ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି 3 କାମ, ମାତ୍ର 7 ଦିନ କରି ଦେଖନ୍ତୁ ଚମତ୍କାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ଅମୂଲ୍ୟ ବାଣୀ ଶ୍ରବଣ ଦ୍ଵାରା ହିଁ ନିଜର ଜୀବନକୁ ସାର୍ଥକ କରିପାରିଥାଏ । କାରଣ ଯଦି ବ୍ୟକ୍ତି ଜୀବନର ମହତ୍ଵ ବୁଝିପାରିନଥାଏ । ତେବେ ଏହି ପ୍ରାପ୍ତ କରିଥିବା ଦୁର୍ଲଭ ମନୁଷ୍ୟ ଜୀବନ ସଫଳ ହୋଇପାରିନଥାଏ । ତେବେ ମନୁଷ୍ୟ ଯଦି ଭଲରେ ରହିବା ପାଇଁ ଚାହୁଁଥାଏ । ତେବେ ସେ ପ୍ରଥମେ ନିଜକୁ ଭଲ ପାଇବା ଶିଖିବା ଉଚିତ ।

କାରଣ ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ବହୁ ଜଣ ଆସିଥାନ୍ତି । ଏହା ସହିତ ବ୍ୟକ୍ତି ଜୀବନକୁ ଆସିଥିବା ପ୍ରତ୍ୟକଟି ମନୁଷ୍ୟ କେବେ ସ୍ଥାୟୀ ହୋଇ ମଧ୍ୟ ରହିନଥାଏ । ତେବେ କେବଳ ନିଜେ ହିଁ ନିଜର ସବୁବେଳେ ବ୍ୟକ୍ତି ସାଥ୍ ଦେଇଥାଏ । ତେବେ ନିଜକୁ ପ୍ରଥମେ ସୁସ୍ଥ ରଖିବା ଉଚିତ । କାରଣ ସ୍ଵାସ୍ଥ ହିଁ ଆମର ସମ୍ପଦ ଅଟେ । ତେବେ ସ୍ଵାସ୍ଥକୁ ଠିକ କରି ରଖିବାକୁ ଚାହୁଁଥିଲେ ।

ପ୍ରତ୍ଯେକଟି ବ୍ୟକ୍ତି ସୁସ୍ଥ ଜୀବନଶୈଳୀରେ ମଧ୍ୟ ଜୀବନଯାପନ କରିବା ଦରକାର ହୋଇଥାଏ । ତେବେ ସୁସ୍ଥ ଜୀବନଯାପନ କରିବା ପାଇଁ ହେଲେ । ପ୍ରଥମେ ସକାଳୁ ପ୍ରାତଃ ଉଠିଯିବା ନିହାତି ଉଚିତ । କାରଣ ଅନେକ ସଫଳ ବ୍ୟକ୍ତିଙ୍କର ଯଦି ସଫଳତାର କିଛି ବିଷୟ ଆଲୋଚନା କରାଯାଇଥାଏ । ତେବେ ସେମାନେ ପ୍ରାତଃ ବା ଭୋର ସମୟରୁ ଉଠିଯାଇ ନିଜର ଲକ୍ଷ ପୂରଣ କରିବା ପାଇଁ ସଦା ସର୍ବଦା ପ୍ରୟାସ ଜାରୀ ରଖିଥାନ୍ତି ।

ତେବେ ସକାଳୁ ଶୀଘ୍ର ଉଠିଯିବା ପରେ ବହୁତ ଲୋକଙ୍କର ସକାଳୁ ଚାହା କିମ୍ବା କଫି ସେବନ କରିବାର ଅଭ୍ଯାସ ରହିଥାଏ । ତେବେ ସେହି ଅଭ୍ଯାସ ଥିବା ଲୋକ ନିହାତି ତାହାକୁ ପରିବର୍ତ୍ତନ କରିବା ଆବ୍ଯଶକ ହୋଇଥାଏ । ତେଣୁ ସକାଳୁ ଉଠି ସାଧାରଣ ପାଣି ନିହାତି ସେବନ କରିବା ଉଚିତ । ତାପରେ  ନିତ୍ୟାଦି କର୍ମ ସାରି  ଶରୀରକୁ ସୁସ୍ଥ ତଥା ଫିଟ ରଖିବା ପାଇଁ କିଛି ସମୟ ଯୋଗବ୍ୟାୟାମ କରିବା ସହିତ ଏକସରସାଇଜ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ।

କାରଣ ଏପରି କାରିବା ଦ୍ଵାରା ବ୍ୟକ୍ତି ଉଭୟ ଶାରୀରିକ ଓ ମାନସିକ ଶାନ୍ତି ପ୍ରାପ୍ତ କରିପାରିଥାଏ । ତାପରେ ସ୍ନାନ ଆଦି କାର୍ଯ୍ୟ ସାରି କିଛି ସମୟ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟରେ ମନନିବେଶ କରିବା ଉଚିତ । ତାପରେ ଯେକୌଣସି କାର୍ଯ୍ୟ କ୍ଷେତ୍ରକୁ ଯିବା ପୂର୍ବରୁ ସୁଷମ ଖାଦ୍ୟ ଖାଇକି ଯିବା ଉଚିତ । କାରଣ ବହୁତ ଲୋକ ନିଜର ଖାଦ୍ୟ ପ୍ରତି ଜମାରୁ ଧ୍ୟାନ ଦେଇନଥାନ୍ତି ।

ତେବେ ସକାଳୁ ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇକି ସୁଷମ ଓ ସନ୍ତୁଳିତ ଖାଦ୍ୟ ଆହରଣ କରନ୍ତୁ । ଏହି କାର୍ଯ୍ୟ ସାରି ତାପରେ ନିଜ ନିଜ କାର୍ଯ୍ୟ କ୍ଷେତ୍ରକୁ ଯିବା ଉଚିତ । କାର୍ଯ୍ୟ କ୍ଷେତ୍ରରେ ଯେତେ ମଧ୍ୟ କାର୍ଯ୍ୟର ବ୍ୟସ୍ତତା ରହିଥାଉ । କାମକୁ ଅଧିକ ଟେନସନ ନନେଇ ଭଲ ଭାବରେ ନିଜର କାର୍ଯ୍ୟର ପରିଚାଳନା କରନ୍ତୁ । ଲୋକ ମାନଙ୍କ ସହିତ ଭଲ ବନ୍ଧୁତା ସ୍ଥାପନ କରନ୍ତୁ ।

ଘର ପରିବାର ପାଇଁ ନିଜର ସମୟ ବାହାର କରନ୍ତୁ । ଖୁସିକୁ ନିଜ ଭିତରେ ହିଁ ଖୋଜି ଆଣି ନିଜ ଜୀବନକୁ ଉପଭୋଗ କରନ୍ତୁ । ଜୀବନ ସୁଖୀ ହୋଇଯିବ। ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *