ସକାଳୁ କେବଳ ଦେଢ଼ ଚାମଚ, ଡାଇବେଟିସ ଯେତେ ବଢିଥାଉ ନା କାହିଁକି କଣ୍ଟ୍ରୋଲ ହୋଇଯିବ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ମଧୁମେହ ଏକ ଭୟଙ୍କର ରୋଗ ଅଟେ, ଯାହାକୁ ଇଂରାଜୀ ରେ ଡାଇବେଟିସ ମଧ୍ୟ କୁହାଯାଏ । ଏହି ରୋଗ ବହୁତ ଶୀଘ୍ର ବ୍ୟାପିଥାଏ ।

ଭାରତର ପ୍ରାୟ ୬କୋଟି ବ୍ୟକ୍ତିଗତ ଏହି ଭୟଙ୍କର ରୋଗରେ ପୀଡ଼ିତ ଅଛନ୍ତି । ଭବିଷ୍ୟତରେ ଏହି ରୋଗ ୧୦ କୋଟି ବ୍ୟକ୍ତି ଙ୍କୁ ହେବାର ମଧ୍ୟ ସମ୍ଭାବନା ରହିଛି । ମଧୁମେହ ରୋଗରେ ରକ୍ତ ରେ ସୁଗାର ର ପରିମାଣ ଅଧିକ ହୋଇଯାଇଥାଏ ଏବଂ ଶରୀରରେ ଇନ୍ସୁଲୀନ ପ୍ରାକୃତିକ ରୂପରେ ତିଆରି ହେବା ବନ୍ଦ ହୋଇ ଯାଇଥାଏ । ଏହି ରୋଗକୁ ମୂଳରୁ ଶେଷ କରିବା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇନାହିଁ, କେବଳ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ମଧୁମେହ ରୋଗୀ ଔଷଧ ର ସେବନ କରିଥାନ୍ତି ।

କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ମଧୁମେହ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ । ବନ୍ଧୁଗଣ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ୫ଟି ଘରୋଇ ସାମଗ୍ରୀ ର ଆବଶ୍ୟକତା ପଡ଼ିବ । ଯାହା ଆପଣଙ୍କୁ ଅତି ସହଜରେ ମିଳିଯିବ । କୌଣସି ଘରୋଇ ଉପଚାର କୁ ତିଆରି କରିବା ନିମନ୍ତେ ସଠିକ ମାତ୍ରା ଜାଣିବା ନିହାତି ଆବଶ୍ୟକ ।

ତେବେ ଆପଣ ପ୍ରଥମେ ୧୦୦ ଗ୍ରାମ ଅଁଳା ପାଉଡର ନିଅନ୍ତୁ । ଏହାପରେ ଦ୍ଵିତୀୟ ସାମଗ୍ରୀ ମେଥି ୪୦ ଗ୍ରାମ ନିଅନ୍ତୁ । ଏହାପରେ ତୃତୀୟ ସାମଗ୍ରୀ କଳାଜିରା ମଧ୍ୟ ୪୦ ଗ୍ରାମ ମାତ୍ରାରେ ନିଅନ୍ତୁ । ଯେଉଁ ଚତୁର୍ଥ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ହଳଦୀ ଗୁଣ୍ଡ । ଆପଣ ୪୦ ଗ୍ରାମ ହଳଦୀ ଗୁଣ୍ଡ ନିଅନ୍ତୁ । ଆପଣ ଗୋଟା ହଳଦୀ କୁ ଗୁଣ୍ଡ କରି ହଲଦୀଗୁଣ୍ଡ ପ୍ରସ୍ତୁତ କରନ୍ତୁ । ମାର୍କେଟ ରେ ମିଳୁଥିବା ହଲଦୀଗୁଣ୍ଡ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଏହାପରେ ପଞ୍ଚମ ତଥା ଶେଷ ସାମଗ୍ରୀ ୨୦ ଗ୍ରାମ ତେଜପତ୍ର ନିଅନ୍ତୁ ।

ତେବେ ଆପଣ ଏହି ସମସ୍ତ ସାମଗ୍ରୀ କୁ ଅଲଗା ଅଲଗା ଗୁଣ୍ଡ କରି ପରେ ଏକା ସାଙ୍ଗରେ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଡାଇବେଟିସ ରୋଗୀ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ରେ ଏହି ଚୂର୍ଣ୍ଣ କୁ ସାଧା ପାଣି ରେ ଅଧ ଚାମଚ ମିଶାଇ ସେବନ କରନ୍ତୁ । ଖାଇବା ର ଅଧ ଘଣ୍ଟା ପୂର୍ବରୁ ଏହାକୁ ସେବନ କରିବା ଦ୍ୱାରା ଏହା ଲାଭଦାୟୀ ହୋଇଥାଏ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଯେଉଁମାନେ ଡାଇବେଟିସ ଔଷଧ ର ସେବନ କରୁଛନ୍ତି ସେମାନେ ଏଥିରେ ୧୦୦ ଗ୍ରାମ ସିଲାଜିତ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଲାଭ ମିଳିବ ଏବଂ ଧୀରେଧୀରେ ଆପଣ ଔଷଧ ଛାଡି ପାରିବେ । ଏହି ଘରୋଇ ଉପଚାର ବହୁ ପରୀକ୍ଷିତ ଉପଚାର ଅଟେ । ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିନାହିଁ । ଏହାଦ୍ବାରା କେବଳ ଲାଭ ହିଁ ଲାଭ ମିଳିଥାଏ ।

ଏହାଦ୍ବାରା ଡାଇବେଟିସ ରୋଗୀ ଙ୍କ ସୁଗାର ଲେବଲ କଣ୍ଟ୍ରୋଲ ରେ ଆସିଯିବ ଏବଂ ସମ୍ପୂର୍ଣ୍ଣ ଭାବରେ ଏହି ରୋଗ ଶେଷ ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଲାଭ ପ୍ରାପ୍ତ ହେବ ।

ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *