ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜୀରାକୁ ମସାଲା ହିସାବରେ ଆମେ ପ୍ରତିଦିନ ବ୍ୟବହାର କରିଥାଉ । ଏହା ସମସ୍ତଙ୍କ ଘରୁ ସହଜରେ ମିଳି ଯାଇଥାଏ । ଜିରାର ଏମିତି କିଛି ଚମତ୍କାରୀ ଗୁଣ ରହିଛି ଯାହା ଡବରା ଅନେକ ଫାଇଦା ଶରୀରକୁ ମିଳିଥାଏ । ଏମିତିକି ଜିରାର ପାଣି ସେବନ କରିବା ଦ୍ଵାରା ଶରୀରର ଅନେକ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ । ଜୀରା ପାଣି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଜିରା ପାଣିର ଉପକାରିତା ବିଷୟରେ କହିବାକୁ ଯାଉଛୁ ।
୧- ଜିରାରେ ଥାଇମନ ନାମକ ପୋଷାକ ତତ୍ତ୍ଵ ରହିଥାଏ ଯାହା ଶରୀରର ଲାଳ, ପିତା ଓ ହଜମକାରୀ ରସର ତ୍ୱରାନ୍ୱିତ କରିଥାଏ । ତେଣୁ ଶରୀରର ପାଚନ କ୍ରିୟା ଭଲ ହୋଇଥାଏ । ୨- ଜିରାର ପାଣିର ସେବନ କରିବା ଦ୍ଵାରା ଶରୀରରେ ମେଟାବୋଜିୟମ ଭଲ ହୋଇଥାଏ । ଫଳରେ ଆମେ ଗ୍ରହଣ କରୁଥିବା ଖାଦ୍ୟରେ ପୋଷାକ ତତ୍ତ୍ଵ ଶରୀରକୁ ଠିକ ଭାବେ ଆବର୍ଜନା ହୋଇଥାଏ । ଏହା ବ୍ଯତୀତ ଜୀରା ପାଣି ଶରୀରରେ ଜମା ହୋଇଥିବା ଚର୍ବିକୁ ତରଳାଇବାରେ ସକ୍ଷମ ରଖିଥାଏ ।
୩- ଜୀରା ପାଣିରେ ଆଣ୍ଟି ଅକ୍ସିଡେଣ୍ଟ ପ୍ରହକୁର ପରିମାଣରେ ରହିଥାଏ । ତେଣୁ ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବା ସହ ତ୍ଵଚା ଓ ଲିଭରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ୪- ଜିରାରେ ଆଇରନ ପ୍ରଚୁର ଅରିମାଣରେ ରହିଥାଏ ଯାହା ଫଳରେ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିଥାଏ । ଇମ୍ୟୁନିଟି ପାୱାର ବୃଦ୍ଧି ହେବା କାରଣରୁ ଜିରର ପାଣିର ସେବନ କରିଲେ ଶରୀରକୁ ଅନେକ ପ୍ରକାରର ରୋଗକୁ ସୁରକ୍ଷିତ ଦେଇଥାଏ ।
୫- ଜିରାରେ ଆଇରନ ପ୍ରଚୁର ପରିମାଣରେ ଥିବାରୁ ଏହା ରକ୍ତ ହୀନତା ଦୂର କରଥଏ । ତେଣୁ ଗର୍ଭବତୀ ମହିଳା ମନେ ପ୍ରଚୁର ପରିମାଣରେ ଜିରାର ସେବନ କରିବା ଦରକାର । ଆନିମିଆ ରୋଗୀଙ୍କ ପାଇଁ ଜୀରା ଔଷଧ ଭାବେ କାମ କରିଥାଏ ।
୬- ଜିରାରେ ଆଣ୍ଟି କଞ୍ଜିଶିପ୍ଟ ଗୁଣ ରହିଥାଏ । ତେଣୁ ଜୀରା ପାଣିର ସେବନ କରିଲେ ଫୁସଫୁସରେ ଜମା ହୋଇଥିବା କଫକୁ ବାହାର କରିବାରେ ସହାୟକ ହୋଇଥାଏ । ଯେଉଁ ଲୋକଙ୍କୁ ଆସ୍ଥାମା ରୋଗ ଥାଏ ସେମାନଙ୍କ ପାଇଁ ଜୀରା ପାଣି ଲାଭଦାୟକ ହୋଇଥାଏ ।
୭- ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ କପ ଜୀରା ପାଣିର ସେବନ କରିଲେ ଏହା ରକ୍ତରେ ସୁଗାର ପରିମାଣକୁ ବାଲାନ୍ସ କରିଥାଏ । ତେଣୁ ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ ।
୮- ଯଦି ଆପଣଙ୍କୁ ଭୋକ ନ ଲାଗିବା ସମସ୍ୟ ଥାଏ ତେବେ ପ୍ରତେକ ଦିନ ସକାଳେ ଜୀରା ପାଣିର ସେବନ କରନ୍ତୁ । ଏହା ପାଚନ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଯାହାଅଜହା ଦ୍ଵାରା ଭୋକ ଭଲ ଭାବେ ଲାଗିଥାଏ । ଜୀରା ପାଣି ତିଆରି କରିବା ପାଇଁ ରାତିରେ ପାଣିରେ ଦୁଇ ଚାମଚ ଜୀରା ପକାଇ ରଖନ୍ତୁ । ସକାଳୁ ଏହାକୁ ଖାଲି ପେଟରେ ସେବନ କରନ୍ତୁ । ଅନ୍ୟ ଏକ ଉପାୟ ହେଉଛି ଗୋଟିଏ ଲିଟର ପାଣି ନେଇ ଫୁଟାଇ ଏହା ଥଣ୍ଡା ହେବା ପରେ ଜୀରା ପକାଇ ରଖି ଏହାର ସେବନ କରନ୍ତୁ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ