ବନ୍ଧୁଗଣ, ସାଧାରଣତ ଆଜିକାଲି ଲାଇଫ ଷ୍ଟାଇଲ ଖରାପ ହେବା କାରଣରୁ ତଥା ରାତି ରେ ସଠିକ ଭାବରେ ନ ଶୋଇବାରୁ ସକାଳେ ଡେରି ରେ ଉଠିଥାନ୍ତି । ଏହାଫଳରେ କ୍ୟାଲସିୟମ ର ଅଭାବ ହେବା ତଥା ଶାରୀରିକ ଥକାନ ହେବା ଭଳି ସମସ୍ୟା ଦେଖାଯାଇଥାଏ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଆପଣ ଏହାକୁ ପ୍ରୟୋଗ କରି କ୍ୟାଲସିୟମ ର ଅଭାବ ସହିତ ଆପଣଙ୍କ ଶରୀରରେ ହେଉଥିବା ନାନା ପ୍ରକାରର ସମସ୍ୟା ରୁ ବଞ୍ଚିତ ରହି ପାରିବେ । ଆସନ୍ତୁ ବର୍ତ୍ତମାନ ବିସ୍ତାର ରୂପରେ ଜାଣିନେବା ସେହି ଉପାୟ ଟି କଣ ଅଟେ ? ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ସର୍ବ ପ୍ରଥମେ ଆପଣଙ୍କୁ ପ୍ଲାକ୍ସସିଡ୍ସ ନିଅନ୍ତୁ ।
ଏହାପରେ ଆପଣ କିଛି କଳାଜୀରା ନିଅନ୍ତୁ । ଏହାପରେ ପାନ ମଧୁରୀ ଏବଂ ଆପଣଙ୍କୁ ଅଳ୍ପ ପରିମାଣର ପାନ ରେ ବ୍ୟବହୃତ ଚୂନ ର ଆବଶ୍ୟକ ଅଟେ । ଏହି ପାଉଡର କୁ ପ୍ରସ୍ତୁତ କରିବା ଲାଗି ଆପଣ ୧ ଚାମଚ ମାତ୍ରାରେ ଆଳସୀ ର ନିଜ ନେଇ ନିଅନ୍ତୁ, ୨ ଗ୍ରାମ ର ମାତ୍ରାରେ ଆପଣ କଳାଜୀରା ନେଇ ନିଅନ୍ତୁ, ୨ ଗ୍ରାମ ର ମାତ୍ରାରେ ପାନ ମଧୁରୀ ଏବଂ ଅଧଗ୍ରାମ ର ମାତ୍ରାରେ ପାନ ରେ ଲଗାଯାଉଥିବା ଚୂନା ନିଅନ୍ତୁ । ଆପଣ ଚୂନ ବ୍ୟତୀତ ବାକି ୩ ଟି ଜିନିଷ କୁ ତାୱା ରେ ଭାଜି ନିଅନ୍ତୁ ।
ଆପଣ ତାୱା କୁ ଗରମ କରି ଗ୍ୟାସ କୁ ହାଲ୍କା ଭାବରେ ଗରମ କରନ୍ତୁ । ଏହାପରେ ଏହି ୩ ଟି ଜିନିଷ କୁ ଭଲ ଭାବରେ ଭାଜି ନିଅନ୍ତୁ । ଏହାପରେ ଆପଣ ଏହି ୩ ଟି ଜିନିଷ କୁ ଛେଚି ଏହାର ଭଲ ଭାବରେ ପାଉଡର ବନାଇ ନିଅନ୍ତୁ । ଏହାପରେ ଆପଣ ଅଧ ଗ୍ରାମ ମାତ୍ରାରେ ଏଥିରେ ଚୂନା ମିଶାଇ ଦିଅନ୍ତୁ । ଏହି ଚୂନା କୁ ମିଶାଇବା ପରେ ପାଉଡର କୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାପରେ ଆପଣ ସକାଳେ ଖାଲି ପେଟରେ ହାଲ୍କା ଗରମ ପାଣିରେ ଏହାକୁ ଅଧ ଚାମଚ ମାତ୍ରାରେ ମିଶାଇ ଦିଅନ୍ତୁ । ଆପଣ ଏହାକୁ ନୀତିଦିନ ଫ୍ରେସ ବନାଇ ଏହାର ପ୍ରୟୋଗ କରି ପାରିବେ ।
ମାତ୍ର ଯଦି ଚାହିଁବେ ତେବେ ହପ୍ତା ରେ ୩ ରୁ ୪ ଥର ଏହିଭଳି ବନାଇ ସେବନ କରି ପାରିବେ । ଏହିଭଳି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ଅତ୍ୟଧିକ ଲାଭ ମିଳିବ । ଏହା ଆପଣଙ୍କ କ୍ୟାଲସିୟମ ର ଅଭାବ କୁ ମଧ୍ୟ ଦୂର କରିବାରେ ସକ୍ଷମ ହେବ । କିନ୍ତୁ ଆପଣ ଯଦି ସକାଳେ ଉଠି ଏହାର ସେବନ ନ କରନ୍ତି ତେବେ ଆପଣଙ୍କୁ ଏହାର ଲାଭ ମିଳିପାରିବ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।