କୋଟିପତି ହେବାର ଅଛି ତ ଶନିବାର ଦିନ ଓସ୍ତଗଛ ମୂଳରେ ଜାଳନ୍ତୁ ଗୋଟିଏ ଦୀପ ଓ କୁହନ୍ତୁ କେବଳ ଏହି 2 ଟି ଶବ୍ଦ, ତା’ପରେ ଦେଖନ୍ତୁ ଚମତ୍କାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନ୍ୟାୟର ଦେବତା ହେଉଛନ୍ତି ଭଗବାନ ଶନି ଦେବତା । ଶନିଦେବଙ୍କୁ ବହୁତ ଲୋକ ଡରିଥାନ୍ତି । କାରଣ ଭଗବାନ ଶନି ଅତ୍ୟନ୍ତ କ୍ରୋଧ ସ୍ୱରୂପର ହୋଇଥାନ୍ତି । କିନ୍ତୁ ଭଗବାନ ଶନି କେବେ ମଧ୍ୟ କାହାକୁ ବିନା କାରଣରେ ଦଣ୍ଡିତ କରିନଥାନ୍ତି । ଯେଉଁ ଲୋକ ମାନେ ଖରାପ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ସେମାନଙ୍କ ଉପରେ ଶନିଦଶା ପଡିଥାଏ । ଏପରି କେତେକ ଉପାୟ ରହିଅଛି ଯାହାକୁ କରିବା ଦ୍ଵାରା ଭଗବାନ ଶନିଦେବ ଅତି ପ୍ରସନ୍ନ ହୋଇଥାନ୍ତି ।

ପ୍ରତ୍ଯେକ ଶନିବାର ଦିନ ଓସ୍ତ ଗଛକୁ ପୂଜା କରିବା ଦ୍ଵାରା ଭଗବାନ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଶନିବାର ଦିନ ଓସ୍ତ ଗଛରେ ନାଲି ରଙ୍ଗର ସୂତା ବା ଧାଗା ବାନ୍ଧିବା ଦ୍ଵାରା ଶନିଦେବଙ୍କ ଶୁଭ ନଜର ସେହି ବ୍ୟକ୍ତି ଉପରେ ରହିଥାଏ । ଏପରି କରିବା ଦ୍ଵାରା ମଧ୍ୟ ବ୍ୟକ୍ତିର କାର୍ଯ୍ୟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଶନିଦେବ ଦୂର କରିଥାନ୍ତି ।

ଯେଉଁ ଦମ୍ପତି ମାନଙ୍କର ପ୍ରତ୍ଯେକ ପ୍ରାୟତଃ ସମୟରେ ଝଗଡା ହେଉଥାଏ । ସେମାନଙ୍କ ମଧ୍ୟରେ ପ୍ରେମର ବହୁତ ଅଭାବ ରହିଥାଏ । ତେବେ ସେହି ବ୍ୟକ୍ତି ମାନଙ୍କୁ ଶନିବାର ଦିନ ଓସ୍ତ ଗଛ ପାଖରେ କଳା ରାଶି ଓ ଜଳ ଚଢାଇ ଗଛକୁ ପ୍ରଣାମ କରିବା ଉଚିତ । ଏପରି କେତୋଟି ଶନିବାର କରିବା ଦ୍ଵାରା ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବା ସହିତ କଳହ ଦୂର ହୋଇଥାଏ ।

ପାରିବାରିକ ଶାନ୍ତି ଘରେ ଦେଖିବାକୁ ମିଳିଥାଏ । ଯେଉଁ ଲୋକ ମାନଙ୍କୁ ଚାକିରି ମିଳିବାରେ ବିଳମ୍ବ ହେଉଛି । କ୍ଯାରିଅର କ୍ଷେତ୍ରରେ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡୁଛି । ସେହି ବ୍ୟକ୍ତି ମାନଙ୍କୁ ଶନିବାର ଦିନ ଘରକୁ କଳା କୋଇଲା ଆଣିବା ଉଚିତ । ଏହା ସହିତ ସେହି କୋଇଲାକୁ ପ୍ରବାହିତ ଜଳରେ ଭଗବାନ ଶନିଦେବଙ୍କର ନାମ ସ୍ମରଣ କରି ପାଣିରେ ଭସାଇଦେବା ଉଚିତ ।

ଏପରି କରିବା ଦ୍ଵାରା ରୋଜଗାର କରିବାର ନୂତନ ପନ୍ଥା ମିଳିଥାଏ । କ୍ଯାରିଅରରେ ଉନ୍ନତି ହୋଇଥାଏ । ଯେଉଁ ଲୋକ ମାନଙ୍କର ଧନର ଅଭାବ ରହୁଅଛି । ଯେତେ ଧନ ଉପାର୍ଜନ କରିବା ଦ୍ଵାରା ମଧ୍ୟ ଟଙ୍କାର ଅଭାବ ରହୁଛି । ତେବେ ଶନିବାର ଭଗବାନ ଶନିଦେବଙ୍କ ମନ୍ଦିର ଯାଇ ଶନିଦେବଙ୍କ ପାଖରେ ସୋରିଷ ତେଲରେ ଦୀପ ନିହାତି ଜଳାଇବା ଉଚିତ । ସେହି ଦୀପରେ କଳା ରାଶି ପକାଇବାବା ଦରକାର ।

ନିଜର ମନସ୍କାମନା ପ୍ରଭୁଙ୍କୁ ଜଣାଇ ପ୍ରଣାମ କରିବା ଦ୍ଵାରା ଖରାପ ସ୍ଥିତିରେ ସୁଧାର ଆସିଥାଏ । ଯଦି କୁଣ୍ଡଳୀରେ କିଛି ଦୋଷ ତ୍ରୁଟି ରହିବା କାରଣରୁ ଜୀବନରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବା ପାଇଁ ପଡୁଛି । ଶନିବାର ଦିନ କଳା ରାଶିରେ ରୁଟି ପ୍ରସ୍ତୁତ କରି କଳା କୁକୁରକୁ ଖାଇବାକୁ ଦିଅନ୍ତୁ ।

ଏହି ସମସ୍ତ କାର୍ଯ୍ୟ ଶନିବାର ଦିନ କରିବା ଦ୍ଵାରା ହିଁ ଶନିଦେବଙ୍କର ଶୁଭ ନଜର ଆପଣଙ୍କ ଉପରେ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *