Jyotish Shastra- ସାବିତ୍ରୀ ବ୍ରତ ପର ଠାରୁ ଚମକିବ ଏହି 3 ଟି ରାଶିର ସ୍ବାମୀଙ୍କ ଭାଗ୍ୟ, ମିଳିବ କେବଳ ଉନ୍ନଟି ହିଁ ଉନ୍ନତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସାବିତ୍ରୀ ବ୍ରତ ର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ଅଟେ । ପ୍ରତି ବର୍ଷ ଜ୍ୟୋଷ୍ଠ ମାସରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ ।

ଏହି ଦିନ ସଧବା ନାରୀ ମାନେ ନିଜର ପତି ଙ୍କ ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଅବସର ରେ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଆ ଙ୍କ ମନ୍ଦିର ଯାଇଥାନ୍ତି ଏବଂ ସାବିତ୍ରୀ ମାତା ଙ୍କୁ ନୂଆ ଶାଢ଼ୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁଷ ନିମନ୍ତେ ପ୍ରାର୍ଥନା କରନ୍ତି ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ସାବିତ୍ରୀ ଅମାବାସ୍ୟା ରେ ରାଶିଚକ୍ର ର ୩ଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ଯେଉଁ ନାରୀ ଙ୍କ ସ୍ୱାମୀ ଏହି ୩ ରାଶି ମଧ୍ୟରୁ ଗୋଟିଏ ରାଶି ର ଅନ୍ତର୍ଭୁକ୍ତ ଥିବେ ସେମାନଙ୍କ ଜୀବନ ରେ ବହୁତ ବଡ଼ ପରିବର୍ତ୍ତନ ର ଆଗମନ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମିଥୁନ ରାଶି- ବନ୍ଧୁଗଣ ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗ ର ସମ୍ଭାବନା ରହିଛି । ଭବିଷ୍ୟତ ରେ ଏହି ରାଶିର ବ୍ୟକ୍ତି ମାନଙ୍କ ର କୌଣସି ଅଟକି ରହି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂତନ କାର୍ଯ୍ୟ କରିବା ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନେ ନୂତନ ମିତ୍ର ବନାଇବେ ଏବଂ ଏହି ମିତ୍ର ମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ । ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ରେ ଥିବା ଧନ ସମସ୍ୟା ଦୂର ହେବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ ।

ଏହି ରାଶିର ବ୍ୟକ୍ତି ମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଏହି ରାଶି ମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନସାଥୀ ଙ୍କ ସହ ନିଜର ସମୟ ଅତିବାହିତ କରିବେ । ଭାଗ୍ୟ ର ଏମାନଙ୍କୁ ପୂର୍ଣ ସହଯୋଗ ମିଳିବ ।

୨. ସିଂହ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ । ଭାଗ୍ୟର ସହଯୋଗ ରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ । ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଆକସ୍ମିକ ଭାବରେ ଧନ ଲାଭର ମଧ୍ୟ ସମ୍ଭାବନା ରହିଛି ।

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ । ଏମାନଙ୍କ ଜୀବନରେ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ ।

୩. ଧନୁ ରାଶି- ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି କାର୍ଯ୍ୟ ରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ । ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ । ଵ୍ୟାପାରୀ ମାନେ ନିଜ ବ୍ୟାପାର ରେ ଦୁଇଗୁଣ ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କ ନିଶ୍ଚିତ ଭାବରେ ପ୍ରମୋସନ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କ ମାର୍ଗଦର୍ଶନ ପାଇବା ଦ୍ଵାରା ନିଜକୁ ଭାଗ୍ୟଶାଳୀ ମନେ କରିବେ ।

ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଏମାନେ ନିଜ ଭାଗ୍ୟ ବଳ ରେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ । ଏହି ରାଶିର ବ୍ୟକ୍ତି ମାନେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀବନ ରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *