ବନ୍ଧୁଗଣ, ଯଦି ଆପଣ ୪୦ ବର୍ଷ ବୟସ କୁ ପାର କରି ସାରିଲେଣି ମାତ୍ର ଆପଣ ୨୫ ବର୍ଷ ଭଳି ଦେଖାଯିବାକୁ ଚାହୁଁଛନ୍ତି । ତେବେ କିଛି ନିୟମ ଆପଣଙ୍କୁ କରିବା ଆବଶ୍ୟକ । ଆଜି ଆମ୍ଭେ ଆପଣ ମାନଙ୍କୁ ଏବଳି କିଛି ସୂଚନା ଦେବାକୁ ଜାଉଅଛୁ ଯେ ଆପଣ ନିଜ ବୟସ ଠାରୁ କମ ଦେଖାଯିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ଏହି ନିୟମ ବହୁତ ସହଜ ଅଟେ ।
୧- ପ୍ରଥମ ନିୟମ ଏହା ଅଟେ ଯେ ସକାଳୁ ସକାଳୁ ଆପଣ ଉଠିଲେ ସର୍ବ ପ୍ରଥମେ ଅଧଲିଟର ଗରମ ପାଣି ସେବନ କରନ୍ତୁ । ଆପଣ ଖାଲି ପେଟରେ ଗରମ ପାଣି ସେବନ କରିଲେ ଏହା ଆପଣଙ୍କ ଶରୀରରେ ଦୂଷିତ ପଦାର୍ଥ କୁ ବାହାର କରିଦେଇଥାଏ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ମେଟାବୋଲଜିୟମ ମଧ୍ୟ ୨୫ ପ୍ରତିଶତ ବଢିଯିବ । ଏହା କାରଣରୁ ଆପଣଙ୍କୁ ଓଜନ କମାଇବା ବହୁତ ସରଳ ହେବ ।
୨- ଖାଦ୍ୟ ଖାଇବାର ତୁରନ୍ତ ପରେ ଆପଣ ପାଣି ପିଅନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଆପଣଙ୍କ ଖାଦ୍ୟ ଭଲଭାବରେ ପଚି ନଥାଏ । ଏଣୁ ଯଦି ଆପଣଙ୍କୁ ପାଣି ପିଇବାର ଅଛି ତେବେ ଖାଦ୍ୟ ଖାଇବାର ୪୫ ମିନିଟ ପରେ ସେବନ କରନ୍ତୁ ।
୩- ଅଧିକାଂଶ ଲୋକେ ଖାଦ୍ୟ ତଥା ଆମିଷ ଖାଇବା ପରେ କୋଲ୍ଡଡ୍ରିଂ-କ୍ସ ର ସେବନ କରିଥାନ୍ତି । ଆପଣ ଖାଦ୍ୟ ଖାଇବା ପରେ ଯଦି କୋଲ୍ଡଡ୍ରିଂ-କ୍ସ ନିଅନ୍ତି ତେବେ ଏହା ଆପଣଙ୍କ ଶରୀର ରେ ଏସିଡିଟି କୁ ବଢାଇ ଦେଇଥାଏ । ଏଣୁ ଏଭଳି ଆପଣ ଆଦୌ କରନ୍ତୁ ନାହିଁ ।
୪- ଖାଦ୍ୟ ଖାଇବା ପରେ ମଧ୍ୟ ଆପଣ ତୁରନ୍ତ ସ୍ନାନ କରନ୍ତୁ ନାହିଁ । ଏହାଦ୍ଵାରା ଖାଦ୍ୟ ପଚନ କ୍ରିୟା ରେ ଅସୁବିଧା ହୋଇଥାଏ ।
୫- ଖାଦ୍ୟ ଖାଇବାର ତୁରନ୍ତ ପରେ ଅଧିକାଂଶ ଲୋକଙ୍କୁ ଶୋଇବା ର ଅଭ୍ୟାସ ରହିଥାଏ । କେତେକ ଲୋକେ ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବାକୁ ଚାଲି ଯାଇଥାନ୍ତି । ଆପଣଙ୍କ ଶରୀରର ୱେଟ ଗେନ ସେତେବେଳେ କରିଥାଏ ଯେବେ ସେ ଅଧିକ କ୍ୟାଲୋରି ନେଇଥାଏ ଏବଂ କମ କ୍ୟାଲୋରି ଖର୍ଚ୍ଚ କରିଥାଏ । ମାତ୍ର ଯଦି ଆପଣ ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବାକୁ ଚାଲିଯାଇଥାନ୍ତି, ତେବେ ଆପଣଙ୍କ ଶରୀରକୁ ସେହି ଚାନ୍ସ ମିଳି ନଥାଏ ଏକ୍ସଟ୍ରା କ୍ୟାଲୋରି ଖର୍ଚ୍ଚ କରିବା ।
ଏଥି ପାଇଁ ଖାଦ୍ୟ ଖାଇବାର କମ ସେ କମ ୨ ଘଣ୍ଟା ପରେ ହିଁ ଶୋଇବାକୁ ଜାଆନ୍ତୁ । ଅଥବା ଶୋଇବାର ୨ ଅଥବା ୩ ଘଣ୍ଟା ପୂର୍ବ ରୁ ଖାଦ୍ୟ ଖାଇ ନିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ