ସକାଳୁ ଉଠିବା ପରେ ସ୍ତ୍ରୀ ମାନେ ସ୍ୱାମୀଙ୍କ ସହିତ କରି ନିଅନ୍ତୁ ଏହି ଗୋଟିଏ କାମ, ତା’ ପରେ ଯାହା ହବ ଆପଣ କେବେ ଭାବି ବି ନଥିବେ- Chanakya Niti

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ସ୍ତ୍ରୀ ସ୍ଵାମୀ ସହ କରିଦେବେ ତା ଭେଲେ ସେମାନଙ୍କର ଭାଗ୍ୟ ବଦଳିଯିବ ।

ଆମ ହିନ୍ଦୁଶାସ୍ତ୍ର ସକାଳ ୁ ଉଠିବା ପରେ ସ୍ଵାମୀ ସ୍ତ୍ରୀ ମାନଙ୍କୁ ଏପରି ଏକ କାମ କାମ କରିବବାକୁ କୁହାଯାଇଛି ଯାହାକୁ କରିବା ଦ୍ଵାରା ସେମାନଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ । ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ଅନେକ ପ୍ରକାରର ସମସ୍ଯା ରହିଛି ତା ହେଲେ ଆପଣ ମାନଙ୍କୁ ଏହି କାର୍ଯ୍ୟ କରିବା ଉଚିତ ।

ହେଲେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଶାସ୍ତ୍ର ଉପରେ ବିଶ୍ଵାସ କରିନଥାନ୍ତି ହେଲେ ସେମାନଙ୍କୁ ଏତିକି କଥା ଜାଣିବା ଉଚିତ ଯେ, ଶାସ୍ତ୍ରରେ ଥିବା କୌଣସି କଥା ମିଛ ନୁହେଁ ।ବନ୍ଧୁଗଣ ଯେଉଁ ମାନେ ଶାସ୍ତ୍ରକୁ ମାନି ଥାନ୍ତି ସେମାନଙ୍କ ପାଇଁ ଆଜିଆମେ ଏକ ଉପାୟ ନେଇ ଆସିଛୁ ଏହି ଉପାୟ ଉଭୟ ସ୍ଵାମୀ ସ୍ତ୍ରୀ କରିବା ଉଚିତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ସମସ୍ତ ମହିଳା ମାନଙ୍କୁ ସକାଳ ସମୟରେ ଅଧିକ କାମ ଥାଏ । ବର୍ତ୍ତମାନର ଆଧୁନିକ ଦୁନିଆରେ ସ୍ଵାମୀ ସ୍ତ୍ରୀ ସକାଳ ସମୟରେ ଶୀଘ୍ର ଉଠି ନିଜର ନିତ୍ୟକର୍ମ ସାରିନଥାନ୍ତି । ବନ୍ଧୁଗଣ ପ୍ରତ୍ୟକ ସ୍ଵାମୀ ଓ ସ୍ତ୍ରୀ ମାନଙ୍କୁ ସକାଳ ସମୟରେ ଉଠିବା ପରେ ନିଜ ନିତ୍ୟକର୍ମ ସାରି ସ୍ନାନ କରିବା ଉଚିତ । ସ୍ନାନ କରିବା ପରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ । ଏହାପରେ ଏହି ଦୁଇଜଣଙ୍କୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ଉଚିତ ।

ସ୍ମରଣ କରିବା ସମୟରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କୁ ‘ଓଁ ନମଃ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ । ଏହାପରେ ଆପଣ ତୁଳସୀ ଗଛ ପାଖରେ ଏକ ଦୀପ ଜଳାଇ ନିଜ ମନର ଇଛା ବିଷୟରେ ତୁଳସୀ ମାଙ୍କୁ କହିଦିଅନ୍ତୁ । ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ତୁଳସୀ ଗଛକୁ ଏକ ପବିତ୍ର ଗଛର ମାନ୍ୟତା ଦିଆଯାଇଛି । ଯଦି ଆପଣ ସବୁଦିନ ଏହି ଉପାୟକୁ କରିବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ ।

ବନ୍ଧୁଗଣ ତୁଳସୀ ଗଛରେ ୩୩ କୋଟି ଦେବାଦେବୀ ବାସ କରିଥାନ୍ତି ଏହା ସହିତ ତୁଳସୀ ଗଛ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ଅତିପ୍ରିୟ ଗଛ ଅଟେ । ତେଣୁ ଯଦି ଆପଣ ତୁଳସୀ ଗଛ ସହ ଜଡିତ ଏହି ଉପାୟ କରିଦେବେ ତା ହେଲେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ ।

ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ ସହିତ ଆପଣ ପ୍ରଚୁର ଧନଲାଭ କରିବେ । ଆପଣ ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଆପଣଙ୍କୁ ସମସ୍ତ ପ୍ରକାରର ସୁଖ ସୁବିଧା ମିଳିବ । ଏହା ସହିତ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *