ସକାଳୁ ଉଠିବା ମାତ୍ରେ କେଉଁ କାମ ପ୍ରଥମେ କରିବା ଉଚିତ ଓ କାହିଁକି କରିବା ଉଚିତ ? ଦେଖନ୍ତୁ କଣ କୁହେ ଶାସ୍ତ୍ର

ନମସ୍କାର ବନ୍ଧୁଗଣ , ସକାଳ ଉଠିବା ପରେ ଆପଣ କଣ କରୁଛନ୍ତି । କିଛି ଲୋକମାନଙ୍କର ବହୁତ  ଖରାପ ଅଭ୍ୟାସ ରହିଥାଏ ଯଥା ଉଠିଲା ମାତ୍ରେ ଚା ‘ କଫି ର ସେବନ କରିଥାନ୍ତି , ଯାହା ଫଳରେ ଦିନଯାକ ଅଳସୁଆ ଲାଗେ । ଗୋଟିଏ ସର୍ଭେ ଋ ଜଣାପଡିଥିଲା ଯେ 90% ପ୍ରତିଶତ ଲୋକମାନେ ସକାଳ ଉଠିଲା ମାତ୍ରେ ଫୋନ ବ୍ୟବହାର କରନ୍ତି ।

ଏହା ଆମ ଶରୀର  ପାଇଁ ଅତ୍ୟଧିକ କ୍ଷତିକାରକ ହୋଇଥାଏ , କାରଣ ସକାଳ ଉଠିଲା ପରେ ଆଖି କୋମଳ ଥାଏ ତେଣୁ ତୁରନ୍ତ ଫୋନ ର ଆଲୁଅ ପଡିବା ହେତୁ ଚକ୍ଷୁ ର ଦୃଷ୍ଟି ଶକ୍ତି କମିଥାଏ । ମାତ୍ର ଯଦି ଆପଣ ସୁସ୍ଥ ଓ ଖୁସି ର ଜୀବନ କାଟିବାକୁ ଚାହୁଛନ୍ତି । ଆଜି ଆମେ ଆପଣଙ୍କୁ 5 ଟି ଅଭ୍ୟାସ ସମ୍ବନ୍ଧରେ କହୁବୁ , ଏହାକୁ ଯଦି ଆପଣ ଆପଣଙ୍କ ଦୈନନ୍ଦିକ ଜୀବନରେ ଶୈଳୀ ରେ ସାମିଲ କରିବେ ତେବେ ଆପଣଙ୍କ ଜୀବନ ସୁସ୍ଥମୟ ହୋଇଥାଏ ।

1- ଆପଣମାନଙ୍କୁ ସକାଳ ଉଠିଲା ପରେ ଖାଲି ପେଟରେ ପାଣି ପିଇବା ଉଚିତ୍ । ଖାଲି ପେଟ ରେ ପାଣି ପିଇବା ଦ୍ଵାରା ଶରୀର ର ପାଇଁ ବହୁତ ଉପକାରୀ ହୋଇଥାଏ । ଆପଣଙ୍କ ହଜମ ପ୍ରକ୍ରିୟା ସୁଦୂଢ ହେବା ସହ ମନ ଶାନ୍ତ ରହିଥାଏ । ଆପଣ ଦିନ ସାରା ଉତ୍ସାହ ଓ ପୂର୍ତ୍ତି ସହିତ କାମ କରିଥାନ୍ତି । ଅଜଣା ଭାବରେ ଶରୀର  ଭିତରେ ରୋଗ ସୃଷ୍ଟି ହୁଏ ତେବେ ତାହା ଦୂର ହୋଇଯାଏ ।

ଅଧିକାଂଶ ଲୋକମାନେ ଦିନକୁ ଦୁଇ ଗ୍ଳାସ ପାଣି ପିଇ ନ ଥାନ୍ତି ତେଣୁ ତାଙ୍କ ଶରୀରରେ ଅନେକ ରୋଗ ରୁହେ ଓ ମାନସିକ ଅଶାନ୍ତି ଦେଖାଯାଇଥାଏ । 2 – ସକାଳ ଉଠିଲା ପରେ ଆପଣ ନେଉଥିବା ପ୍ରଥମ ଜଳଖିଆ ଶରୀର ପାଇଁ ଭଲ ହେବା ଉଚିତ , ଯଥା ଫଳ , ଜୁସ ର ସେବନ କରିବା ଶାରୀର ପାଇଁ ଭଲ ହୋଇଥାଏ । 3- ଆପଣ ଫଳ କୁ ଖାଇବା ପରେ   ଶରୀର କୁ ବ୍ୟାୟମ କରିବା ଉଚିତ୍ ।

କାରଣ ସକାଳ ସମୟରେ ଶରୀର ର କୁ ଯେତେ କଷ୍ଟ ଦେବେ ବା କାମ  କରିବେ ଆପଣଙ୍କ ଶରୀର ଶକ୍ତିଯୁକ୍ତ ହୋଇଥାଏ । 4 – ଆପଣ ବ୍ୟାୟାମ ଓ ଯୋଗ କରିବା ପରେ ଝାଳମାଳ ହୋଇଯାଇଥାନ୍ତି ତେଣୁ ସାନ୍ନ କରିବା ପରେ ଜଳଖିଆ ନେବା ଉଚିତ୍ । ଧ୍ୟାନ ଦେବେ ଯେ ଆପଣଙ୍କର ଜଳଖିଆ ସୁସ୍ଥ ଓ ଭରପୁର ମାତ୍ର ରେ ହେବା ଦରକାର । କାରଣ ସକାଳ ଖାଦ୍ଯ ଶରୀର କୁ ଶକ୍ତି ପୂର୍ଣ୍ଣ କରିଥାଏ ।

 

5- ଏହା ପରେ ଆପଣଙ୍କୁ ନିଜର କାମ କୁ ଯିବା ପୂର୍ବରୁ କିଛି ସମୟ ବସି ପରଆତ୍ମାଙ୍କ ସହ ଧ୍ୟାନ କରିବା ଦ୍ଵାରା ଶରୀର ଭିତର କୁ ସାକାରାତ୍ମକ ପ୍ରଭାବ ପ୍ରବେଶ କରିଥାଏ । ଏହା ବ୍ଯତୀତ ଆପଣ କିଛି ସମୟ  ପାଇଁ କୋଣସି ପୁସ୍ତକ କୁ ପଢିବା ଉଚିତ । ଏଭଳି ଅଭ୍ୟାସ ଆପଣଙ୍କ ଜୀବନ କୁ ପରିବର୍ତ୍ତନ କରିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ  କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *