Health Tips- ଶରୀରରେ ୟୁରିକ୍ ଏସିଡ ହେଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5 ଜିନିଷ, ନହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ହିଁ ଆମ ପାଇଁ ଆମର ବଡ ସମ୍ପଦ ଅଟେ । ତେଣୁ ନିଜ ଶରୀରର ଯତ୍ନ ନେବା ଆମମାନଙ୍କର ବହୁତ ବଡ ଦାୟିତ୍ଵ ହୋଇଥାଏ । ଶରୀର ଠିକ ରହିବା ଦ୍ଵାରା ଆମେମାନେ ଶାରୀରିକ ଓ ମାନସିକ ଦୁଇଟି ସ୍ତରରେ ସନ୍ତୁଳିତ ହୋଇ ରହିଥାଉ । ଆଜି ଆପଣମାନେ ଜାଣିବାକୁ ପାଇବେ । ଯେଉଁମାନେ ୟୁରିକ ଏସିଡର ଶିକାର ହୋଇସାରିଛନ୍ତି । ତେବେ ସେମାନେ କେଉଁ ଖାଦ୍ୟ ସାମଗ୍ରୀ ଖାଇବା ଉଚିତ ହୋଇନଥାଏ ।

ପ୍ରଥମ ଖାଦ୍ୟ ସାମଗ୍ରୀ ଯାହା ଆମକୁ ବେଶି ପରିମାଣରେ ଖାଇବା ଉଚିତ ହୋଇନଥାଏ । ତାହା ହେଉଛି ଚିନାବାଦାମ ଓ କାଜୁବାଦାମ । କାରଣ ଏଥିରେ ସଲଫର ଓ ଫସଫରସ ଥାଏ । ଯାହା ଆମ ଶରୀରରେ ୟୁରିକ ଏସିଡର ପରିମାଣ ମାତ୍ରାଧିକ ବଢେଇ ଦେଇଥାଏ । ଦିତୀୟ ହେଉଛି, ଖାଦ୍ଯରେ ଲୁଣର ଅଳ୍ପ ବ୍ୟବହାର କରନ୍ତୁ ।

ବହୁତ ଲୋକ ଥାନ୍ତି, ଯେଉଁମାନେ ଖାଦ୍ୟ ସହିତ ଅଲଗା ଲୁଣ ମଧ୍ୟ ଖାଦ୍ୟ ସହିତ ମିଶେଇ ଖାଇଥାନ୍ତି । ଅତ୍ୟଧିକ ପରିମାଣରେ ଲୁଣର ସେବନ ଦ୍ଵାରା ଏହା ଶରୀରରେ ୟୁରିକ ଏସିଡ ସୃଷ୍ଟି କରିବାରେ ସାହାଜ୍ଯ କରିଥାଏ । ତୃତୀୟରେ ଆପଣମାନେ ସମସ୍ତେ ଜାଣିଛନ୍ତି । ମଦ୍ୟପାନ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହା ସହିତ ଶରୀରରେ ଏସିଡ ତଥା ୟୁରିକ ଏସିଡ ଅଧିକ ମାତ୍ରାରେ ଏହି ମଦ୍ୟପାନ ସେବନ କାରଣରୁ ବଢିଯାଇଥାଏ ।

ଯେତେବେଳେ ଆପଣଙ୍କ ଶରୀରରେ ୟୁରିକ ଏସିଡର ମାତ୍ରା ବଢିକି ରହୁଛି । ତେବେ ପାଳଙ୍ଗ, ଛତୁ,କୋବି ଏହାକୁ କିଛି ଦିନ ପର୍ଯ୍ୟନ୍ତ ସେବନ କରିବା ଉଚିତ ହୋଇନଥାଏ । କାରଣ ଏଥିରେ ୟୁରିନ୍ ବହୁତ ପରିମାଣରେ ଥାଏ । ମାଛକୁ ମଧ୍ୟ ସେହି ସମୟରେ ଖାଇବା ଉଚିତ ହୋଇନଥାଏ । କାରଣ ଏହାକୁ ଖାଇବା ଦ୍ଵାରା ମଧ୍ୟ ୟୁରିକ ଏସିଡ ଯେତିକି ଅଧିକ ଥିବ ଓଆହୁରି ଅଧିକ ବଢିଯିବ ।

ଯେଉଁ ସମୟରେ ଆପଣଙ୍କର ଏସିଡ ବଢିକି ରହିଥିବ । ସେହି ଅବଧି ମଧ୍ୟରେ କଫିର ସେବନ ବିଲ୍କୁଲ କରିବା ଉଚିତ ନୁହେଁ। ଆପଣ ବାହାର ଜଙ୍କଫୁଡ଼ ବହୁ ମାତ୍ରା ଇଗନୋର କରନ୍ତୁ । କାରଣ ପ୍ରାୟତଃ ବାହାର ଫାଷ୍ଟଫୁଡ଼ ବନସ୍ପତି ଘିଅରେ ତିଆରି ହୋଇଥାଏ । ଯାହା ଶରୀରରେ ଟ୍ରାନ୍ସଫାଟର ପରିମାଣ ବୃଦ୍ଧି କରିଦେଇଥାଏ । ଏହାଦ୍ବାରା ଶରୀରରେ ଏସିଡର ମାତ୍ରା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଥାଏ ।

ସୁଗାର ଜାତୀୟ ଫୁଡ୍କୁ ଇଗନୋର କରନ୍ତୁ । ମିଠା ଜାତୀୟ ଖାଦ୍ୟ କିମ୍ବା କୋଲ୍ଡଡ୍ରିଙ୍କ୍ ଏହାକୁ ଶରୀରରେ ଏସିଡ ବଢିକି ଥିବା ବେଳେ କେବେ ମଧ୍ୟ ସେବନ କରିବା ଠିକ ହୋଇନଥାଏ । ଉପରୋକ୍ତ ଖାଦ୍ୟ ସାମଗ୍ରୀ ଗୁଡିକୁ ଶରୀରରେ ୟୁରିକ ଏସିଡ ବୃଦ୍ଧି ହୋଇଥିବା ବେଳେ ସେବନ କରିବା ଉଚିତ ହୋଇନଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *