ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ପ୍ରତ୍ୟେକ ଝିଅ ମାନେ ନିଜ ବିବାହ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି। ପ୍ରତ୍ୟେକ ଝିଅ ଜଣେ ଭଲ ଜୀବନସାଥୀ ର କାମନା କରିଥାନ୍ତି
ଏବଂ ଚାହିଁଥାନ୍ତି ତାଙ୍କ ଜୀବନସାଥୀ ତାଙ୍କୁ ଜୀବନର ସମସ୍ତ ପରିସ୍ଥିତି ରେ ସହଯୋଗ କରୁ। ଏହା ସହିତ ଝିଅ ମାନେ ଚାହିଁଥାନ୍ତି ଯେ ତାଙ୍କୁ ଏକ ଏଭଳି ଶାଶୂଘର ମିଳୁ ଯେଉଁଠାରେ ତାଙ୍କୁ ବୋହୁ ନୁହେଁ ବରଂ ଝିଅ ଭଳି ଭଲ ପାଇବା ଏବଂ ସ୍ନେହ ମିଳୁଥିବ।
ଏଥିପାଇଁ ପ୍ରତ୍ୟେକ ଝିଅ ନିଜ ଜୀବନସାଥୀ ଉପରେ ଭରସା କରି ଏକ ନୂତନ ଜୀବନ ର ଆରମ୍ଭ କରିଥାନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୪ ଟି ନାମର ଝିଅ ମାନଙ୍କ ସମ୍ବନ୍ଧରେ କୁହା ଯାଇଛି। ଯେଉଁ ମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ ଏବଂ ସେମାନେ ନିଜ ଶାଶୁ ଘରେ ରାଜ୍ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।
୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, “A”।ଏହି ନାମର ଝିଅ ମାନେ ବହୁତ ଚାଲାକ ସ୍ୱଭାବ ର ହୋଇଥାନ୍ତି। ଏମାନେ ସମସ୍ତ ଙ୍କୁ ନିଜ ପ୍ରତି ବହୁତ ଶୀଘ୍ର ଆକର୍ଷିତ କରିଥାନ୍ତି।ଏହି କାରଣରୁ ଏହି ନାମର ଝିଅ ମାନଙ୍କୁ ଏକ ସୁନ୍ଦର ପରିବାର ସହିତ ଏକ ସୁନ୍ଦର ଜୀବନ ସାଥି ମିଳିଥାନ୍ତି। ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ। ଏହି ଝିଅ ମାନେ ନିଜ ଶାଶୂଘରେ ସମସ୍ତ ସଦସ୍ୟ ଙ୍କ ଯତ୍ନ ନିଅନ୍ତି ଏବଂ ଏମାନେ ବୋହୁ ପରି ନୁହେଁ ବରଂ ଝିଅ ପରି ନଇଁ ଶାଶୂଘରେ ରୁହନ୍ତି।
୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, “H”।ଏହି ନାମର ଝିଅ ଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ଏମାନେ ବହୁତ ଖୁସି ମିଜାଜ୍ ର ହୋଇଥାନ୍ତି। ଏମାନେ ସର୍ବଦା ନିଜ ଶାଶୁ ଘରେ ସମସ୍ତଙ୍କୁ ଖୁସି ରେ ରଖିବା ପାଇଁ ଚେଷ୍ଟା କରନ୍ତି।ଏମାନେ ସମସ୍ତ ସମ୍ପର୍କକୁ ଭଲ ଭାବରେ ତୁଲାଇ ଥାଆନ୍ତି। ଏମାନଙ୍କ ଶାଶୁ ଏମାନଙ୍କୁ ମାଆ ପରି ଭଲ ପାଇବା ଦେଇଥାନ୍ତି।
୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, “M”। ଏହି ନାମର ଝିଅ ମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି। ଏମାନେ ସର୍ବଦା ନିଜ ଶାଶୁ ଘର ଲୋକଙ୍କୁ ଖୁସି ରେ ରଖନ୍ତି। ଅନ୍ୟ ମାନଙ୍କୁ ଖୁସି କରିବାର ଉପାୟ ଏମାନଙ୍କୁ ବେଶ ଭଲ ଭାବରେ ଜଣା।ଏମାନଙ୍କୁ ନିଜ ଶାଶୁ ଘରେ ବହୁତ ଭଲ ପାଇବା ମିଳିଥାଏ।
୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି, “S”।ଏହି ନାମର ଝିଅ ବହୁତ ରାଗୀ ସ୍ୱଭାବ ର ହୋଇଥାନ୍ତି।ଏମାନେ କେବେବି ମିଛ କୁହନ୍ତି ନାହିଁ ଏବଂ ନିଜର ଭୁଲ ମଧ୍ୟ ସତ କହି ସ୍ୱୀକାର କରିଥାନ୍ତି। ଏମାନେ ନିଜ ଶାଶୁ ଘର ଲୋକଙ୍କ ସହିତ ସର୍ବଦା ଖୁସି ରେ ରୁହନ୍ତି ଏବଂ ଏହି ନାମର ଝିଅ ନିଜ ଶାଶୁ ଘରର ସମସ୍ତ ସଦସ୍ୟ ଙ୍କ ଆଦର ର ପାତ୍ର ସାଜିଥାନ୍ତି।ଏମାନେ ନିଜ ଶାଶୁ ଘର ସଦସ୍ୟ ଙ୍କୁ ନିଜର ଆୟତ୍ତ ରେ ରଖିଥାନ୍ତି ଏବଂ ଏହି ନାମର ଝିଅ ସର୍ବଦା ନିଜ ଶାଶୂଘରେ ରାଜ୍ କରିଥାନ୍ତି।
ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।