Health Tips- ସକାଳୁ ସକାଳୁ ବାସି ରୁଟି ଖାଇବାର ଫାଇଦା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ଯେଉଁ ଲୋକ ମାନଙ୍କର ବହୁତ ସାରା ଟଙ୍କା ରହିଥାଏ । ସେମାନେ ପ୍ରାୟତଃ ଥରେ ଖାଇଥିବା ଖାଦ୍ୟ କୁ ଆଉଥର ଖାଇବା ପାଇଁ ଇଛା କରି ନଥାନ୍ତି । ଯଦି ରୋଷେଇ କରିଥିବା କୌଣସି କିଛି ଖାଦ୍ୟ ବଞ୍ଚିଯାଏ, ତେବେ ସେମାନେ ସେହି ଖାଦ୍ୟ କୁ ଅନ୍ୟ କାହାକୁ ଦେଇ ଦିଅନ୍ତି ବା ଫୋପାଡି ଦିଅନ୍ତି । ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଅନୁସାରେ ଉତ୍ତର ପ୍ରଦେଶର ଲୋକ ମାନେ ଏକ ପର୍ବ ପାଳନ କରିଥାନ୍ତି ।

ଯେଉଁଥିରେ କି ସେମାନେ ପର୍ବ ର ପୂର୍ବ ଦିନ ହିଁ ସମସ୍ତ ଖାଦ୍ୟ କୁ ପ୍ରସ୍ତୁତ କରି ରଖୀ ଦେଇଥାନ୍ତି । ପର୍ବ ଦିନ ଠାକୁର ଙ୍କ ପାଖରେ ସେହି ଖାଦ୍ୟ କୁ ଭୋଗ କରି ସାରିଲା ପରେ ସେହି ଖାଦ୍ୟ କୁ ଖାଇଥାନ୍ତି । ବନ୍ଧୁଗଣ ଆମ ଧର୍ମ ରେ ଯେଉଁ ବିଷୟ ଗୁଡିକ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ତାହା ଆମ ମାନଙ୍କର ଭଲ ପାଇଁ ହୋଇଥାଏ ।

ବନ୍ଧୁଗଣ ଏହା ସତ ଯେ ଖାଦ୍ୟ ବାସି ହେଲା ପରେ ତାର ପ୍ରଭାବ ଓ ଗୁଣ କମି ଯାଇଥାଏ । କିନ୍ତୁ କିଛି ଖାଦ୍ଯ ଏପରି ଥାଏ କି ଯାହା ବାସି ହେଲା ପରେ ତାର ଗୁଣ ଓ ପ୍ରଭାବ ଅଧିକ ହୋଇ ଯାଇଥାଏ । ଯେପରିକି ବନ୍ଧୁଗଣ ଗହମ ର ଅଟା ରେ ପ୍ରସ୍ତୁତ ହୋଇଥିବା ରୁଟି । ବାସି ହେବା ପରେ ତାର ଗୁଣ ୭ ରୁ ୮ ଗୁଣା ଅଧିକ ହୋଇ ଯାଇଥାଏ ।

ତାହାସହ ଶରୀରର ଭିନ୍ନ ପ୍ରକାରର ରୋଗ କୁ ମଧ୍ୟ ଦୂର କରି ଦେଇଥାଏ ।ବନ୍ଧୁଗଣ ଯଦି ଆପଣ ଙ୍କୁ ମଧୁମେହ ରୋଗ ଥାଏ, ତେବେ ଆପଣ ପ୍ରତିଦିନ ସକାଳେ ରାତିର ବାସି ରୁଟି କୁ ହଲ୍କା ଗାଈ କ୍ଷୀରରେ କିଛି ସମୟ ପାଇଁ ଭିଯାଇ ଏହାକୁ ନିତ୍ୟାନ୍ତ ଖାଇବା ଦ୍ଵାରା ଏହା ଅଳ୍ପ କିଛି ଦିନ ମଧ୍ୟରେ ଆପଣ ଙ୍କର ମଧୁମେହ ରୋଗ କୁ ମୂଳ ରୁ ନାସ କରିଦେବ । ବନ୍ଧୁଗଣ ଯଦି ଆପଣ ସକାଳେ ଖାଲି ପେଟ ରେ ବାସି ରୁଟି ଖାଇଥାନ୍ତି, ତେବେ ଏହା ଆପଣ ଙ୍କ ଶରୀରରେ ଇନସୁଲିନ ର ମାତ୍ରା କୁ ବଢାଇ ଦେଇଥାଏ ।

ଶରୀରରେ କୋଲୋଷ୍ଟ୍ରୋଲ ସ୍ତର କୁ ମଧ୍ୟ ଠିକ  ରଖିଥାଏ  । ତାହା ସହ ବାସୀ ରୁଟି ଖାଇବା ଦ୍ଵାରା ସମସ୍ତ ପ୍ରକାରର ପେଟ ଜନିତ ରୋଗ ଦୂର ହୋଇ ଯାଇଥାଏ, ଗ୍ୟାଷ୍ଟିକ ଜନିତ ସମସ୍ଯା ମଧ୍ୟ ଶେଷ ହୋଇଯାଏ । ଶରୀରରେ ହେଉଥିବା ଭିନ୍ନ ଭିନ୍ନ ସ୍ଥାନର ଯନ୍ତ୍ରଣା କୁ ମଧ୍ୟ ବାସି ରୁଟି ଖାଇବା ଦ୍ଵାରା ଦୂର କରାଯାଇ ପାରେ । ବନ୍ଧୁଗଣ ଏହାଛଡା ବାସି ରୁଟି ଖାଇବା ଦ୍ଵାରା ଆପଣ ଙ୍କର ମୋଟାପା ମଧ୍ୟ ଦୂର ହୋଇ ଯାଇଥାଏ ।

ବନ୍ଧୁଗଣ ଯଦି ଆପଣ କୌଣସି ଉପବାସ ଆଦି କରି ନଥାନ୍ତି, ତେବେ ବନ୍ଧୁଗଣ ଆପଣ ନିଶ୍ଚୟ ସପ୍ତାହ ରେ ଥରେ ନିହାତି ଉପବାସ କରନ୍ତୁ । ଏହା ଦ୍ଵାର ଆପଣ ଦୀର୍ଘ ସମୟ ଧରି ସ୍ଵସ୍ଥ ରହିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଏହି ପୋଷ୍ଟଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *