତ । ଆପଣ ମଙ୍ଗଳବାର ଦିନ କୌଣସି ତାମସିକ ଭୋଜନ କରନ୍ତୁ ନାହିଁ ।

ସ୍ଵସ୍ତିକ ଆହାର ଗ୍ରହଣ କରନ୍ତୁ ନାହିଁ । ଆପଣ ଏହା କରିବା ଦ୍ଵାରା ବହୁତ ଶୀଘ୍ର ହିଁ ଆପଣଙ୍କୁ କରଜ ସୁଝିବାର ରାସ୍ତା ମିଳିଯାଏ । ଆପଣ ଏହା କରିବା ଫଳରେ ବହୁତ ସହଜରେ କରଜରୁ ମୁକ୍ତି ପାଇବେ । ହନୁମାନଙ୍କ ଶରଣରେ ଯେଉଁ ମଣିଷ ଆସିଥାଏ ସେହି ମଣିଷକୁ ଭଗବାନ ସର୍ବଦା ସାହା ହୋଇଥାନ୍ତି ।

ଧ୍ୟାନରେ ରଖନ୍ତୁ ଆପଣ କେବେ ମଧ୍ୟ ମଙ୍ଗଳବାର କିମ୍ବା ଶନିବାର ଦିନ କରଜ ଆଣନ୍ତୁ ନାହିଁ । କାରଣ ଏହିଦିନ କରାଯାଇଥିବା କରଜରୁ ମୁକ୍ତି ପାଇବାରେ ବହୁତ ଅସୁବିଧା ଉପୁଜିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରରିବା ପାଇଁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *