ଶୋଇବାଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି 5ଟି ଜିନିଷ, ଆଜି ହିଁ ବାହାରକରନ୍ତୁ

ବନ୍ଧୁଗଣ ଆପଣ ମାନେ ଯଦି ବି ନିଜର ଶୋଇବା ଘରେ ଏହି ସବୁ ଜିନିଷ କୁ ରଖିଛନ୍ତି । ତେବେ ଏବେ ହିଁ ତୁରନ୍ତ ବାହାର କରି ଦିଅନ୍ତୁ । ନଚେତ୍ ଆପଣ ମାନେ ଲକ୍ଷ୍ନୀ ଛଡା ହୋଇ ଜାଇ ପାରନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା କି କେଉଁ କେଉଁ ଜିନିଷ ଏମିତି ରହିଛି ।

ଯେଉଁ ଜିନିଷ କୁ ଆପଣ ମାନେ ଯଦି ନିଜର ଶୋଇବା କକ୍ଷ୍ୟ ରେ ରଖନ୍ତି । ତେବେ ଆପଣ ମାନଙ୍କ ଜିବନ ରେ ବହୁତ ଗୁଡ଼ିଏ ଅସୁବିଧା ଦେଖା ଦେଇ ଥାଏ । ତେବେ ଆସନ୍ତୁ ଜାଣି ନେବା ସେହି ଜିବନ ଗୁଡିକ କଣ କଣ ।

 

ପ୍ରଥମେ ରହିଛି ଶୋଇବା ଘରେ ନିଜର ଚପଲ ରଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ବଡ ଅନୁଚିତ ଅଟେ । ଏହା ଦ୍ୱାରା ପରିବାର ନାକାରାତ୍ମକ ପ୍ରଭାବ ପଡେ । ସେହି ପରି ବେଳେ ଦ୍ୱତୀୟ ନମ୍ବର ରେ ରହିଛି ଆପଣ ମାନେ ଯଦି ଶୋଇବା ଘରେ ଝାଡୁ କୁ ରଖନ୍ତି ।

ତେବେ ଆପଣ ମାନଙ୍କ ଘରେ ଅସାନ୍ତି ରହିବା ସହିତ ଆପଣ ମାନଙ୍କ ପାଖରେ ସବୁ ସମୟ ରେ ଦାରିଦ୍ରତା ଦେଖିବା ପାଇଁ ମିଳେ । ସେହି ପରି ଏହାକୁ ସବୁ ସମୟ ରେ କାନ୍ଥ ରେ ଡେରୀ କରି ରଖିବା ହିଁ ଦରକାର । ତୃତୀୟ ରେ ରହିଛି  ଚିରା କପଡା । କେବେ ବି ଆପଣ ମାନେ ନିଜର ଶୋଇବା ଘରେ ଭୁଲ ରେ ବି ପୁରୁଣା ଚିରା କପଡା ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ ନାକାରାତ୍ମକ ଉର୍ଜା ଦେଖିବା ପାଇଁ ମିଳେ ।

ସେହି ପରି ବେଳେ ଆପଣ ମାନେ ପଲିଥିନ୍ ଜାତିୟ ଜିନିଷ ବି ଯଦି ଆପଣ ମାନେ ଘରେ ରଖନ୍ତି । ତେବେ ବି ଆପଣ ମାନଙ୍କର ଘରେ ଏପରି ନାକାରାତ୍ମକ ଉର୍ଜା ଦେଖିବା ପାଇଁ ମିଳେ । ଏହା ପରେ ରହିଛି ଲୁଣ କେବେ ବି ଘରେ ଲୁଣ ରଖିବା କଥା ନୁହେଁ । ଏହା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ମନ ମାଲିନ୍ୟ ଦେଖିବା ପାଇଁ ମିଳେ । 

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *