Health Tips- ରାତିରେ ଶୋଇବା ପୂର୍ବରୁ ଏହିପରି କରନ୍ତୁ ନିଜ ପାଦ ତଳିପା ମାଲିସ, ଆଉ ତା’ପରେ ଯାହା ହେବ ଆପଣ ସ୍ବପ୍ନରେ ସୁଧା ଭାବି ନଥିବେ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, ସାଧାରଣତ ଆମ୍ଭର ତଳିପାଦ ରେ ବହୁତ ଏଭଳି ପଏଣ୍ଟ ରହିଅଛି ଯାହା କି ଅଲଗା ଅଲଗା ଅଙ୍ଗ ସହିତ ଜଡିତ ହୋଇ ରହିଅଛି । ଯଦି ଏହି ପଏଣ୍ଟ ମାନଙ୍କର ରାତିରେ ମାଲିସ କରାଯାଏ ତେବେ ଏହା ଆପଣଙ୍କୁ ଅନେକ ହେଲ୍ଥ ବେନିଫିଟ୍ସ ଦେଇଥାନ୍ତି । ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ରାତିରେ ପାଦର ମାଲିସ କରିଲେ କେଉଁ କେଉଁ ଫାଇଦା ମିଳିଥାଏ ? ଶୋଇବା ପୂର୍ବ ରୁ ଯଦି ହାଲ୍କା ଗରମ ସୋରିଷ ତେଲ ରେ ତଳିପାଦ ର ମାଲିସ କରାଯାଏ ତେବେ ଏହାଦ୍ଵାରା ଗଜବ ଫାଇଦା ମିଳିଥାଏ ।

ଏହାଦ୍ଵାରା ଶରୀରର ଅନେକ ପ୍ରୋବ୍ଲେମ ଦୂର ହୋଇଥାଏ । ଏହି ତେଲରେ ଅନେକ ଭିଟାମିନ ଉପସ୍ଥିତ ହୋଇ ରହିଥାଏ । ଯାହା ଦରଦ କୁ ଟାଣିବା ସହିତ କେତେକ ହେଲ୍ଥ ବେନିଫିଟ ଦେଇଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ବନ୍ଧରେ,- ଏହା ସାଧାରଣତ ଆଖି ନିମନ୍ତେ ବହୁତ ଲାଭ ଦାୟକ ହୋଇଥାଏ ।

ରାତିରେ ଶୋଇବା ପୂର୍ବରୁ ଯଦି ସୋରିଷ ତେଲ ରେ ପାଦର ତଳ ଭାଗ ମାଲିସ କରାଯାଏ ତେବେ ଆଖିର ଆଲୋକ ବଢିଥାଏ । ଏହା ସେମାନଙ୍କ ନିମନ୍ତେ ମଧ୍ୟ ଲାଭଦାୟକ ଅଟେ ଯେଉଁ ମାନଙ୍କ ବ୍ଲଡ଼ ସର୍କୁଲେସନ ସଠିକ ହୋଇନଥାଏ । ଯେଉଁ ମାନଙ୍କର ହାଇବିପି ଅଥବା ଲୋ-ବିପି ର ଅସୁବିଧା ରହିଅଛି ଏହା ଶରୀରରେ ବ୍ଲଡ଼ ସରକୁଲେସନକୁ ସଠିକ କରିଥାଏ । ଏଥିପାଇଁ ତଳିପାଦ ର ମାଲିସ କରିବା ନିହାତି ଆବଶ୍ୟକ ଅଟେ ।

ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ମାଲିସ କରିବା ଦ୍ଵାରା ମୁଣ୍ଡରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ବ୍ଲଡ଼ ସର୍କୁଲେସନ ସଠିକ ହୋଇଥାଏ । ଏହା ସେମାନଙ୍କ ନିମନ୍ତେ ମଧ୍ୟ ଲାଭ ଦାୟକ ଅଟେ ଯେଉଁ ମାନଙ୍କ ର ଡାଇବେଟିସ କାରଣରୁ ପାଦ ଶୁନ ପଡିଯାଇଥାଏ । ଯେଉଁ ମାନଙ୍କର ତଳିପାଦ ରେ ବହୁତ ଦରଦ ରହିଥାଏ, ପେଣ୍ଡା ତଥା ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ, ତେବେ ଆପଣ ମାନେ ମଧ୍ୟ ନୀତିଦିନ ଶୋଇବା ସମୟରେ ପାଦତଳ ମାଲିସ କରନ୍ତୁ ।

ଏହାଦ୍ଵାରା ଆପଣଙ୍କ ଶରୀରର ମାଂସପେଶୀ କୁ ଏହା ବହୁତ ଜଲ୍ଦି ଆରାମ ପହଞ୍ଚାଇ ଥାଏ । ଏହା ସହିତ ଯଦି ଆପଣଙ୍କ ପାଦ ଫୁଲିଥାଏ ତେବେ ଏହିଭଳି ମାଲିସ କରିବା ଫଳରେ ତାହା ମଧ୍ୟ କମିଯାଇଥାଏ । ଯାହାଦ୍ୱାରା ଆରାମ ମିଳିଥାଏ । ମାତ୍ର ମାଲିସ କରିବା ପୂର୍ବ ରୁ ଯଦି ପାଦ କୁ ହାଲ୍କା ଗରମ ପାଣିରେ ଧୋଇ ଦିଆଯାଏ ତେବେ ରେଜଲ୍ଟ ଆହୁରୀ ଭଲ ମିଳିଥାଏ, ଯଦି ପାଦରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ମାଲିସ କରାଯାଏ ତେବେ ଶରୀରର ମେଟାବେଲିଜିୟମ ସଠିକ ରହିଥାଏ ।

ଏହା ମସ୍ତିଷ୍କ କୁ ଶାନ୍ତ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ତଳିପାଦ ରେ ସୋରିଷ ତେଲ ର ମାଲିସ ବ୍ୟତୀତ ଯଦି ଆପଣ ଏହାକୁ ନାଭିରେ ୨ ରୁ ୪ ବୁନ୍ଦା ପକାନ୍ତି ତେବେ ମଧ୍ୟ ଆପଣଙ୍କୁ ବହୁତ ଲାଭ ମିଳିବ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *