ସକାଳୁ ଖାଲି ପେଟରେ ଅମୃତଭଣ୍ଡା (Papaya) ଖାଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ, ଜାଣି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ, ଆଜିଭଳି ଦିନରେ ଯେଉଁଭଳି ଭାବରେ ଆମ୍ଭ ସମସ୍ତଙ୍କ ଲାଇଫ ଷ୍ଟାଇଲ ରହିଅଛି । ଯେଉଁ ପ୍ରକାରରେ ଆମ୍ଭ ଲାଇଫ ଷ୍ଟାଇଲ ରହିଅଛି, ଆମ୍ଭ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ନିହାତି ଆବଶ୍ୟକ । ଆମ୍ଭକୁ ଆମ୍ଭ ଡାଏଟ ରେ ଏହିଭଳି କିଛି ଜିନିଷ ଖାଇବା ଦରକାର ଯାହା ଦ୍ଵାରା ଆମ୍ଭେ ସର୍ବଦା ସବୁବେଳେ ସୁସ୍ଥ ରହିବା । ଫଳ ର ସେବନ କରିବା ଦ୍ଵାରା ଆମ୍ଭ ଶରୀରକୁ ବହୁତ ଫାଇଦା ହୋଇଥାଏ । ଫଳରେ ସେହି ସମସ୍ତ ପୋଷାକ ତତ୍ଵ ରହିଥାଏ ଯାହା ଶରୀରର ଅନେକ କାମ କାର୍ଯ୍ୟ ନିମନ୍ତେ ଜରୁରୀ ହୋଇଥାଏ ।

ସେହିଭଳି ଏକ ଫଳ ହେଉଛି ଅମୃତଭଣ୍ଡା ଅଥବା ପପେୟା ଯାହାକୁ ଖାଇବା ଦ୍ଵାରା ଅନେକ ଲାଭ ମିଳିଥାଏ । ଏଥିରେ କମ କ୍ୟାଲୋରି ରହିଥାଏ ଏବଂ ଫାଇଭର ର ମାତ୍ରା ଅଧିକ ହୋଇଥାଏ । ଏକ୍ସପର୍ଡ ଏଭଳି ମାନୁଛନ୍ତି ଯେ ପପେୟା ଖାଇବାର ଉଚିତ ସମୟ ସକାଳ ବେଳା ଅଟେ । ଅର୍ଥାତ ସକାଳେ ଉଠି ସବୁଦିନ ଖାଲି ପେଟରେ ଆପଣ ପପେୟା ଖାଉଛନ୍ତି ତେବେ ଅନେକ ଗୁଡିଏ ହେଲ୍ଥ ବେନିଫିଟ ନିଶ୍ଚିତ ମିଳିବ । ପପେୟା ଭିଟାମିନ ରେ ଭରପୁର ଅଟେ ।

ଯାହାଦ୍ୱାରା ପ୍ରୋ ଭିଟାମିନ A, C ଏବଂ ଫାଇଟୋ ଭିଟାମିନ K, ଏହା ବ୍ୟତୀତ ଏଥିରେ ଫସଫରସ, ମ୍ୟାଗ୍ନେସିୟମ, ଏବଂ ଭିଟା ଭଳି ଅନ୍ୟ ପଦାର୍ଥ ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ଯେ ସକାଳୁ ଖାଲିପେଟରେ ପପେୟା ଖାଇବାର ଫାଇଦା କ’ଣ ଅଟେ ? ଏହା ଓଜନ କମାଇବାରେ ତ ଆପଣଙ୍କ ସାହାର୍ଯ୍ୟ କରିଥାଏ, ଏହା ସହିତ କୋଲେଷ୍ଟ୍ରୋଲ କୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ।

ପପେୟା ଟକସିନ କୁ ବାହାରକୁ ବାହାର କରିବାରେ ଏବଂ ପାଚନ ତନ୍ତ୍ର ଅର୍ଥାତ ଡାଇଜେଷ୍ଟ ସିଷ୍ଟମ କୁ ସଫା କରିବା ନିମନ୍ତେ ସହାୟକ ହୋଇଥାଏ । ଏହା କବଜ ଏବଂ ଡାଇଜେଷ୍ଟ ଭଳି ସମସ୍ୟା ଠାରୁ ମଧ୍ୟ ଦୂରେଇ ରଖିଥାଏ । ସେଥିପାଇଁ ଏହା ଭିଟାମିନ A, C K ର ଭଣ୍ଡାର ଅଟେ । ଏହା କେତେକ ବିଷାକ୍ତ ପଦାର୍ଥ କୁ ବାହାରକୁ କାଢି ପ୍ରତିରକ୍ଷା ପ୍ରଣାଳୀ କୁ ଆଗକୁ ଯିବାରେ ସାହାର୍ଯ୍ୟ କରିଥାଏ ।

ଏହା ବିମାରୀ ଏବଂ ସଂକ୍ରମଣ କୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣ ନିଜ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ସକାଳୁ ଉଠି ନୀତିଦିନ ପପେୟା ସେବନ କରନ୍ତୁ । ଏହା ଆପଣଙ୍କ ପେଟ ଫୁଲ ରଖିବ । ଏହା ଧମନୀ ମାନଙ୍କୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏହା ବ୍ଲଡ଼ ପ୍ଲୋ କୁ ବଢାଇଥାଏ । ଏହା ସହିତ ଏହା ଶରୀରରେ କୋଲେଷ୍ଟ୍ରୋଲ ଲେବଲ କୁ କମାଇ ଥାଏ ।

ଯାହାଦ୍ଵାରା ହାର୍ଟଡିଜିଜ ଏବଂ ଷ୍ଟୋକ ଭଳି ସମସ୍ୟା କୁ କମ କରିବାରେ ସାହାର୍ଯ୍ୟ ମିଳିଥାଏ । ଏହା ଏକ ନ୍ୟାଚୁରାଲ ପେନ କିଲର ଅଟେ । ଏହା ବ୍ୟତୀତ ଏହା ଶରୀରରେ ଅନେକ ପ୍ରକାରର ସହାୟତା କରିଥାଏ ।  ଏହା ଆଖିର ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଆବଶ୍ୟକ ହୋଇଥାଏ । ଏହାର ସେବନ ଦ୍ଵାରା ତ୍ଵଚାକୁ ଫାଇଦା ମଧ୍ୟ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *