Jyotish Shastra- ପବିତ୍ର ସାବିତ୍ରୀ ଅମାବାସ୍ୟା ରେ ବନୁଛି ରାଜଯୋଗ, ସୁନା ଭଳି ଚମକିବ ଏହି 4 ରାହସିର ଭାଗ୍ୟ, କଣ ଏଥିରେ ଆପଣଙ୍କ ରାଶି ଅଛି ?

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତର ବହୁତ ମହତ୍ଵ ରହିଛି । ପ୍ରତ୍ଯେକ ସଧବା ନାରୀ ଏହି ବ୍ରତ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପାଳନ କରିଥାନ୍ତି । ଏହା ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ପାଳନ କରାଯାଏ ।

ଏହି ବର୍ଷ ଏହା ଜୁନ 10 ତାରିଖରେ ପଡୁଛି । ଏହି ଦିନ ଗ୍ରହ ମାନଙ୍କ ମଧ୍ୟରେ ଏକ ଶୁଭ ସଂଯୋଗ ହେବାକୁ ଯାଉଛି । ଯାହା ଦ୍ଵାରା କିଛି ରାଶିଙ୍କ ଜୀବନ ବଦଳିଯିବ। ଏମାନଙ୍କ ଜୀବନରେ ଖୁଶିର ଆଗମନ ହେବ । ତେବେ ଚାଳନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମିଥୁନ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି ‘ମିଥୁନ ରାଶି’ । ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି ମିଳିବାକୁ ଯାଉଛି । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ରୋଜଗାର ରେ ବୃଦ୍ଧି ହେବାକୁ ଯାଉଛି ଏବଂ ଏହା ସହିତ ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବାକୁ ଯାଉଛି ଏବଂ ଏମାନେ ସଫଳତା ର ଚରମ ସୀମା ପ୍ରାପ୍ତ କରିବାକୁ ଯାଉଛନ୍ତି ।

ସିଂହ ରାଶି – ବନ୍ଧୁଗଣ ଏହି ରାଶି ମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ଏହି ରାଶିର ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଏହି ରାଶି କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଭବିଷ୍ୟତରେ ବହୁତ ବଡ଼ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ଏହି ରାଶି ମାନଙ୍କୁ ନିଜ ମାତାପିତା ଙ୍କ ଠାରୁ ମଧ୍ୟ ଧନ ଲାଭ ହେବାର ସମ୍ଭାବନା ରହିଛି । ଏହି କାରଣରୁ ଏମାନଙ୍କ ଜୀବନ ହସଖୁସିରେ ପରିପୂର୍ଣ୍ଣ ହୋଇଯିବ ।

ବିଚ୍ଛା ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି ‘ବିଚ୍ଛା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କୁ କୌଣସି କ୍ଷେତ୍ରରେ ଲଟେରୀ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ଏହା ସହିତ ଏହି ବ୍ୟକ୍ତି ମାନଙ୍କ ଜୀବନରେ ଥିବା କୌଣସି ଖାସ ବ୍ୟକ୍ତି ଙ୍କ ଠାରୁ ଉପହାର ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ବହୁତ ଶୀଘ୍ର ବିବାହ ର ଯୋଗ ରହିଛି । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଥିବା ବ୍ୟକ୍ତି ମାନେ ଶିକ୍ଷା, ବ୍ୟାପାର,ବାଣିଜ୍ୟ,ଚାକିରୀ, ପ୍ରେମ ସମ୍ପର୍କ, ବିବାହିତ ଜୀବନ ଆଦି କ୍ଷେତ୍ରରେ ସଫଳତା ହାସଲ ହେବାକୁ ଯାଉଛି ।

କନ୍ୟା ରାଶି- ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି କାର୍ଯ୍ୟ ରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ । ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଲାଭ ପ୍ରାପ୍ତ ହେବ । ଵ୍ୟାପାରୀ ମାନେ ନିଜ ବ୍ୟାପାର ରେ ଦୁଇଗୁଣ ଲାଭ ପାଇବେ ଏବଂ ଚାକିରୀ କରୁଥିବା ବ୍ୟକ୍ତିଙ୍କ ନିଶ୍ଚିତ ଭାବରେ ପ୍ରମୋସନ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କର ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କ ମାର୍ଗଦର୍ଶନ ପାଇବା ଦ୍ଵାରା ନିଜକୁ ଭାଗ୍ୟଶାଳୀ ମନେ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *