ବାଛନ୍ତୁ ନିଜ ପସନ୍ଦର କୌଣସି ଏକ ହାର୍ଟ, ଦେଖିବା ସେ ଆପଣଙ୍କୁ ହିଁ କାହିଁକି ବାଛିଲେ ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ ।

ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ ୪ଟି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ର ହାର୍ଟ କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କୁ କଣ ପାଇଁ ଚୟନ କରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ୪ଟି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଙ୍କୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କୁ କଣ ପାଇଁ ଚୟନ କରିଛନ୍ତି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ରେ ଥିବା ହାର୍ଟ ଚିତ୍ର ସମ୍ବନ୍ଧରେ । ଯଦି ଆପଣ ପ୍ରଥମ ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ପାର୍ଟନର ଙ୍କୁ ବହୁତ ଆଟ୍ରାକ୍ଟିଭ ଏବଂ ରୋମାଣ୍ଟିକ ଲାଗନ୍ତି । ଆପଣଙ୍କ ଆଟ୍ରାକ୍ସନ ତାଙ୍କୁ ବିଶେଷ ପ୍ରଭାବିତ କରିଥାଏ । ତେଣୁ ସେ ଆପଣଙ୍କ ସହିତ କଥା ନ ହୋଇ କେବେବି ରହି ପାରନ୍ତି ନାହିଁ ।

୨. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୨ ରେ ଥିବା ହାର୍ଟ ଚିତ୍ର ସମ୍ବନ୍ଧରେ । ଯଦି ଆପଣ ଦ୍ଵିତୀୟ ନମ୍ବର ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଙ୍କୁ ଆପଣ ବହୁତ ସୁନ୍ଦର ଓ ଆକର୍ଷଣୀୟ ଦେଖା ଯାଆନ୍ତି । ଆପଣ ତାଙ୍କ ପାଇଁ କୋଟିଏ ରେ ଗୋଟିଏ ଅଟନ୍ତି । ସେ ଆପଣଙ୍କୁ ପାଇଁ ନିଜକୁ ବହୁତ ଭାଗ୍ୟଶାଳୀ ମନେ କରନ୍ତି ।

୩. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୩ ରେ ଥିବା ହାର୍ଟ ଚିତ୍ର ସମ୍ବନ୍ଧରେ । ଯଦି ଆପଣ ତୃତୀୟ ନମ୍ବର ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଙ୍କୁ ଆପଣଙ୍କ ସହିତ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ଦେଖାଯାଏ । ସେ ଆପଣଙ୍କ ସହିତ ନିଜ ଜୀବନ ରେ ଆଗକୁ ବଢ଼ିବାକୁ ଚାହାନ୍ତି ଏବଂ ସେ ଆପଣଙ୍କୁ ନେଇ ଏକ ସୁବର୍ଣ୍ଣ ଭବିଷ୍ୟତ ର କଳ୍ପନା କରନ୍ତି ।

. ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ନମ୍ବର ୪ ରେ ଥିବା ହାର୍ଟ ଚିତ୍ର ସମ୍ବନ୍ଧରେ । ଯଦି ଆପଣ ଚତୁର୍ଥ ନମ୍ବର ରେ ଥିବା ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାର୍ଟନର ଆପଣଙ୍କୁ ସମ୍ମାନ ନଜର ରେ ଦେଖନ୍ତି । ଆପଣଙ୍କ ମଧ୍ୟରେ ତାଙ୍କୁ କିଛି ଯାଦୁ ଥିଲା ଭଳି ଲାଗିଥାଏ । ଯେଉଁ କାରଣରୁ ସେ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ଆପଣଙ୍କ ସହିତ ସମୟ ଅତିବାହିତ କରିବା ତାଙ୍କୁ ବହୁତ ପସନ୍ଦ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *