ଶାଶୁଘର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି 4 ଟି ନାମର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ଏହା କୁହାଯାଏ କି ଝିଅ ଘରର ଲକ୍ଷ୍ମୀ ଅଟନ୍ତି , ଏବଂ ବିବାହ ପରେ ଝିଅ ଯେତେବେଳେ ଶାଶୂଘରକୁ ଯାଇଥାଏ ସେତେବେଳେ ତାକୁ ସେହି ଘରର ନିୟମ ଅନୁସାରେ ଚଳିବାକୁ ପଡିଥାଏ । କେତେ ଜଣ ସେହି ନିୟମକୁ ନେଇ ଚଳିପାରନ୍ତି, ଏବଂ କେତେ ଜଣଙ୍କୁ କିଛି ସମୟ ଲାଗିଥିଲେ ମଧ୍ୟ ସେମାନେ ସେଇ ଢାଞ୍ଚାରେ ପଡିଯାନ୍ତି। ଆପଣମାନେ ସମସ୍ତେ ବହୁତ ଭଲଭାବରେ ଜାଣିଥିବେକି ଜଣେ ସଫଳ ପୁରୁଷ ପଛରେ ଜଣେ ନାରୀର ବହୁତ ବଡ ହାତ ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଅକ୍ଷର ର ଝିଅ ମାନଙ୍କ ବିଷୟରେ ।

୧- ‘M’ ନାମର ଝିଅ – ଏହି ନାମର ଝିଅ ମାନେ ବୁଦ୍ଧିମାନ ହେବା ସହି ସବୁ କାମରେ ମାହିର ଅଟନ୍ତି, ଅନ୍ୟ ଠାରୁ ନିଜ କାମ ଓ କଥା ମାନେଇବାର ହୁନର ଏମାନଙ୍କ ପାଖରେ ରହିଛି।କଥା କହିବା ସହିତ ଏମାନେ ନିଜ କଥା ଦ୍ୱାରା କୌଣସି ବ୍ୟକ୍ତି ର ଚିନ୍ତାଧାରା ପରିବର୍ତ୍ତନ କରିବାର କ୍ଷମତା ରଖିଥାନ୍ତି।

ବିବାହ ପରେ ଶାଶୂଘର ଲୋକ ଙ୍କ ମନ କିଣିନିଅନ୍ତି। ନିଜ କଥା ର ଜାଲ ରେ ସେମାନଙ୍କୁ ମୋହିତ କରିଦେଇଥାନ୍ତି। ଜୀବନରେ ପରିବର୍ତ୍ତନ ଏମାନଙ୍କୁ ବହୁତ ପସନ୍ଦ। ନିଜ ର ବୁଦ୍ଧି ଦ୍ୱାରା ଶାଶୂଘରେ ପରିବର୍ତ୍ତନ ଆଣିବାରେ ଏମାନେ ସକ୍ଷମ ଅଟନ୍ତି।

୨- ‘S’ ନାମର ଝିଅ – ଏହି ଅକ୍ଷର ର ମହିଳା ମାନେ ବହୁତ ଭଲ ସ୍ୱଭାବ ର ହୋଇଥାନ୍ତି।ଏମାନେ ନିଜଠୁ ଅଧିକ ପରିବାର ର ଧ୍ୟାନ ରଖିଥାନ୍ତି। ମୁହଁ ରୁ ଶାନ୍ତ ଦେଖାଯାଉଥିବା ଏହି ଝିଅ ମାନେ ଅତ୍ୟନ୍ତ କ୍ରୋଧି ସ୍ୱଭାବ ର ହୋଇଥାନ୍ତି। ଶାଶୂଘର ପକ୍ଷ ର ଲୋକଙ୍କ ହୃଦୟ କେମିତି ଜିଣା ହୁଏ ଏମାନେ ବହୁତ ଭଲ ଭାବରେ ଜାଣିଥାନ୍ତି। ନିଜ ଶାଶୂଘରେ ଏହି ଝିଅ ମାନେ ରାଣୀ ପରି ଜୀବନଯାପନ କରିଥାନ୍ତି। କୁହାଯାଏ ଶାଶୂଘରେ ଏମାନଙ୍କ ପାଦ ବହୁତ ଶୁଭ ଅଟେ।ଏମାନେ ସବୁ ପରିସ୍ଥିତି କୁ ନିଜର ବୁଦ୍ଧି ଦ୍ୱାରା ସମ୍ଭାଳିନେଇଥାନ୍ତି।

୩- ‘A’ ନାମର ଝିଅ- ‘A’ ଅକ୍ଷରରେ ଆରମ୍ଭ ହୋଇଥିବା ନାମର ମହିଳାମାନେ ବହୁତ ବୁଦ୍ଧିମାନ ଅଟନ୍ତି , ଏମାନେ ଅନ୍ୟ ଲୋକଙ୍କ ହୃଦୟ ଜିଣିବା ଓ ନିଜ କଥା ମାନଇବା ବହୁତ ଭଲ ରେ ଜଣା। ଏହି ଝିଅ ମାନେ ନିଜର ମିଠାମିଠା କଥା ରେ ସମସ୍ତ ଙ୍କ ମନ କିଣି ନେଇଥାନ୍ତି। ଏମାନଙ୍କ ଭଲ ଗୁଣ ପାଇଁ ଏମାନଙ୍କୁ ବହୁତ ଭଲପାଇବା ଓ ସ୍ନେହ ମିଳିଥାଏ। ଘରେ ସମସ୍ତେ ଏମାନଙ୍କୁ ସମ୍ମାନ ଦେଇଥାନ୍ତି।ଏହି ନାମର ମହିଳା ମାନଙ୍କ କଥାବାର୍ତ୍ତା କରିବାର ଅନ୍ଦାଜ ଅତ୍ୟନ୍ତ ଭଲ । ଏମାନେ ବହୁତ ହସମୁଖ ହେଇଥାନ୍ତି।ସମସ୍ତଙ୍କ ସହ ହସ ଖୁସି ରେ କଥାବାର୍ତା କରିଥାନ୍ତି। ଏହି ଝିଅ ମାନେ ନିଜ ଜୀବନସାଥୀ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି।

୪- ‘H’ ନାମର ଝିଅ -ଏହି ଅକ୍ଷର ର ଝିଅ ମାନେ ବହୁତ ହୁନର ରେ ପରିପୂର୍ଣ୍ଣ ଅଟନ୍ତି । ଏମାନେ ନିଜ ହୁନର ଦ୍ୱାରା ଶାଶୂଘର ପକ୍ଷ ର ଲୋକ ମାନଙ୍କ ମନ କିଣି ନିଅନ୍ତି । ଏମାନଙ୍କ ବୁଦ୍ଧି ଓ ଉଚିତ କଥା ପାଇଁ ଶାଶୂଘରେ ରାଜ୍ କରନ୍ତି। ଏମାନେ ତାଙ୍କ ବୁଦ୍ଧି ଓ ଚତୁରତା ଦ୍ୱାରା ସବୁ ପରିସ୍ଥିତର ସମାଧାନ କରିବାରେ ସମର୍ଥ ଅଟନ୍ତି। ସେଥିପାଇଁ ଏମାନଙ୍କ କଥା ଘରେ ସମ୍ମାନ ମିଳିଥାଏ।ଏହି ଅକ୍ଷର ର ଝିଅ ମାନଙ୍କ ପାଦ ପଡିଲେ ଶାଶୂଘର ର ମାନ ସମ୍ମାନ ଵୃଦ୍ଧି ହୋଇଥାଏ।ଏଥି ପାଇଁ ଏମାନେ ଶାଶୂଘରେ ରାଜ୍ କରନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *