Vastu Shastra- ଏହି 1 ପକ୍ଷୀ ଘରକୁ ଆସିଲେ ରାତାରାତି ଆପଣ ହେଇଯିବେ କୋଟିପତି, କିନ୍ତୁ ଏହି 4 ଟି ପକ୍ଷୀ ଘରକୁ ଆସିବା ହୋଇଥାଏ ବହୁତ ଅଶୁଭ

ବନ୍ଧୁଗଣ ମନୁଷ୍ୟ ଓ ପଶୁ ପକ୍ଷୀ ମାନଙ୍କ ସହିତ ପ୍ରକୃତି ର ଏକ ଭିନ୍ନ ସମ୍ପର୍କ ରହିଛି । ପଶୁ ପକ୍ଷୀ ମାନଙ୍କ ଦ୍ଵାରା ଆମକୁ ଭବିଷ୍ୟତ ରେ

ହେବାକୁ ଥିବା ଘଟଣା ସମ୍ବନ୍ଧରେ ଶୁଭ ଓ ଅଶୁଭ ସଂକେତ ମିଳିଥାଏ । ସେହିପରି ଭାବରେ ଏଭଳି ୫ ଟି ପକ୍ଷୀ ଅଛନ୍ତି ଯେଉଁମାନେ ବହୁତ ଅଶୁଭ ହୋଇଥାନ୍ତି । ଯଦି ଏହି ପକ୍ଷୀ ଆପଣଙ୍କ ଘରକୁ ଆସୁଛନ୍ତି ତେବେ ଆପଣ ଦାରିଦ୍ର୍ୟତା ର ଶି-କା-ର ହେବେ । ଏହି ପକ୍ଷୀ ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଅଶୁଭ ହୋଇଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ୫ ଟି ପକ୍ଷୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବହୁତ ଅଶୁଭ ହୋଇଥାନ୍ତି ଏବଂ ଏହି ପକ୍ଷୀ ଯଦି ଆପଣଙ୍କ ଘରକୁ ଆସନ୍ତି ତେବେ ଆପଣ କାଙ୍ଗାଳ ମଧ୍ୟ ହୋଇ ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଯଦି ଆପଣଙ୍କ ଘରକୁ ବାଦୁଡ଼ି ପକ୍ଷୀ ଆସିଥାଏ ତେବେ ଆପଣଙ୍କ ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଏବଂ ମୃ-ତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଯଦି ଆପଣଙ୍କ ଘର ସାମ୍ନା ରେ ବାଦୁଡ଼ି ନିଜର ବସା ତିଆରି କରି ରହିଥାଏ ତେବେ ଆପଣଙ୍କ ପରିବାର ରେ କ୍ଳେଶ ଓ ଅଶାନ୍ତି ମଧ୍ୟ ସୃଷ୍ଟି ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, କାଉ ମାନେ ଯଦି ପ୍ରତିଦିନ ଆପଣଙ୍କ ଘର ସମ୍ମୁଖ କୁ ଆସୁଛନ୍ତି ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହା ସହିତ ସ୍ୱପ୍ନ ରେ ମଧ୍ୟ କାଉ କୁ ଦେଖିବା ଅଶୁଭ ହୋଇଥାଏ । ଯଦି ଆପଣ ସ୍ୱପ୍ନ ରେ କାଉ ର ଆବାଜ ଶୁଣୁଛନ୍ତି ଅଥବା କାଉ କୁ ଆପଣଙ୍କ ଘର ସାମ୍ମା ରେ ବସି ଥିବର ଦେଖୁଛନ୍ତି ତେବେ ଆପଣଙ୍କୁ କୌଣସି ଅଶୁଭ ସମାଚାର ଶୁଣିବାର ସମ୍ଭାବନା ରହିଥାଏ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଟିଟହରି ପକ୍ଷୀ ଯଦି ଆପଣଙ୍କ ଘର ଉପରେ ବସିଥାଏ ତେବେ ଭୁମିକଂପ ହେବାର ସମ୍ଭାବନା ରହିଥାଏ । କାରଣ ଏହି ପକ୍ଷୀ ସର୍ଵଦା ତଳେ ବସନ୍ତି ଏବଂ ନିଜର ଅଣ୍ଡା ଦିଅନ୍ତି । ଏମାନେ ଆପଣଙ୍କ ଘର ଉପରେ ଆସି ବସିବା ଅତ୍ୟନ୍ତ ଅଶୁଭ ଦାୟକ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଯଦି ଆପଣଙ୍କ ଘରକୁ ପାରା ଆସିଥାଏ ଏବଂ ବସା ତିଆରି କରି ରହିଥାଏ ତେବେ ତାହା ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଉପରେ ମାତାଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି । ଆପଣଙ୍କ ଘରେ ପାରା ରହିବା ଦ୍ଵାରା ମାତାଲକ୍ଷ୍ମୀ ଆପଣଙ୍କ ଜୀବନ କୁ ଧନଧାନ୍ୟ ରେ ପରିପୂର୍ଣ୍ଣ କରି ଦେଇଥାନ୍ତି ।

୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, ଯଦି ଆପଣଙ୍କ ଘର ସାମ୍ନା କୁ ବାରମ୍ବାର ପେଚା ଆସିଥାଏ ଏବଂ ଗୋଟିଏ ଦିଗ କୁ ଅନାଇ ଆବାଜ କରିଥାଏ ତେବେ ତାହା ଅଶୁଭ ସଂକେତ ଅଟେ । ଶାସ୍ତ୍ର ଅନୁସାରେ ଯଦି ଥରେ କିମ୍ବା ଦୁଇ ଥର ପେଚା ଆପଣଙ୍କ ଘର ସମ୍ମୁଖ କୁ ଆସିଥାଏ ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଘରକୁ ଖୁସି ର ଆଗମନ ହୋଇଥାଏ । କିନ୍ତୁ ବାରମ୍ବାର ଆପଣଙ୍କ ଘର ସାମ୍ନା କୁ ପେଚା ଆସିବା ଆପଣଙ୍କ ବର୍ବାଦୀ ର କାରଣ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *