ଓଜନ କମାଇବା ପାଇଁ ସକାଳର 6 ଟି ଅଭ୍ଯାସ, ନିଶ୍ଚୟ ଜାଣି ରଖନ୍ତୁ ! (Weight Loss Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ସକାଳ ର ଏଭଳି ୬ ଟି ଅଭ୍ୟାସ ସମ୍ବନ୍ଧରେ ଯାହାକୁ ଯଦି ଆପଣ ପ୍ରୟୋଗ କରିଲେ, ଆପଣଙ୍କ ଓଜନ କମିବା ସହିତ ଆପଣଙ୍କୁ ସଠିକ ରୁଟିନ ଆଡକୁ ନେଇ ଆସିବ । ଆପଣଙ୍କ ଇମ୍ୟୁନିଟି ମଧ୍ୟ ବଢାଇବା ସହିତ ଆପଣଙ୍କ ଧ୍ୟାନ କୁ କେନ୍ଦ୍ରୀଭୂତ କରିବ । ଏହା ଦ୍ଵାରା ଆପଣ ସମସ୍ତ କ୍ଷେତ୍ରରେ ସଫଳ ହେବେ । ଦିନର ଆରମ୍ଭ କରନ୍ତୁ ଉଷୁମ ପାଣିରୁ ।

ସକାଳୁ ପ୍ରଥମେ ଯେପରି ଆପଣ ନିଜ ବିଛଣାରୁ ଉଠୁଛନ୍ତି, ସିଧା ଯାଇ  ଏକ ଗ୍ଳାସ ଗରମ ପାଣି କୁ କାଚ ଗିଲାସ ରେ ଢାଳି ଧୀରେ ଧୀରେ ଗୋଟିଏ ଜାଗାରେ ବସି ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀରରୁ ଦୂଷିତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ଏବଂ ଆପଣଙ୍କ ଓଜନ କମିଥାଏ । ସକାଳୁ ଚାହା ସେବନ କରିବା ପରିବର୍ତ୍ତେ ଆପଣ ଗରମ ପାଣିରେ ଲେମ୍ବୁ ଏବଂ ମହୁ ନେଇ ସେବନ କରନ୍ତୁ ।

ଲେମ୍ବୁପାଣି ଆପଣଙ୍କ ଶରୀରରେ ଫ୍ୟାଟ ଜମିବାକୁ ଦେଇ ନଥାଏ । ଏବଂ ଆପଣଙ୍କ ଓଜନ କମିଥାଏ । ଏହାକୁ ରେଗୁଲାର୍ଲୀ ନେବା ଦ୍ଵାରା ଶରୀରର ଇମ୍ୟୁନିଟି ମଧ୍ୟ ବଢିଥାଏ । ଏବଂ ଆପଣ ସଂପୂର୍ଣ୍ଣ ଦିନ ଆକ୍ଟିଭ ଅନୁଭବ କରିଥାନ୍ତି । ସକାଳୁ ସକାଳୁ ସୂର୍ଯ୍ୟ କିରଣ ମଧ୍ୟ ଆମ୍ଭ ଶରୀରକୁ ନିତ୍ୟାନ୍ତ ଆବଶ୍ୟକ ଏହାଦ୍ଵାରା ଆମ୍ଭ ଶରୀରକୁ ଭିଟାମିନ-E ମିଳିଥାଏ, ଯଦି ଆପଣ ନୀତିଦିନ ସକାଳୁ ୩୦ ମିନିଟ ସୂର୍ଯ୍ୟ କିରଣ ନେଇଥାନ୍ତି ତେବେ ଆପଣଙ୍କ ମେଟାବେଲଜିୟମ ମଧ୍ୟ ସଠିକ ରହିଥାଏ ।

ଯଦି ସଂପୂର୍ଣ୍ଣ ଦିନ ଆପଣଙ୍କୁ ଅଫିସ ରେ ବସି କାର୍ଯ୍ୟ କରିବାକୁ ହୋଇଥାଏ ତେବେ ଆପଣ ସକାଳୁ ସୂର୍ଯ୍ୟ କିରଣ ଅବଶ୍ୟ ନିଅନ୍ତୁ । ଯଦି ଆପଣଙ୍କ ଘରେ ଭଲ ଭାବରେ ଖରା ଆସୁଅଛି ତେବେ ଆପଣ ଯୋଗ କରି ନିଅନ୍ତୁ ଅଥବା ମେଡିଟେସନ କରି ନିଅନ୍ତୁ । ନୀତିଦିନ ଆପଣ ୧୫ ମିନିଟ ଅଥବା ୩୦ ମିନିଟ ର ବ୍ୟାୟାମ ଅଥବା ଜଗିଙ୍ଗ ମଧ୍ୟ ନିଶ୍ଚିତ କରନ୍ତୁ । ଓଜନ କମାଇବା ନିମନ୍ତେ କମ ଖାଇବା ସଲୁସନ ନୁହେଁ ବରଂ ହେଲଦି ଖାଇବା ସଲ୍ୟୁସନ ଅଟେ । ଆପଣଙ୍କ ବ୍ରେକଫାଷ୍ଟ ରେ ପ୍ରୋଟିନ ର ମାତ୍ରା ବହୁତ ଭଲ ହେବା ଆବଶ୍ୟକ ।

ଜଳଖିଆ ରେ ଆପଣ ଓଟ୍ସ ଖାଇ ପାରନ୍ତି ଅଥବା ଡାଲିଆ ଖାଇ ପାରିବେ, ଉପମା, ସିଝା ଅଣ୍ଡା, ସାକରକନ୍ଦା, ସେଓ, ପୋପେୟା, କଦଳୀ ଇତ୍ୟାଦି । ଯେଉଁଥିରେ ପ୍ରୋଟିନ ର ମାତ୍ରା ବହୁତ ଅଧିକ ରହିଥିବ । ଏକ ଗିଲାସ କ୍ଷୀର ମଧ୍ୟ ସେବନ କରି ପାରିବେ । ଏଥିରେ ଆପଣ ମିଶ୍ରି ପକାଇ ପାରିବେ । ଏହିଭଳି ଖାଦ୍ୟ ଆପଣଙ୍କୁ ସାରା ଦିନରେ ଏନର୍ଜି ପ୍ରଦାନ କରିଥାଏ । ଏହା ଆପଣଙ୍କ ଶରୀରକୁ ମଧ୍ୟ ଆକ୍ଟିଭ ରଖିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *