Jyotish Shastra- ୨୦୨୧ ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଶି ସାରା ବିଶ୍ବରେ କରିବେ ରାଜ, ବହୁତ ଜଲ୍ଦି ମିଳିବ ସଫଳତା

ନମସ୍କାର ବନ୍ଧୁଗଣ ଶନିବାର ହେଉଛି ଶନିଦେବଙ୍କ ଦିନ । ପୁରାଣ ଅନୁସାରେ ଶନିଦେବ ସୂର୍ଯ୍ୟ ଦେଵତା ଙ୍କ ପୁତ୍ର ଅଟେ । ବ୍ରହ୍ମା ଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କ ପିତାଙ୍କ ଠାରୁ ମଧ୍ୟ ସେ ଶକ୍ତିଶାଳୀ ଥିଲେ ।

ପ୍ରତ୍ୟେକ ରାଶି ରେ ସୂର୍ଯ୍ୟ କେବଳ ଗୋଟିଏ ମାସ ପାଇଁ ଚନ୍ଦ୍ର ଦୁଇ ମାସ ପର୍ଯ୍ୟନ୍ତ ମଙ୍ଗଳ ଦେଢ଼ ମାସ ପର୍ଯ୍ୟନ୍ତ ବୁଧ ଏକ ମାସ ଶୁକ୍ର ଗୋଟିଏ ମାସ ବୃହସ୍ପତି ତେର ମାସ ପର୍ଯ୍ୟନ୍ତ କିନ୍ତୁ ଶନିଦେବ ଅଢେ଼ଇ ବର୍ଷ ରୁ ଆରମ୍ଭ କରି ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ଏହି ଥିରୁ ଆମେ ଜାଣି ପାରିବା କି ଶନିଦେବ କେତେ ଶକ୍ତିଶାଳୀ ଏବଂ ତାଙ୍କ ମହିମା ମଧ୍ୟ ଅନେକ । ଆଜି ଆମେ ଶନିବାର ଦିନ କେଉଁ କେଉଁ ଵସ୍ତୁ କୁ ଘରକୁ ନ ଆଣିବା ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

ଜାତକର କୁଣ୍ଡଳୀ ହିସାବରେ ଶନି ଆସିବାର ତିନି ମାସ ପୂର୍ବରୁ ହିଁ ତାର ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇ ଥାଏ । ପ୍ରତ୍ୟେକ ମନୁଷ୍ୟ ଜୀବନରେ ଶନିଦେବ ତିନି ରୁ ଚାରି ଥର ଆସିଥାନ୍ତି । ପ୍ରତ୍ୟେକ ମନୁଷ୍ୟ ନିଜର ଗ୍ରହ ହିସାବରେ ହିଁ ତାଙ୍କ ଉପରେ ଶନି ଙ୍କ ପ୍ରଭାବ ପଡ଼ିଥାଏ । ସର୍ଵଦା ଶନିଦେବଙ୍କ ଵକ୍ର ଦୃଷ୍ଟି ରୁ ବଞ୍ଚିବା ଆବଶ୍ୟକ । ଶନିଙ୍କ ସଂଖ୍ୟା ହେଉଛି ଆଠ । ତେବେ ୨୦୨୧ ରୁ ୨୦୨୭ ପର୍ଯ୍ୟନ୍ତ ଏହି ଭଳି କିଛି ରାଶି ଅଛନ୍ତି ଯେଉଁମାନେ ବହୁତ ସୁଖ ସୁବିଧା ରେ ରହିବେ ଶନିଦେବଙ୍କ କୃପା ଯୋଗୁଁ ତେବେ ଆସନ୍ତୁ ସେହି ରାଶି ଗୁଡିକ ବିଷୟରେ ଆଲୋଚନା କରିବା ।

୧- ପ୍ରଥମ ରାଶି ହେଉଛି ମକର । ଏହି ରାଶି ର ବ୍ୟକ୍ତି ମାନେ ଖୁବ ଭାଗ୍ୟଶାଳୀ ସେମାନେ ଏହି ସାତ ବର୍ଷ ପର୍ଯ୍ୟନ୍ତ ବହୁତ ସୁଖ ସୁବିଧା ରେ ରହିବେ । ଧନ ର ଲାଭ ହେବ । ବ୍ୟବସାୟ ଆଦି ରେ ଉନ୍ନତି କରିବେ । ଜୀଵନ ସୁଖମୟ ହେବ ।

୨-ଦ୍ଵିତୀୟ ରାଶି ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଖୁବ ଖୁସି ରେ ଏବଂ ସୁଖ ରେ ନିଜର ଜୀଵନ ବିତାଇ ବେ । ଜୀଵନ ରେ ଥିବା ସମସ୍ତ ଦୁଃଖ କଷ୍ଟ ସବୁ ଶେଷ ହୋଇଯିବ । ଧନ ର ଲାଭ ହେବ । ଚାକିରୀ ଯୋଗ ମଧ୍ୟ ରହିବ ।

୩- ତୃତୀୟ ରାଶି ହେଉଛି ମୀନ ରାଶି । ଏହି ରାଶି ର ଲୋକମାନେ ମଧ୍ୟ ଖୁବ ଭାଗ୍ୟଶାଳୀ । ଆପଣ ଙ୍କ ଜୀଵନ ରେ ଅନେକ ପରିବର୍ତ୍ତନ ଆସିବ । ସୁଖ ରେ ଜୀଵନ ଯାପନ କରିବେ । ଧନ ର ଲାଭ ହେବ । ବ୍ୟବସାୟ ରେ ଉନ୍ନତି ହେବ ।

୪- ଚତୁର୍ଥ ରାଶି ହେଉଛି ଧନୁ ରାଶି । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ । ଆପଣ ବ୍ୟବସାୟ, ଚାକିରୀ ଆଦି ସବୁ କ୍ଷେତ୍ରରେ ଉନ୍ନତି କରିବେ ଏବଂ ସର୍ଵଦା ସଫଳ ମଧ୍ୟ ହେବେ । ଆପଣ ଙ୍କୁ ଧନ ର ମଧ୍ୟ ଲାଭ ହେବ ।

୫- ପଞ୍ଚମ ରେ ହେଉଛି ତୁଳା । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଖୁବ ଭାଗ୍ୟଶାଳୀ । ଆପଣ ଙ୍କୁ ଧନର ଲାଭ ହେବ । ବ୍ୟବସାୟ ରେ ଉନ୍ନତି କରିବେ । ଘରେ ସୁଖ ଶାନ୍ତି ବଜାୟ ରହିବେ ଖୁସିରେ ସମସ୍ତେ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *