ପେଟ ଓ ଅଣ୍ଟାର ଚର୍ବି ବରଫ ପରି ତରଳି ଯିବ, ମାତ୍ର ୭ ଦିନ ପାଣି ସହିତ ଖାଇ ନିଅନ୍ତୁ ଏହି ଜିନିଷ (Lose Belly Fat)

ବନ୍ଧୁଗଣ, ଆଜିଭଳି ଆଧୁନିକ ଦୁନିଆରେ ସମସ୍ତେ ନିଜ ନିଜ କାମ ରେ ବର୍ତ୍ତମାନ ବ୍ୟସ୍ଥ ଅଛନ୍ତି । ନିଜ ଦୈନନ୍ଦିନ ବ୍ୟସ୍ତତା ମଧ୍ୟରେ ଶରୀରର ଧ୍ୟାନ ରଖିବାକୁ ବ୍ୟକ୍ତି ବିଶେଷ ଭୁଲି ଯାଉଛନ୍ତି । ଏହାଫଳରେ ଶରୀରର ସନ୍ତୁଳନ ସଠିକ ଭାବରେ ହୋଇପାରୁନାହିଁ । କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ମୋଟାପା କୁ ନେଇ ବର୍ତ୍ତମାନ ବହୁତ ଚିନ୍ତିତ ଅଟନ୍ତି । ଆଜି ଆମ୍ଭେ ଆପଣଙ୍କୁ ଯେଉଁ ଉପାୟ ଟି କହିବାକୁ ଯାଉଅଛୁ ତାହାକୁ ପ୍ରୟୋଗ କରି ଆପଣ ଆପଣଙ୍କ ଶରୀରରେ ଭିଭିନ୍ନ ଅଙ୍ଗରେ ଥିବା ଚର୍ବି କୁ କମାଇ ପାରିବେ ।

ଆସନ୍ତୁ ତେବେ ସେହି ଉପାୟ ଟି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ପ୍ରଥମେ ଆପଣ ୭ ରୁ ୮ କୋଲା ରଶୁଣ ନିଅନ୍ତୁ । ଆପଣ ମାନେ ପ୍ରାଏ ଜାଣିଥିବେ ଯେ କଞ୍ଚା ରଶୁଣ ର ସେବନ ଦ୍ଵାରା ଆମ ଶରୀରରେ ଥିବା ଚର୍ବି କ୍ଷୟ ହୋଇଥାଏ ।

ଏହା ସହିତ ଏହା କୋଲେଷ୍ଟ୍ରୋଲ କୁ ମଧ୍ୟ ହ୍ରାସ କରାଇବାରେ ସାହାର୍ଯ୍ୟ କରିଥାଏ । ଆପଣ ନେଇଥିବା ରଶୁଣ କୁ ଗ୍ୟାସରେ ଏକ ପ୍ୟାନ ବସାଇ ଅଳ୍ପ ରୋଷ୍ଟ କରି ନିଅନ୍ତୁ । ଆପଣ ରଶୁଣ ରୁ ଚୋପା ଛଡାଇ ମଧ୍ୟ ରୋଷ୍ଟ କରି ପାରିବେ ଅଥବା ଚୋପା ଲଗାଇ ମଧ୍ୟ ଏହାକୁ ରୋଷ୍ଟ କରି ପାରିବେ । ଏହାପରେ ଆପଣ ଅଳ୍ପ ଉଷୁମ ପାଣି ନିଅନ୍ତୁ । ଏହାପରେ ଏକ ଗ୍ଳାସ ଗରମ ପାଣି ରେ ଆପଣ ୨ ଚାମଚ ମହୁ ମିଶାଇ ଦିଅନ୍ତୁ ।

ଏହାପରେ ଆପଣ ରଖିଥିବା ରଶୁଣ କୁ ଆଣି ତାକୁ ଆଗ ଚୋବାଇ ଚୋବାଇ ଖାଲି ପାଟିରେ ଖାଇ ନିଅନ୍ତୁ । ଏହକାପରେ ଆପଣ ଗରମ ପାଣିରେ ମିସାଇଥିବା ମହୁ ମିଶ୍ରିତ ପାଣି କୁ ସେବନ କରି ନିଅନ୍ତୁ । ଧ୍ୟାନ ରଖିବେ ଏହି ଉପାୟ ଟି କରିବାର ୪୦ ରୁ ୪୫ ମିନିଟ ପର୍ଯ୍ୟନ୍ତ ଆପଣ ନିଜ ପେଟ କୁ ଖାଲି ରଖିବେ । ଅର୍ଥାତ ଆପଣ ଜଳଖିଆ ଅଥବା ଅନ୍ୟ କୌଣସି ମେଡ଼ିସିନ ର ସେବନ ଆଦୌ କରିବେ ନାହିଁ ।

ଏହି ଉପାୟଟିକୁ ଆପଣ ୭ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ଏହିଭଳି କରିବା ଦ୍ଵାରା ଆପଣ ନିଜେ ନିଜର ଶରୀରରେ ଥିବା ଚର୍ବି ତଥା ମୋଟପା କମିଛି କି ନାହିଁ ଜାଣି ପାରିବେ । କିନ୍ତୁ ଧ୍ୟାନ ରଖିବେ ଏହି ଉପାୟ ଟି ଲଗାତାର ୭ ଦିନ ପର୍ଯ୍ୟନ୍ତ ଆପଣଙ୍କୁ କରିବାକୁ ଅଛି । ମାତ୍ର ମଝିରେ ଆପଣ ଏହାକୁ ବନ୍ଦ କରିବେ ନାହିଁ ।

ଆପଣ ଯେତେ ଘରୋଇ ଉପଚାର ର ପ୍ରୟୋଗ କରିବେ ତାହା ଆପଣଙ୍କ ନିମନ୍ତେ ତଥା ଆପଣଙ୍କ ଶରୀର ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଡାକ୍ତର ମାନେ ମଧ୍ୟ ସକାଳୁ ଖାଲି ପେଟରେ ମହୁ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *